Daily Archives

May 12, 2022

ରାଜ୍ୟସଭା ରେସରେ କିଏ ଆଗରେ? କାହାକୁ ଦିଲ୍ଲୀ ପଠାଇବେ ନବୀନ, ଜାଣନ୍ତୁ ଚର୍ଚ୍ଚାରେ ରହିଛି କାହାର ନାଁ?

କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ଜୁନ୍ ୧୦ରେ ହେବ ରାଜ୍ୟସଭା ନିର୍ବାଚନ । ଯେଉଁଥିରେ ଓଡ଼ିଶାର ୩ଟି ଆସନ ରହିଛି । ଖାଲି ହେବାକୁ ଥିବା ୩ଟି ଆସନ ପୂର୍ବରୁ ବିଜେଡି ଖାତାରେ ରହିଥିଲା । ତେଣୁ ଏଥର ସେହି ସ୍ଥାନରେ ଦଳ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ…

ସମ୍ବଲପୁରରେ ଅସହ୍ୟ ତାତି: ଖରା ବଢିବାରୁ ଘଂଟା ଘଂଟା ଧରି ପାଣି କୁଣ୍ଡରେ ବୁଡି ରହୁଛି ଭାଲୁ

କନକ ବ୍ୟୁରୋ: ଅସହ୍ୟ ଖରାରେ ସିଜୁଛି ସାରା ଓଡ଼ିଶା । ଖରାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରରେ ଥିବା ଡିୟର ପାର୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖରାରୁ ବର୍ତିବା ପାଇଁ ପଶୁପକ୍ଷୀଙ୍କ ଖୁଆଡ ଉପରେ ନଡା ଛାଉଣୀ କରାଯାଉଥିବା ବେଳେ ସ୍ୱାସ୍ଥ୍ୟ ପରୀକ୍ଷା ଅନୁସାରେ ଔଷଧ ତଥା ପାଣିର…

କାଶ୍ମୀର ପଣ୍ଡିତଙ୍କୁ ଗୁଳିମାଡ । ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି । ସେନାର ସର୍ଚ୍ଚ ଅପରେସନ ଜାରି

କନକ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ପୁଣି ଜଣେ କାଶ୍ମୀର ପଣ୍ଡିତଙ୍କୁ ଗୁଳିମାଡ ହୋଇଛି । ଆତଙ୍କବାଦୀ ତହସିଲଦାରଙ୍କ ଅଫିସରେ ପସି ଗୁଳି କରିଛନ୍ତି । ରାଜସ୍ୱ ବିଭାଗର ଅଧିକାରୀ ଭାବେ କାମ କରୁଥିବା ରାହୁଲ ଭଟ୍ଟଙ୍କୁ ନିଶାନା କରିଥିଲେ ଆତଙ୍କବାଦୀ । ରାହୁଲଙ୍କୁ ଗୁରୁତର ଅବସ୍ଥାରେ…

କଟକ ମୁର୍କୁଣ୍ଡି ଗାଁ ବାଣେଶ୍ୱର ମନ୍ଦିର ପରିସରରେ ପାଠଶାଳା: ୨୦୧୫ରୁ ମନ୍ଦିରରେ ପାଠପଢୁଛନ୍ତି ଛାତ୍ରଛାତ୍ରୀ

କନକ ବ୍ୟୁରୋ: ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏପଟେ ସ୍ମାଟ ସ୍କୁଲ ନାଁରେ ବି ସ୍କୁଲର ରୁପାନ୍ତରିକଣ କରାଯାଉଛି । କିନ୍ତୁୁ ଏବେବି ଅନେକ ସ୍କୁଲ ଅଛି, ଯେଉଁଠି ପାଠ ପଢାଇବା ପାଇଁ ସ୍କୁଲ ଘର ନାହିଁ । ଫଳରେ ମନ୍ଦିରରେ ହେଉଛି ପାଠ ପଢା ।…

ରାମଚଣ୍ଡୀ ପୀଠ ସୌନ୍ଦର୍ଯ୍ୟକରଣରେ ଦୁର୍ନୀତି: ଲୁଣି ବାଲି ଓ ପାଣିରେ ହେଉଛି ନିର୍ମାଣ କାର୍ଯ୍ୟ

କନକ ବ୍ୟୁରୋ: ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ମନ୍ଦିର ଗୁଡିକର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି କାର୍ଯ୍ୟର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠିଛି । ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ସତ୍ୱେ ଯାଂଚ କରୁନାହାଁନ୍ତି ବିଭାଗୀୟ…

କ୍ୟାମ୍ପବେଲ ୱିଲସନ ଏୟାର ଇଣ୍ଡିଆ ସିଇଓ । ବଦଳିବ ଏୟାରଲାଇନ୍ସର ଭବିଷ୍ୟତ। କିଏ ଏହି ୱିଲସନ? ପଢନ୍ତୁ…

କନକ ବ୍ୟୁରୋ : ବଦଳିବ ଏୟାର ଇଣ୍ଡିଆର ଭବିଷ୍ୟତ । ଟାଟା ଗ୍ରୁପ କମ୍ପାନୀର ଆଗାମୀ ଭବିଷ୍ୟତକୁ ଆଖି ଆଗରେ ରଖି ସିଇଓ ଭାବେ କ୍ୟାମ୍ପବେଲ ୱିଲସନକୁ ନିଯୁକ୍ତି ଦେଇଛି । କମ୍ପାନୀ ତାଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛି । ଏଭିଏସନ…