Daily Archives

April 22, 2022

କ୍ରୋଧ ଉପରେ ନିୟନ୍ତ୍ରଣ ହରାଇଲେ ମାଇକ ଟାଇସନ, ବିମାନ ଭିତରେ ଯାତ୍ରୀଙ୍କୁ ମାରିଲେ ମୁଥ

କନକ ବ୍ୟୁରୋ : ଆମେରିକାର ପ୍ରସିଦ୍ଧ ମୁଷ୍ଟିଯୋଦ୍ଧା ମାଇକ ଟାଇସନଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଭିଡିଓରେ ଦେଖବାକୁ ମିଳିଛି କି ବିମାନ ଭିତରେ ଟାଇସନ ଜଣେ ଯାତ୍ରୀଙ୍କୁ ମୁଥ ପରେ ମୁଥ ମାରିଚାଲିଛନ୍ତି । ଭିଡିଓରେ ସ୍ପଷ୍ଟ ଦେଖାଯାଉଛି…

ଗ୍ରାଫାଇଟ୍ ବ୍ୟବସାୟୀଙ୍କ ଘରେ ସିବିଆଇ ରେଡ୍: ୟୁନିୟନ ବ୍ୟାଙ୍କରୁ ୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଚାଲିଛି ଚଢାଉ 

କନକ ବ୍ୟୁରୋ: ସମ୍ବଲପୁରରେ ଗ୍ରାଫାଇଟ୍ ବ୍ୟବସାୟୀଙ୍କ ସିବିଆଇ ରେଡ୍ । ସମ୍ବଲପୁର ୟୁନିୟନ୍ ବ୍ୟାଙ୍କରୁ ୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଚଢ଼ାଉ କଲା ସିବିଆଇ । ବାଲିବନ୍ଧାସ୍ଥିତ ନଟୱରଲାଲ୍ ଅଗ୍ରୱାଲଙ୍କ ବାସଭବନରେ ରେଡ୍ କରିଛି ସିବିଆଇ । ଠକେଇ ଅଭିଯୋଗ କରିଥିଲେ ବ୍ୟାଙ୍କର ରିଜିଓନାଲ୍ ଅଫିସ୍…

ମହାରାଷ୍ଟ୍ର କୃଷକ ଓଡିଶାରୁ ନେଲେ ଏମିତି ଚାରା, ଗୋଟିଏ ଏକର ଜମିରେ ଚାଷ କରି ହୋଇଗଲେ ମାଲାମାଲ

କନକ ବ୍ୟୁରୋ : ଓଡିଶାରେ ରହିଛି ଏକ ଏମିତି ଏକ ଫଳଗଛ ଯାହାକୁ ବାହାର ରାଜ୍ୟର ଚାଷୀମାନେ ନେଇ ଏବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ଲାଗିଛନ୍ତି । ବିଶ୍ୱାସ ନହେଉଥିଲେ ବି କଥାଟା ସତ । ମହାରାଷ୍ଟ୍ର ପୁଣେ ଜିଲ୍ଲା ଇନ୍ଦାପୁର ସ୍ଥିତ ସଫାରବାଡି ଗାଁର କୃଷକ ଲାଲଗେ ଏକ ପରୀକ୍ଷାମୂଳକ ଭାବେ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ପୁରୀରେ ହେବ ପଦଯାତ୍ରା : ୫ହଜାର ଲୋକଙ୍କୁ ନେଇ ସାମିଲ ହେବେ କହିଲେ ସୁର…

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ପୁରୀରେ ହେବ ପଦଯାତ୍ରା । ଆଗାମୀ ୨୭ରେ ଏହି ପଦଯାତ୍ରା କରିବାକୁ ପ୍ରସ୍ତୁତି ହୋଇଛି । ଏନେଇ ସୂଚନା ଦେଇଛନ୍ତି ବରିଷ୍ଟ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଜଗନ୍ନାଥ ପ୍ରେମୀମାନେ ଏକାଠି ହୋଇ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର…

ଭାରତର ଅଭ୍ୟର୍ଥନାରେ ଆତ୍ମହରା ବ୍ରିଟେନ ପ୍ରଧାନମନ୍ତ୍ରୀ : ଗୁଜରାଟରେ ସ୍ୱାଗତ ସମ୍ବର୍ଦ୍ଧନା ବେଳେ କହିଲେ ‘ମୋଦୀ…

କନକ ବ୍ୟୁରୋ : ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଭାରତରେ ତାଙ୍କୁ ଦିଆଯାଇଥିବା ଆତିଥ୍ୟକୁ ଖୁବ୍ ପ୍ରଶଂସା କରିଛନ୍ତି । ଏଭଳି ସ୍ୱାଗତରେ ଅଭିଭୂତ ହୋଇ ଜନସନ୍ ନିଜକୁ ସଚିନ୍ ତେନ୍ଦୁଲକର ଓ ଅମିତାଭ ବଚ୍ଚନଙ୍କ ଭଳି ଅନୁଭୂତ କରିଛନ୍ତି । ଆଜି ଜନସନ୍ ଭାରତ ଗସ୍ତରେ ତାଙ୍କ ଦ୍ୱିତୀୟ ବା…

ଋଣ ଖିଲାପି ମାମଲାରେ ୯୩୦ ଚାଷୀଙ୍କ ବିରୋଧରେ ଜାରିହେଲା ୱାରେଣ୍ଟ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲା ୟୁନିୟନ

କନକ ବ୍ୟୁରୋ : ଦେଶର ହଜାର ହଜାର କୋଟି ଟଙ୍କା ନେଇ ବ୍ୟବସାୟୀମାନେ ଫେରାର ହୋଇଯାଉଛନ୍ତି । ସେପଟେ ଦେଶର ହଜାର ହଜାର କୋଟି ଟଙ୍କାର ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ସରକାର ଶହ ଶହ କୋଟି ଟଙ୍କାର ଋଣ ଛାଡ କରୁଛନ୍ତି । ହେଲେ ନିଜର ପେଟ ପାଟଣା କୃଷି କ୍ଷେତ୍ରରେ ବିନିଯୋଗ କରିବାକୁ ବ୍ୟାଙ୍କରୁ…