Daily Archives

April 28, 2022

ପ୍ରମିଳା କହିଲେ ଶୋ’ ବାଜି କରୁଛନ୍ତି ଅପରାଜିତା । ନା ନନେଇ ଟାର୍ଗେଟ କଲେ ସୋନାଲି, କହିଲେ…?

କନକ ବ୍ୟୁରୋ : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଅପରାଜିତାଙ୍କୁ ପୁରୀ ଗସ୍ତ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଅପରାଜିତା କେବଳ ଶୋ’ ବାଜି କରୁଥିବା କହିଛନ୍ତି ପ୍ରମିଳା । ସେ…

ଏଏସଆଇ ସବୁ ବଦମାସୀ କରୁଛି, ଆମେ ବିକାଶକୁ ସମର୍ଥନ କରୁଛୁ । ଜୟନ୍ତ କହିଲେ କଣ ନିର୍ମାଣ ହେଉଛି, ମୁଁ ଦେଖିଛି ।

କନକ ବ୍ୟୁରୋ : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ରାଜନୀତି ଥମିବାର ନାଁ ନେଉନଥିବା ବେଳେ ଏବେ ସମର୍ଥନରେ ବାହାରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ଅପରାଜିତାଙ୍କୁ ସମର୍ଥନ କରି ଜୟନ୍ତ କହିଛନ୍ତି, କାମକୁ କେହି ବିରୋଧ କରୁନାହାନ୍ତି, ଅନୁମତିକୁ ନେଇ ବିବାଦ…

କିଏ ଏହି ଆତ୍ମଘାତୀ ମହିଳା? ଯାହା ନାଁ ଶୁଣି ଡରୁଥିଲା ଚୀନ୍

କନକ ବ୍ୟୁରୋ: ଗତ ମଙ୍ଗଳବାର କରାଚୀ ବିଶ୍ୱବିଦ୍ୟଳୟରେ ଘଟିଛି ଆତ୍ମଘାତୀ ବିସ୍ଫୋରଣ । ଏଥିରେ ପ୍ରାଣ ହରାଇଛନ୍ତି ୪ ଚୀନ ଶିକ୍ଷକଙ୍କ ସହ ୫ ବ୍ୟକ୍ତି । ମଙ୍ଗଳବାର କରାଚୀ ବିଶ୍ୱବିଦ୍ୟାଳୟ ପରିସରରେ ଜଣେ ମହିଳା ଆତ୍ମଘାତୀ ବିସ୍ଫୋରଣ କରିବା ପରେ ବଢିଛି ଚୀନର ଚିନ୍ତା । ଏହି ଘଟଣା ପାଇଁ…

ରାଜ୍ୟରେ କମିବ ତାତି : କାଳବୈଶାଖୀ ପ୍ରଭାବରେ ହିଟୱେଭରେ ଲାଗିବ ବ୍ରେକ

କନକ ବ୍ୟୁରୋ : ରାଜ୍ୟରେ ହିଟ୍ ୱେଭରେ ଲାଗିବ ବ୍ରେକ୍ । କାଳବୈଶାଖୀ ପ୍ରଭାବରେ କମିବ ତାତି । ମେ’ ପ୍ରଥମ ସପ୍ତାହରୁ ତାପମାତ୍ରା ଖସିବ । କାଳବୈଶାଖୀ ପ୍ରଭାବରେ ୨ ଡିଗ୍ରୀ ଯାଏଁ ତାତି ତଳକୁ ଖସିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏପଟେ ଆଜି ବି…

ରାଷ୍ଟ୍ରପତି ପଦକୁ ନେଇ ଚର୍ଚ୍ଚାରେ ମାୟାବତୀଙ୍କ ବୟାନ, ଜାଣନ୍ତୁ ପ୍ରଧାନମନ୍ତ୍ରୀ ପଦକୁ ନେଇ କଣ କହିଲେ

କନକ ବ୍ୟୁରୋ : ଖୁବଶୀଘ୍ର ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି । ଏହାକୁ ନେଇ ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ ତାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି   । ଏହି କ୍ରମରେ କୁହାଯାଉଛି କି ବହୁଜନସମାଜବାଦୀ ପାର୍ଟିର ନେତା…

ଗ୍ରୀଷ୍ମ ପ୍ରବାହ ନେଇ ଆଇଏମଡି ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ । ଦେଶର ୫ଟି ରାଜ୍ୟ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରିି । ଦେଶର ୫ଟି ରାଜ୍ୟ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଆଇଏମଡି । ଓଡିଶା , ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ ଓ ରାଜସ୍ଥାନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ,…