Daily Archives

May 28, 2022

ବ୍ରଜରାଜନଗର ବ୍ୟାଟେଲ ପାଇଁ ବଳ ଗୋଟାଉଛି କଂଗ୍ରେସ: ଗୋଟିଏ ମଞ୍ଚରେ ବରିଷ୍ଠ ନେତାଙ୍କ ସହ ବିଧାୟକ

କନକ ବ୍ୟୁରୋ: କଂଗ୍ରେସର ଏହି ଶୋଭାଯାତ୍ରାକୁ ଦେଖିଲେ ଜଣାପଡୁଛି ଯେ, ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ପୁରା ଦମ ଲଗାଇ ଦେଇଛି ଦଳ । କେବଳ ଏତିକି ନୁହେଁ ନିକଟ ଅତୀତରେ ରାଜ୍ୟରେ ହୋଇଥିବା ଉପ- ନିର୍ବାଚନ ଗୁଡିକରେ କଂଗ୍ରେସର ପ୍ରଚାର ଶୈଳୀ ଠାରୁ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି ।…

କେମିତି ବିକ୍ରି ହୁଏ ଲୁଟ୍ ସୁନା? କନକ କ୍ୟାମେରା ଆଗରେ କଳା କାରବାରର କାହାଣୀ କହିଲେ ବ୍ୟବସାୟୀ

କନକ ବ୍ୟୁରୋ: ଡକାୟତି, ଲୁଟ ହେଉ ଅବା ଛିନତାଇ । ସୁନା ଲୁଟିବା ପରେ ଆଖି ପିଛୁଳାକେ ଗାଏବ ହୋଇଯାଆନ୍ତି ଲୁଟେରା । ହେଲେ କୁଆଡ଼େ ଯାଏଁ ଏହି ଲୁଟ ସୁନା ? କାହିଁକି ଲୁଟେରା ମିଳନ୍ତି, ହେଲେ ସୁନା ମିଳେ ନାହିଁ । ପୋଲିସକୁ ଚକମା ଦେଇ ଦୁଇ ପାଦ ଆଗରେ କେମିତି ଥାନ୍ତି ଲୁଟେରା । ଏହି କଳା…

ଶଙ୍କରାଚାର୍ଯ୍ୟଙ୍କ ରାଜନୀତି ତତ୍ତ୍ୱ: ଉଭୟ ଶାସକ ଓ ବିରୋଧୀ ଦଳକୁ କଲେ ସମାଲୋଚନା

କନକ ବ୍ୟୁରୋ: ପୁରୀ ପରିକ୍ରମା ପ୍ରକଳ୍ପ ନେଇ ବିବାଦ ବଢୁଥିବା ବେଳେ କିଛି ଦିନ ଧରି ଶଙ୍କରାଚାର୍ଯ୍ୟକୁ ଭେଟିଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତା । ସର୍ବଦଳୀୟ ନେତାଙ୍କ ଠାରୁ ଆରମ୍ଭ କରି ବିଜୟ ମହାମାତ୍ର ପର୍ଯ୍ୟନ୍ତ ଭେଟିଛନ୍ତି ଶଙ୍କରାଚାର୍ଯ୍ୟଙ୍କୁ । ଏପରିକି ବରିଷ୍ଠ ବିଜେପି ନେତା…

ପୃଥିବିରେ କିଛି ଏମିତି ସ୍ଥାନ, ଯେଉଁଠି ନାହାନ୍ତି ସାପ । ଜାଣନ୍ତୁ, କେଉଁଠି ରହିଛି ଏହି ସ୍ଥାନ

ଥିବୀର ସବୁଠୁ ଭୟାଳୁ ପ୍ରାଣୀ ସାପକୁ ହିଂସ୍ର ଭାବି ଅଧିକାଂଶ ଲୋକ ଭୟ କରିଥା’ନ୍ତି। ତେବେ ଆୟର୍ଲାଣ୍ଡ, ଆଇସଲାଣ୍ଡ ଓ ନ୍ୟୁଜିଲାଣ୍ଡ ସମେତ ପୃଥିବୀର ଉଭୟ ମେରୁ ଅଞ୍ଚଳରେ ସେହି ଭୟ ନାହିଁ। କାରଣ ସେଠାରେ ସାପ ଦେଖାଯା’ନ୍ତି ନାହିଁ। ଅନେକଙ୍କ ପାଇଁ ଚିତ୍ତାକର୍ଷକ ମନେ ହେଉଥିବା ଏହି ସରୀସୃପ ନିଜ…

ମିକ୍ସର, ପକୁଡି ଖାଇ ବିତିଲାଣି ୨୫ ବର୍ଷ: ପିଲାଟି ଦିନରୁ ଆଜି ଯାଏଁ ବିଲକୁଲ୍ ଖାଇନାହାନ୍ତି ଭାତ-ତରକାରୀ

କନକ ବ୍ୟୁରୋ: ସାଧାରଣତଃ ଆମେ ଖାଦ୍ୟରେ ଭାତ, ଡ଼ାଲି ରୁଟି, ତରକାରୀ ଖାଇଥାଉ । ହେଲେ ଏମିତି ଜଣେ ଯୁବତୀ ରହିଛନ୍ତି, ଯିଏ କି ଖାଲି ମିକ୍ସର ପକୁଡ଼ି ଖାଇ ୨୫ ବର୍ଷ ହେଲା ବଂଚିଛନ୍ତି । ପ୍ରତିଦିନ ପରିବାର ପାଇଁ ଭାତ, ତରକାରୀ ରୋଷଇ କରୁଛନ୍ତି କିନ୍ତୁ ନିଜେ ଖାଉନାହାନ୍ତି । ଶୁଣିଲେ ଆଶ୍ଚର୍ଯ୍ୟ…

ଗୋଟିଏ ଛାତ ତଳେ ମିଳୁଛି ଭଳିକି ଭଳି ଆମ୍ବ: ଗ୍ରାହକଙ୍କ ପସନ୍ଦର ଆମ୍ବ ଯୋଗାଇବାକୁ ବରଗଡ଼ରେ ଖୋଲିଛି ଗାଁ ଆମ୍ବ ପସରା

କନକ ବ୍ୟୁରୋ: ଅଭାବ ଓ ମହରଗ ଭିତରେ କିଛି ଭଲ ଖବର । ବରଗଡରେ ଖୋଲିଲା ଆମ୍ବ ପସରା । ଗୋଟିଏ ସ୍ଥାନରୁ ବିଭିନ୍ନ କିସମର ଆମ୍ବ ପାଇ ପାରୁଛନ୍ତି ଗ୍ରାହକ । ଆଗକୁ ସାବିତ୍ରୀ ଆସୁଥିବା ବେଳେ ଗାଁ ଆମ୍ବ ପସରା ଖୋଲି ଗ୍ରାହକଙ୍କୁ ଆମ୍ବ ଯୋଗାଇ ଦେଉଛି ଜିଲ୍ଲା ପ୍ରଶାସନ । ପାଛିଆରେ ସଜା ହୋଇ ରହିଛି…