Daily Archives

May 7, 2022

ଶ୍ରୀଲଙ୍କାରେ ପୁଣି ଲାଗୁ ହେଲା ଏମର୍ଜେନ୍ସି । ସେନା ହାତରେ ଦେଶର ଶାସନ କ୍ଷମତା । ୫ ସପ୍ତାହରେ ଦୁଇ ଥର ଲାଗୁ ହେଲାଣି…

କନକ ବ୍ୟୁରୋ: ଶ୍ରୀଲାଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ୍ୟ ପୁଣି ଥରେ ଦେଶରେ ଏମର୍ଜେନ୍ସି ତଥା ଜରୁରୀକାଳୀନ ସ୍ଥିତିି ଲାଗୁ କରିଛନ୍ତି । ବିକ୍ଷୋଭକାରୀଙ୍କୁ ଦମନ ପାଇଁ ୫ ସପ୍ତାହ ମଧ୍ୟରେ ଶ୍ରୀଲଙ୍କାରେ ଦୁଇ ଥର ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି । ସୁରକ୍ଷା ଫୋର୍ସଙ୍କ ହାତକୁ…

ବ୍ରଜରାଜନଗର ଉପନିର୍ବାଚନ କଂଗ୍ରେସ ଦେଲା ପୁରୁଣା ମୁହଁ: ସମ୍ଭାବ୍ୟ ତାଲିକାରେ ବିଜେଡିର ଅଳକା ଓ ବିଜେପିର ରାଧାରାଣୀ

କନକ ବ୍ୟୁରୋ: ପ୍ରାର୍ଥୀ ଘୋଣଷାରେ ସବୁବେଳେ ପଛରେ ରହୁଥିବା କଂଗ୍ରେସ ଏଥର ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଗୁଆ କାର୍ଡ ଖୋଲିଛି । ବିଧିବଦ୍ଧ ଭାବେ ନାଁ ଘୋଷଣା ହୋଇନଥିଲେ ବି ପୁରୁଖା ନେତା କିଶୋର ପଟେଲଙ୍କୁ ପ୍ରାର୍ଥୀ ନେଇ ନିଷ୍ପତି ହୋଇଛି । ଆଉ ତାଙ୍କର ନାଁକୁ ହାଇକମାଣ୍ଡଙ୍କୁ ପଠାଇଛି ଦଳ…

ମହିଳା ବିଜନେସ ମେଳାରେ ବଲିଉଡ ନିର୍ଦ୍ଦେଶକ ଇମତିଆଜି ଅଲ୍ଲୀ: କହିଲେ, ରସଗୋଲା ଓଡ଼ିଶାର କହି ରାଜ୍ୟର ଦାବିକୁ କଲେ…

କନକ ବ୍ୟୁରୋ: ରସଗୋଲା ଆମର ବୋଲି ଦାବି କରୁଥିବା ଓଡିଶାକୁ ଆଜି ବଡ ସମର୍ଥନ ମିଳିଛି । ଏହି ଦାବିକୁ ସମର୍ଥନ କରିଛନ୍ତି ବଲିଉଡର ବିଶିଷ୍ଟ ନିର୍ଦ୍ଦେଶକ ଇମିତିଆଜ୍ ଅଲ୍ଲୀ । ଭୁବନେଶ୍ୱରରେ ଆୟୋଜିତ ବିଜିନେସ ମେଳାରେ ଅତିଥି ଭାବେ ଯୋଗଦେଇ ଇମିତଆଜ ଅଲ୍ଲୀ କହିଛନ୍ତି, ରସଗୋଲା ଓଡିଶାର । ଆଉ ଏହି…

ପରୀକ୍ଷା ଦେଉନାହାନ୍ତି ମାଟ୍ରିକ ପରୀକ୍ଷାର୍ଥୀ: କଣ ପାଇଁ ଅନୁପସ୍ଥିତ ରହିଲେ ଛାତ୍ରଛାତ୍ରୀ?

କନକ ବ୍ୟୁରୋ: ବୋର୍ଡ ଦ୍ୱାରା ଦିଆଯାଇଥିବା ଏହି ତଥ୍ୟ ହେଉଛି କେଉଁ ଜିଲ୍ଲାରେ କେତେ ଛାତଛାତ୍ର୍ରୀ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଅଛନ୍ତି । ମୟୁରଭଞ୍ଜ, ଗଂଜାମ ଓ ଓ ବଲାଙ୍ଗୀରରେ ସ୍ଥିତି ଚିନ୍ତାଜନକ ରହିଛି । ମୟୁରଭଞ୍ଜରେ ସର୍ବାଧିକ ୩ ହଜାର ୯୬୩ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି ।…

ପିଲା ନାଚିଲେ ସସପେଣ୍ଡ ହେବେ କି ପ୍ରଧାନ ଶିକ୍ଷୟିତ୍ରୀ? ଗଞ୍ଜାମ ଘଟଣା ପରେ ଆରମ୍ଭ ହେଲା ଚର୍ଚ୍ଚା

କନକ ବ୍ୟୁରୋ: ସ୍କୁଲରେ ପିଲାମାନେ ନାଚି ପାରିବେ ନାହିଁ । ବନ୍ଦିଶାଳାରେ ରହିବା ଭଳି କଠୋର ନିୟମ ଭିତରେ ରହିବେ । ଏଭଳି ଧାରଣା ଏବେ ବି ବଦଳି ପାରିନାହିଁ । ଏକ ଫେଆରୱେଲ୍ ପାର୍ଟିରେ ପିଲା ନାଚିବାରୁ ପ୍ରଧାନ ଶିକ୍ଷୟିତ୍ରୀ ସସପେଣ୍ଡ ହୋଇଛନ୍ତି । ଯାହାକୁ ଗ୍ରହଣ କରିପାରୁନାହିଁ ବୁଦ୍ଧୀଜୀବୀ…

ଜଳେଶ୍ୱରରେ ଅଭାବନୀୟ ଘଟଣା: ନିଜ ବୋହୂକୁ ଗୁଣିଆ ହାତକୁ ଟେକିଦେଲେ ଶାଶୁ

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଏକ ଏମିତି ଖବର ଆସିଛି, ଯାହା ସଭ୍ୟ ସମାଜର ମୁଣ୍ଡକୁ ତଳକୁ କରିଦେବ । ପାରିବାରିକ ଅଶାନ୍ତିରୁ ମୁକ୍ତି ଏବଂ ଚାକିରି ମିଳିବ କହି, ନିଜ ବୋହୂକୁ ଗୁଣିଆ ହାତକୁ ଟେକିଦେଲା ଶାଶୂ । ଆଉ ବନ୍ଦ କୋଠରୀ ଭିତରେ ୭୯ ଦିନ ରଖି ମହିଳାଙ୍କୁ ବାରମ୍ବାର…