Daily Archives

April 16, 2022

କୋଭିଡରେ ପ୍ରଭାବିତ ପାଠପଢ଼ା ଭରଣା ପାଇଁ କମିଲା ଖରା ଛୁଟି: ଏଥର ଜୁନ ୬ରୁ ୧୬ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ

କନକ ବ୍ୟୁରୋ: କରେନା ମହାମାରୀ ଯୋଗୁ ଦୁଇ ବର୍ଷ ପାଠପଢାରେ ହୋଇଥିବା ବ୍ୟାଘାତକୁ ଦୂର କରିବା ପାଇଁ ବଡ ନିଷ୍ପତି ନେଇଛି ଗଣଶିକ୍ଷା ବିଭାଗ । ଏଥର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଉପଯୋଗୀ ପନ୍ଥା ଗ୍ରହଣ କରାଯାଇଛି । -ମେ ପହିଲାରୁ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ - ପହିଲାରୁ ଜୁନ ୫ ଯାଏଁ…

ଗୁଗଲ କହୁଛି ମହାନଦୀ କାହାଣୀ: କଲମା ବ୍ୟାରେଜରେ ପାଣି ରୋକୁଛି ଛତିଶଗଡ 

କନକ ବ୍ୟୁରୋ: ଛତିଶଗଡ଼ ପଟ ମହାନଦୀରେ ପାଣି ଭର୍ତି, ଓଡ଼ିଶା ପଟ ଶୁଖିଲା । ଖରାଦିନ ଆରମ୍ଭରୁ ଏପରି ଦୃଶ୍ୟ ଚିନ୍ତା ବଢ଼ାଇ ଦେଇଛି । ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରିବା ପରେ ଓଡ଼ିଶାରେ ଶୁଖିଲା ପଡ଼ିଛି ନଦୀ ଶଯ୍ୟା । ସୋନପୁର ହେଉ କି ସମ୍ବଲପୁର, ମହାନଦୀରେ ପାଣିର ସ୍ଥିତି…

ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର: ୧୫ ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା

କନକ ବ୍ୟୁରୋ : ତାପମାତ୍ରା ବଢ଼ିବାରେ ଲାଗିଛି, ଜଳୁଛି ଓଡିଶା । ସୋନପୁର ହୋଇଛି ରାଜ୍ୟର ସବୁଠୁ ଉତପ୍ତ ସହର । ୪୩ଦଶମିକ ୫ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସୋନପୁର ରାଜ୍ୟରେ ଆଜି ସବୁଠାରୁ ଉତପ୍ତ ସହର ହୋଇଛି । ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବଲାଙ୍ଗୀର ୪୩,…

ସାଂପ୍ରଦାୟିକ ହିଂସା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଲେ ବିରୋଧୀ, ଜାଣନ୍ତୁ ମିଳିତ ଭାବେ କଣ…

କନକ ବ୍ୟୁରୋ : ଦେଶରେ ଗୋଟିଏ ପଟେ ମହଙ୍ଗାମାଡ ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି । ଇନ୍ଧନ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀର ଦର ଅଚାନକ ଆକାଶ ଛୁଆଁ ହେବାରେ ଲାଗିଛି । ଏନେଇ ନା ପ୍ରଧାନମନ୍ତ୍ରୀ ନା ବିଭାଗୀୟ ମନ୍ତ୍ରୀ କେହି ବି ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହୋଇଛନ୍ତି । ସେପଟେ…

ଜିଓ ଆଣିଲା ଏମିତି ଅଫର, ଏତେ ଟଙ୍କାରେ ରିଚାର୍ଜ କଲେ ମାଗଣା ମିଳିବ ଫୋନ

କନକ ବ୍ୟୁରୋ : ଦେଶର ସର୍ବ ବୃହତ ୪ଜି ଟେଲିକମ୍ କମ୍ପାନୀ ଜିଓ ସର୍ବଦା ତାର ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଅଫର ଦେଇଥାଏ । କମ ଦାମରେ ପ୍ରିପେଡ ପ୍ଲାନ ଠାରୁ ଆରମ୍ଭ କରି ଦୀର୍ଘକାଳୀନ ଭେଲିଡିଟି ପ୍ଲାନରେ ସବୁଠୁ ଆଗରେ ଜିଓ । ଏବେ ଜିଓ ଏମିତି ଏକ ରିଚାର୍ଜ ପ୍ଲାନ ଆଣିଛି ଯାହା ମାଧ୍ୟମରେ ଆପଣ…

ବିନା ଶିକ୍ଷକରେ ଚାଲିଛି ପ୍ରାଥମିକ ବିଦ୍ୟାଳୟ: ଗାଁ ଠାରୁ ୩ କଲୋମିଟର ଦୂର ନିଆଳି ହାଇସ୍କୁଲକୁ ଯିବାକୁ ଚାହୁଁନାହାନ୍ତି…

କନକ ବ୍ୟୁରୋ: ସରକାରୀ ବିଦ୍ୟାଳୟରେ ବେସରକାରୀ ଶିକ୍ଷକଙ୍କ ମାଗଣା ଶିକ୍ଷାଦାନ । ସରକାରଙ୍କ ଭୁଲ ନିଷ୍ପତି ପାଇଁ ୫ଟି ଶ୍ରେଣୀର ପିଲା ଶିକ୍ଷାଦାନରୁ ବଚିଂତ ହୋଇଥିବା ଅଭିଯୋଗ କରିଛନ୍ତି । ସରକାରୀ ନିୟମ ଅନୁଯାଇ ଗୋଟେ କିଲୋମିଟର ଭିତରେ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଶ୍ରଣ…