Daily Archives

June 1, 2022

ଭାରତ ସହ ବ୍ୟବସାୟ ଆରମ୍ଭ କରିବା ପାଇଁ ପାକିସ୍ତାନର ଇଚ୍ଛା ପ୍ରକାଶ । ଅର୍ଥନୈତିକ ସଙ୍କଟ ପରେ ସମ୍ପର୍କ ବଢାଇବା ପାଇଁ…

କନକ ବ୍ୟୁରୋ: ଆର୍ଥିକ ସଙ୍କଟ ଭିତରେ ଟଳମଳ ହେଉଛି ପାକିସ୍ତାନ । ଦେଶରେ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ସାଙ୍ଗକୁ ଖାଦ୍ୟାଭାବ ଓ ଅତ୍ୟାବଶୀକୟ ଜିନିଷର ଘୋର ଅଭାବ ଜାରିରହିଛି । କହିବାକୁ ଗଲେ ଦେବାଳିଆ ଅବସ୍ଥାରେ ଥିବା ପାକିସ୍ତାନ ଭିନ୍ନ ଭିନ୍ନ ରାଷ୍ଟ୍ରମାନଙ୍କ ଠାରୁ ସାହାର୍ଯ୍ୟ  ଆଶାରେ…

କେକେଙ୍କ ଅସ୍ୱାଭାବିକ ମୃତ୍ୟୁରେ ଦେଶ ସ୍ତବ୍ଧ। ଶେଷଦର୍ଶନ ପାଇଁ କୋଲକାତାରେ ପ୍ରବଳ ଭିଡ। ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମମତା…

କନକ ବ୍ୟୁରୋ: ଆରପାରିରେ ଲୋକପ୍ରିୟ ତଥା ଜଣାଶୁଣା କଣ୍ଠଶିଳ୍ପୀ କେକେ । ମଙ୍ଗଳବାର ରାତିରେ କୋଲାକାତାରେ ତାଙ୍କର ଅକାଳ ବିୟୋଗ ଘଟିଛି । ବୁଧବାର କେକେଙ୍କୁ କୋଲକାତାର ରବିନ୍ଦ୍ର ସଦନରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । କେକେଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳୀ ଦେବାକୁ ସେଠରେ ପହଁଞ୍ଚିଥିଲେ…

ବ୍ୟାପିଲାଣି ମଙ୍କିପକ୍ସ ଭୂତାଣୁ, ବଢିଲାଣି ଚିନ୍ତା । ଆସନ୍ତାକାଲି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ, ରାଜ୍ୟ ଗୁଡିକ ପାଇଁ…

କନକ ବ୍ୟୁରୋ : ଭାରତରେ ଜଣେ ହେଲେ ବି ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ ସୁଦ୍ଧା ଏହା ୩୦ଟି ଦେଶକୁ ବ୍ୟାପିଗଲାଣି । ତେଣୁ ଆଗୁଆ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି କେନ୍ଦ୍ର ସରକାର । ଗୁରୁବାର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ତେଣୁ…

୫-ଟି ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ୟ୍ୟାୟ, ସାମିଲ ହେଲେ ୨୯୦୮ଟି ସ୍କୁଲ । ସ୍କୁଲ ରୂପାନ୍ତରଣ ପିଲାଙ୍କ ସ୍ୱପ୍ନରେ…

କନକ ବ୍ୟୁରୋ: ରାଜ୍ୟରେ ଆରମ୍ଭ ହେଲା ଦ୍ବିତୀୟ ପର୍ୟ୍ୟାୟ ସ୍କୁଲ ରୂପାନ୍ତରଣ ଶେଷ ହୋଇଛି । ପ୍ରଥମ ପର୍ୟ୍ୟାୟରେ ରାଜ୍ୟର ୧୦୭୦ଟି ହାଇସ୍କୁଲର ରୂପାନ୍ତର ହୋଇଥିବା ବେଳେ ଦ୍ବିତୀୟ ପର୍ୟ୍ୟାୟରେ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି । ରାଜ୍ୟର ୫ଟି ଜିଲ୍ଲା - ଖୋର୍ଦ୍ଧା, ବୌଦ, ମାଲକାନଗିରି,…

ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ : ଅପରାଜିତା ବନାମ ଅଶୋକ । ଅନୁମତି ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଲେ…

କନକ ବ୍ୟୁରୋ : ପୁରୀ ପରିକ୍ରମା ପ୍ରକଳ୍ପ ବିବାଦ ପରେ ଲିଙ୍ଗରାଜ ମନ୍ଦିରର ଉନ୍ନତି କରଣ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟୀକରଣ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ, ଗୃହ ମନ୍ତ୍ରାଳୟକୁ ଚିଠି ଲେଖି କହିଛନ୍ତି ଯେ, ସବୁକିଛି ଆଇନ ଅନୁସାରେ କରାଯାଉଛି, ତେଣୁ ଆବଶ୍ୟକ ଅନୁମତି ଦିଆଯାଉ…

୨୫ ବର୍ଷ ପୂର୍ବ ଆଜିର ଦିନରେ ରାଜନୀତିରେ ପାଦ ଥାପିଥିଲେ ନବୀନ । ବର୍ଷ ପରେ ବର୍ଷ ବିତିଛି, କିନ୍ତୁ କମିନି ନବୀନଙ୍କ…

କନକ ବ୍ୟୁରୋ : ସକ୍ରିୟ ରାଜନୀତିରେ ୨୫ବର୍ଷ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯୯୭, ଜୁନ ୧ ତାରିଖରେ ପ୍ରଥମ ଥର ପାଇଁ ଆସିକାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ନବୀନ । ଆଉ ଏହାପରେ ପଛକୁ ଫେରି ଚାହିଁନାହାନ୍ତି ନବୀନ । ସଫଳତାର ଗୋଟିଏ ପରେ ଗୋଟିଏ ସିଡି ଚଢି ଅତିକ୍ରମ…