Daily Archives

April 27, 2022

ଖରାରେ ବାହାରକୁ ବାହାରୁଥିଲେ ସାବଧାନ: ଏ ଖରାରେ ରହିଛି ଅତି ବାଇଗଣି ରଶ୍ମୀ !

କନକ ବ୍ୟୁରୋ: ଆପଣଙ୍କ ଶରୀରକୁ କ୍ଷତି କରିବା ଭଳି ରଶ୍ମୀ ଏବେ ସୂର୍ଯ୍ୟଙ୍କ କିରଣରେ ରହିଛି । ୟୁକେର ୱେଦର ଅନ୍ ଲାଇନ ଡଟ୍ ୟୁକେ ନାମକ ୱେବସାଇଟରେ ଏଭଳି କିଛି ରିପୋର୍ଟ ପ୍ରକାଶ ପାଇଛି । ଆଜି ଏହି ଅତି ବାଇଗଣି ରଶ୍ମୀର ସ୍ତର ୧୨ ରହିଛି । ଆଉ ଇଏ ହେଉଛି ଆସନ୍ତା ମେ ୪ ତାରିଖ ଯାଏ ଅତି…

ପ୍ରଶାସନର ବାରଣ ସତ୍ତ୍ୱେ ପୁରୀ ଗଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ହାଇଡ୍ରାମା ପରେ ସାଂସଦଙ୍କ ଜିଦ୍ ଆଗରେ ନଇଁଲା…

କନକ ବ୍ୟୁରୋ: ପୁରୀ ଐତିହ୍ୟ କରିଡରକୁ ନେଇ ବିବାଦ ଜୋର ଧରିଥିବା ବେଳେ ଆଜି ସାଂସଦ ଅପରାଜିତା ଷଡଙ୍ଗୀ ଓ ସମର୍ଥକଙ୍କ ପୁରୀ ଗସ୍ତରେ ହାଇଡ୍ରାମା ଦେଖିବାକୁ ମିଳିଛି । ପ୍ରତିବାଦ ଶୋଭାଯାତ୍ରାରେ ପ୍ରଶାସନ କଟକଣା ଲଗାଇବା ପରେ ଶତାଧିକ ସମର୍ଥକଙ୍କୁ ଧରି ପୁରୀ ବାହାରିଥିଲେ ଅପରାଜିତା । ପୋଲିସ…

ନିରଞ୍ଜନଙ୍କ ନୋଟିସ୍, ସୁରଙ୍କ ଜବାବ: ଲିଖିତ ଉତ୍ତର ଦେଇ କହିଲେ ଏମିତି କଥା…

କନକ ବ୍ୟୁରୋ: ନବୀନଙ୍କ ଇଛାରେ ପିସିସି ଚୟନ ହୁଏ । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଦେଇଥିବା ଏହି ବୟାନକୁ ନେଇ ଏବେ ରାଜ୍ୟ କଂଗ୍ରେସରେ ଝଡ ଉଠିଛି । ପିିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଦିଆଯାଇଥିବା କାରଣ ଦର୍ଶାଅ ନୋଟିସର ଜବାବ ରଖିଛନ୍ତି ସୁର । କଂଗ୍ରେସ ଭବନକୁ ଆସି…

ପରିଣତ ବୟସରେ ପୁସ୍ତକ ପ୍ରେମ: ୭୦ ବର୍ଷ ହେଲା ଘରେ କରିଛନ୍ତି ଲାଇବ୍ରେରୀ

କନକ ବ୍ୟୁରୋ: ବହି ! ଆମ ଜୀବନର ହିତ ସାଧନ କରୁଥିବା ମାଧ୍ୟମ । ବହି ହେଉଛି ଜ୍ଞାନର ଭଣ୍ଡାର । ଏହା ମଣିଷର ସର୍ବଶ୍ରେଷ୍ଠ ବନ୍ଧୁ ମଧ୍ୟ । ଯିଏ ବିନା ସ୍ୱାର୍ଥରେ ମଣିଷକୁ ବାଣ୍ଟିଚାଲେ ଜ୍ଞାନ । କୁହାଯାଏ ନିଜ ଜ୍ଞାନର ପରିସୀମାକୁ ବୃଦ୍ଧି କରିବାକୁ ବହି ହିଁ ବାଟ ଦେଖାଇ ଥାଏ । ହେଲେ ଆଜିର…

ବିଏସଏଫ ଯବାନଙ୍କୁ ପଶ୍ଚିମବଙ୍ଗ ମନା, ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଲେ ମମତା ବାନାର୍ଜୀ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ବିଏସଏଫ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ମମତା ବାନାର୍ଜୀ କୋଚବିହାର ଜିଲ୍ଲାର ପୋଲିସ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ବିଏସଏଫ ଯବାନଙ୍କୁ ଜିଲ୍ଲାର ୫୦ କିଲୋମିଟର ସୀମା ପୂର୍ବରୁ ଯେଭଳି ପ୍ରବେଶ କରିବାକୁ ଦିଆ…

ଦୁଇ ବର୍ଷ ପରେ ପରୀକ୍ଷା କେନ୍ଦ୍ରକୁ ଫେରିବେ ପିଲା । କାଲିଠୁ ଯୁକ୍ତ ଦୁଇ ପରୀକ୍ଷା । ଶୁକ୍ରବାରରୁ ଆରମ୍ଭ ହେବ ମାଟ୍ରିକ…

କନକ ବ୍ୟୁରୋ: ଆସନ୍ତାକାଲି ଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । କରୋନା ପାଇଁ ଦୁଇ ବର୍ଷ ପରେ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେହିପରି ଦିନକ ପରେ ଅର୍ଥାତ ଶୁକ୍ରବାରଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ୫ ଲକ୍ଷ ୮୫ ହଜାର ୭୩୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।…