Daily Archives

April 28, 2022

ଓଡିଶା ପରେ ମଧ୍ୟପ୍ରଦେଶ କଂଗ୍ରେସରେ ସଂକଟ, ବିରୋଧୀଦଳ ନେତା ପଦରୁ ଇସ୍ତଫା ଦେଲେ କମଳନାଥ

କନକ ବ୍ୟୁରୋ : କଂଗ୍ରେସରେ ଚାଲିଛି କଣ ? ଏକଥା ନା କଂଗ୍ରେସର ହାଇକମାଣ୍ଡ ବୁଝି ପାରୁଛନ୍ତି ନା ଦେଶର ରାଜନୈତିକ ବିଶେଷଜ୍ଞମାନେ । ଏବେ ଏବେ ମଧ୍ୟପ୍ରଦେଶ ବିଧାନସଭାରେ ବିରୋଧୀଦଳ ନେତା ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏହି ସ୍ଥାନରେ ଏବେ…

ତାତି ବଢୁଛି, ପାଣି ଶୁଖୁଛି । ଜୟପୁରବାସୀଙ୍କ ଦାବି ଜଗନ୍ନାଥ ସାଗରର ପୁନରୁଦ୍ଧାର ହେଲେ ବଞ୍ଚିବ ଜୀବନ ।

କନକ ବ୍ୟୁରୋ : ଅସହାୟ ହୋଇ ପଡ଼ିଛି ଜୟପୁର ସହରର ଲାଇଫ ଲାଇନ କୁହାଯାଉଥିବା ଜଗନାଥ ସାଗର । ପରିଚୟ ହରାଇବାକୁ ବସିଛି ଏହି ସାଗର । ଜୟପୁର ସହର ନିର୍ଭର କରୁଥିବା ରାଜା ରାଜୋଡ଼ା ଅମଳର ଏହି ସାଗର ଏବେ ପୁନରୁଦ୍ଧାର ପାଇଁ ହାତ ଠାରି ଡ଼ାକୁଛି । ବଢୁଛି ତାତି, କମୁଛି ପାଣି ଶୁଖିଯାଉଛି ଜଗନ୍ନାଥ…

ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ ପରେ ଏବେ କିରୋସିନି ପାଳି । ମାସକରେ ଲିଟର ପିଛା ବଢିଲା ୧୫ ଟଙ୍କା, ମାଲକାନଗିରିରେ…

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ପରେ ଏବେ କିରୋସିନିରେ ଲାଗିଛି ନିଆଁ । କିରୋସିନିର ଦର ମାସକରେ ବଢିଛି ୧୫ ଟଙ୍କା । ମାଲକାନଗିରି ପରି ଉପାନ୍ତ ଜିଲ୍ଲାରେ କିରୋସିନି ଦର ଏବେ ୭୮ ଟଙ୍କା ଟପିଛି । ଆଉ ବିଡମ୍ବନା.. ମାସ ମାସ ଧରି ଜିଲ୍ଲାରେ କିରୋସିନି ପାଉ ନାହାନ୍ତି ହିତାଧିକାରୀ । ଫଳରେ…

ଯେବେ ଜୀବନ ଜଳେ ଖରାର ତାତିରେ, ଜୀବିକା ଦିଏ ଯନ୍ତ୍ରଣା ଛାତିରେ । ଗମଗମ ଗ୍ରୀଷ୍ମଋତୁରେ ମଣିଷ ଲେଖେ ଖରାଛାଇର ଛାତିଥରା…

କନକ ବ୍ୟୁରୋ: ଖଇଫୁଟା ଖରା, ଖାଁ ଖାଁ ସହର । ଶୁନଶାନ ଜନପଥ, ସବୁଠି ଖରାର ରାଜୁତି । ଜଳୁଛି ଜଗତ, ଜଳୁଛି ଜୀବନ । ସିଝୁଛି ସହର, ସିଝୁଛି ଏ ମାଟି । ଡହଡହ ଖରାର ଜ୍ୱାଳାରେ ପୋଡିଯାଉଛି ଦେହ, ମୁଣ୍ଡଫଟା ତାତି ପାଇଁ ତ୍ରାହି ତ୍ରାହି ଡାକୁଛି ମଣିଷ । ସୂର୍ଯ୍ୟ ମଥା ଉପରକୁ ଉଠିବା କ୍ଷଣି…

ବୁଲଡୋଜର ଜାଳି ଦେବାକୁ ଧମକ ଦେଲେ ଉତ୍ତର ପ୍ରଦେଶର ବିଜେପି ବିଧାୟିକା, ଜାଣନ୍ତୁ କାରଣ

କନକ ବ୍ୟୁରୋ: ଦେଶ ରାଜନୀତିରେ ବୁଲଡୋଜର ଏକ ବଡ ପ୍ରସଙ୍ଗ ହୋଇସାରିଛି । ଅବୈଧ ଦଖଲ ଖାଲି କରିବାକୁ ଯୋଗୀ ସରକାର ଆରମ୍ଭ କରିଥିବା ବୁଲଡୋଜର ଅପରେଶନ ଏବେ ଉତ୍ତର ପ୍ରଦେଶ ବ୍ୟତୀତ ବିଜେପି ଶାସିତ ଅନ୍ୟ କିଛି ପ୍ରଦେଶରେ ବି ଦେଖିବାକୁ ମିଳିଛି । ହେଲେ ଯୋଗୀଙ୍କ ବୁଲଡୋଜର ଅପରେଶନକୁ ଏବେ ସିଧାସଳଖ…

ଆରଟିଆଇରୁ ବଡ ଖୋଲାସା, ଜାଣନ୍ତୁ ୮ ବର୍ଷରେ କିଏ ଅଧିକ ନିର୍ମାଣ କରିଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟ ?

କନକ ବ୍ୟୁରୋ : ଶିକ୍ଷା ଓ ରୋଜଗାର ପ୍ରସଙ୍ଗରେ ବିରୋଧୀମାନେ ସର୍ବଦା ମୋଦୀ ସରକାରଙ୍କୁ ଘେରୁଛନ୍ତି । ବିଜେପି ସରକାର ଆରମ୍ଭରୁ ଦେଶର ବିରୋଧୀଦଳମାନେ ଶିକ୍ଷାକୁ ମୋଦୀ ପ୍ରାଧାନ୍ୟ ଦେଉନଥିବା କଥା ଅଭିଯୋଗ କରୁଛନ୍ତି । ଏନେଇ ସରକାର ଅନେକ ଥର ଏନେଇ ବିରୋଧୀଙ୍କ ପ୍ରଶ୍ନରେ ବି ଉତ୍ତର ଦେଇଛନ୍ତି ।…