Daily Archives

June 2, 2022

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ନ୍ୟାୟିକ ଲଢ଼େଇ: ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଲେ…

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ସୁପ୍ରିମକୋର୍ଟରେ ପଂହଚିବା ପରେ ଏହି ପ୍ରସଙ୍ଗ ଆହୁରି ଚର୍ଚ୍ଚାକୁ ଆସିଛି । କାମ ଚାଲିବ ନା ବନ୍ଦ ରହିବ, ଏ ନେଇ ଶୁକ୍ରବାର ଆସିପାରେ ସୁପ୍ରିମ ରାୟ । ବିଚାରପତି ଜଷ୍ଟିସ ବି.ଏସ ଗଭାଇ ଓ ଜଷ୍ଟିସ ହୀମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ…

ସୌନ୍ଦର୍ଯ୍ୟକରଣ ହେବ ମାଆ ଶାରଳାଙ୍କ ମନ୍ଦିର । ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୪୨ କୋଟି ।

କନକ ବ୍ୟୁରୋ: ଶାରଳା ମନ୍ଦିରର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ମାଷ୍ଟରପ୍ଲାନ । ମନ୍ଦିରର ବିକାଶ ପାଇଁ କରାଯାଇଥିବା ମାଷ୍ଟରପ୍ଲାନକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ । ପ୍ରକଳ୍ପ କାମରେ ଖର୍ଚ୍ଚ ହେବ ୪୨ କୋଟି । ବର୍ଷକ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ । ଓଡିଶା ଶକ୍ତି…

ସତର୍କ କଲା ଏସବିଆଇ । କାହା ସହ ବି କରନାହିଁ ଓଟିପି ସେୟାର ।

କନକ ବ୍ୟୁରୋ : ଅନଲାଇନ କାରବାର ଉପରେ ଏବେ ଲୋକେ ଅଧିକ ଫୋକସ କରୁଛନ୍ତି । ଚା’ ପେମେଣ୍ଟ ଠାରୁ ଆରମ୍ଭ କରି ବଡ ବଡ ମଲରେ ପେମେଣ୍ଟ ପାଇଁ ଅନଲାଇନ ପ୍ଲାଟଫର୍ମକୁ ଆପଣାଉଛନ୍ତି ଲୋକେ । ଡିଜିଟାଲ ଦୁନିଆରେ ସ୍ମାର୍ଟଫୋନରେ ଗୋଟିଏ କ୍ଲିକରେ ହିଁ ଅଧିକାଂଶ କାମ ହେଉଛି । ତେବେ ଅନଲାଇନ କାରବାର…

କେନାଲ ପୁନଃରୁଦ୍ଧାର କାମରେ କୋଟି କୋଟି ଟଙ୍କାର ଦୁର୍ନୀତି: ୩ରୁ ୪ ଫୁଟର କେନାଲ ପାଇଁ ଖର୍ଚ୍ଚ ହୋଇଛି ୫ କୋଟିରୁ ଅଧିକ…

କନକ ବ୍ୟୁରୋ: କେନାଲ ପୁନରୁଦ୍ଧାର ନାଁରେ ଖାଇଗଲେ କୋଟିକୋଟି ଟଙ୍କା । ଅଣ ଜଳସେଚିତ ବ୍ଲକର ଚାଷଜମିକୁ ପାଣି ଯୋଗାଇବା ପାଇଁ କେନାଲ ମରାମତି ବାବଦରେ କୋଟିକୋଟି ଟଙ୍କା ଖର୍ଚ ହେଉଛି । ହେଲେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକରେ କେନାଲ ପୁନଃରୁଦ୍ଧାର ନାଁରେ ବିଭାଗୀୟ ଯନ୍ତ୍ରୀ, ଠିକାଦାର…

ବ୍ୟାଙ୍କକୁ ଆସୁଛି ଭତା ଟଙ୍କା: ୫ଶହ ଟଙ୍କା ଆଣିବା ପାଇଁ ଯିବା-ଆସିବା କରିବାକୁ ପଡୁଛି ୫୦ କିଲୋମିଟର ରାସ୍ତା

କନକ ବ୍ୟୁରୋ: ସରକାର ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମଙ୍କୁ ମାସିକ ଭତା ଦେଉଛନ୍ତି । ଏବେ ଏହି ଭତା ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟକୁ ପଠାଯାଉଛି । ଅନେକ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟ ନଥିବା ବେଳେ ଯେଉଁମାନଙ୍କ ବ୍ୟାଙ୍କ ଆକାଉଂଟକୁ ଟଙ୍କା ଯାଉଛି, ସେମାନେ ଟଙ୍କା ଉଠାଇବା…

ଫାଉଣ୍ଡେସନରୁ ଆଗକୁ ବଢୁନି ବିଦ୍ୟାଳୟ କୋଠା ନିର୍ମାଣ: ଆରଏମସି ଗୋଦାମ ଘରେ ଚାଲିଛି କୁନି କୁନି ପିଲାଙ୍କ ପାଠପଢା

କନକ ବ୍ୟୁରୋ: ମୂଳଦୁଆରୁ ଉଠି ପାରୁନାହିଁ ବିଦ୍ୟାଳୟ ଗୃହ । ଆର.ଏମ.ସି ଗୋଦାମ ଘରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢ଼ା । ଫାଇଭ୍-ଟି କାର୍ଯ୍ୟକ୍ରମରେ ପୁରୁଣା ସ୍କୁଲର ରୂପାନ୍ତରିକରଣ କରାଯାଉଛି । ସ୍ମାର୍ଟ ସ୍କୁଲ ବାବଦରେ କୋଟି କୋଟି ଟଙ୍କା ଖର୍ଚ ହେଉଛି । କିନ୍ତୁ ଆଦିବାସୀ ଅଧ୍ୟୁଷିତ ଅଂଚଳରେ…