Daily Archives

April 27, 2022

ଫେସବୁକରେ ଏଭଳି ପୋଷ୍ଟ କରି ଆତ୍ମହତ୍ୟା କଲେ ବିଜେପି ନେତ୍ରୀ, ଜାଣନ୍ତୁ କାରଣ

କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ଏବେ ଯୋଗୀ ଆଦିତ୍ୟନାଥଙ୍କ ସରକାର ଚାଲିଛି । କୁହାଯାଉଛି କି ଯୋଗୀ ସରକାରରେ ମହିଳାମାନେ ବିଶେଷ ଭାବେ ସୁରକ୍ଷିତ । ହେଲେ ନିଜ ଦଳର ଜଣେ ନେତ୍ରୀଙ୍କ ଆତ୍ମହତ୍ୟା କରିବା ଓ ଆତ୍ମହତ୍ୟା ପୂର୍ବରୁ ଫେସବୁକରେ ଯାହା ପୋଷ୍ଟ କରିଛନ୍ତି ତାହା ଯୋଗୀ ସରକାରଙ୍କ ମହିଳା…

ସାରା ରାଜ୍ୟରେ ଆକାଶରୁ ବର୍ଷୁଛି ନିଆଁ । ଆଜି ବି ୪୪ ଡିଗ୍ରୀ ଉପରେ ୪ ସହର । ଆହୁରି ଚାରିରୁ ପାଞ୍ଚ ଦିନ ବଢ଼ିବ ତାତି

କନକ ବ୍ୟୁରୋ: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ରାଜ୍ୟର ତତଲା ସହର ପାଲିଟିଛି ସୋନପୁର । ୪୪.୫ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ରାଜ୍ୟରେ ସୋନପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏହା ପଛକୁ ଅନୁଗୁଳ ୪୪.୧ ଡିଗ୍ରୀ ସହ ଦ୍ୱିତୀୟରେ ଥିବା ବେଳେ ୪୪ ଡିଗ୍ରୀ ସହ…

ତେଲ ଉପରୁ ଟିକସ କମାଇବାକୁ ରାଜ୍ୟଗୁଡିକୁ କହିଲେ ମୋଦି । ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀଙ୍କ…

କନକ ବ୍ୟୁରୋ: ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ବେଳେ ତେଲ ଉପରୁ ଭାଟ କମାଇବା ପାଇଁ ମୁଖ୍ୟମନ୍ତ୍ରୀ ମାନଙ୍କୁ କହିଛନ୍ତି ନରେନ୍ଦ୍ର ମୋଦୀ । ୬ ମାସ ବିଳମ୍ବ ହେଲେ ବି ରାଜ୍ୟ ସରକାରଗୁଡିକ ତେଲ…

୧୫୦ରୁ ଅଧିକ ଏମସ୍ ହସ୍ପିଟାଲ, ୩୫୦ରୁ ଅଧିକ ଷ୍ଟାଡିୟମ, ୧୧୨ଟି ଷ୍ଟାଚ୍ୟୁ ଅଫ୍ ୟୁନିଟି । ଏଲନ୍ ମସ୍କ ଟୁଇଟରକୁ ଯେତିକି…

କନକ ବ୍ୟୁରୋ: ୪୪ ଆରବ ଡଲାର...ଭାରତୀୟ ମୁଦ୍ରାରେ ୩ ଲକ୍ଷ ୩୬ ହଜାର କୋଟି । ଯେତିକି ଟଙ୍କାରେ ବିଶ୍ୱର ନମ୍ବର ୱାନ୍ ଧନୀ ଏଲନ୍ ମସ୍କ ଟୁଇଟରକୁ କିଣିଛନ୍ତି, ସେତିକି ଟଙ୍କାରେ ଭାରତରେ ପ୍ରାୟ ୧୫୦ଟି ଏମସ୍ ହସ୍ପିଟାଲ ନିର୍ମାଣ ହୋଇପାରିବ । ତେବେ ଖାଲି ସେତିକି ନୁହେଁ, ଟୁଇଟରକୁ କିଣିଥିବା…

ହ୍ୱାଟସପ୍ ପେମେଣ୍ଟ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ଅର୍ଥ ନେଣଦେଣ ଉପରେ ମିଳିବ କ୍ୟାସବ୍ୟାକ

କନକ ବ୍ୟୁରୋ : ଦେଶରେ କୋଟି କୋଟି ଲୋକ ଏବେ ହ୍ୱାଟସପ ବ୍ୟବହାର କରୁଛନ୍ତି । ବାର୍ତ୍ତାର ଆଦାନ ପ୍ରଦାନ ପାଇଁ ଏବେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଆପ୍ ମଧ୍ୟରେ ହ୍ୱାଟସପ ସବୁଠାରୁ ଆଗରେ ରହିଛି । ଏହାର ସୁଯୋଗରେ କିଛିଦିନ ତଳେ ଗୁଗୁଲ ପେ ଓ ଫୋନ ପେ ଭଳି ହ୍ୱାଟସପ ବି ଅର୍ଥ ନେଣଦେଣ ପାଇଁ…

ନୀଳମାଧବ ପୀଠର ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ , ୧୮ ମାସରେ କାମ ସରିବ

କନକ ବ୍ୟୁରୋ: କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ୱିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି । ଏଥିନିମନ୍ତେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାମ ଶେଷ ହେବ । ସମ୍ୱନ୍ୱିତ ଐତିହ୍ୟ ଓ କୀର୍ତ୍ତିରାଜି…