Daily Archives

April 16, 2022

୧୦ ବର୍ଷର ରଦି ଲୁହାଛଡ଼ରେ ଚାଲିଛି ଭୂତଳ ବ୍ରିଜ କାମ: ନିମ୍ନମାନର ନିର୍ମାଣକୁ ସ୍ଥାନୀୟ ଲୋକଙ୍କ ବିରୋଧ

କନକ ବ୍ୟୁରୋ: ଦେଶର ଚାରିଭାଗକୁ ସଡ଼କ ପଥରେ ଅତି ସହଜରେ ଯାତାୟତ ଏବଂ ମାଲ ପରିବହନ ପାଇଁ କେନ୍ଦ୍ର ସରକାର ସ୍ୱର୍ଣ୍ଣ ଚର୍ଚୁର୍ଭୂଜ ଯୋଜନା କରିଛନ୍ତି । କିନ୍ତୁ ନିର୍ମାଣ କରାଯାଇଥିବା ଜାତୀୟ ରାଜପଥର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠିଛି । କଳଙ୍କି ଲଗା ଲୁହା ରଡରେ ନିର୍ମାଣ ହେଉଛି ଭୂତଳ ବ୍ରିକ୍…

ଅଚଳ ପାନୀୟ ଜଳ ପ୍ରକଳ୍ପରେ ଚୁନ ମାରି ଲକ୍ଷ ଲକ୍ଷ ଟଙ୍କା ଲୁଟ୍: ମାଲକାନଗିରି ଏମଭି-୩ ଗାଁରୁ ଆସିଲା ସାଙ୍ଘାତିକ ଅଭିଯୋଗ

କନକ ବ୍ୟୁରୋ: ମାଲକାନଗିରି ସଦର ମହକୁମା ନିକଟସ୍ଥ ଏମଭି ୩ ଗାଁର ପାଇପ ଯୋଗେ ଜଳ ଯୋଗାଣ ପ୍ରକଳ୍ପଟି ଆରମ୍ଭରୁ ହିଁ ଅଚଳ ହୋଇରହିଛି । ତେବେ ପଂଚାୟତ ନିର୍ବାଚନ ପୂର୍ବରୁ ଲୋକଙ୍କୁ ଭୁଆଁ ବୁଲାଇ ଅଚଳ ପ୍ରକଳ୍ପରେ ରଙ୍ଗ ମାରି ୨ ଲକ୍ଷରୁ ଅଧିକ ଟଙ୍କା ମିଳିମିଶି ଲୁଟି ନେଇଛନ୍ତି ଅଧିକାରୀ,…

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପୁଟିନଙ୍କ ବଡ ନିଷ୍ପତ୍ତି, ବ୍ରିଟେନ ଉପରେ ଲଗାଇଲେ ଏହି ପ୍ରତିବନ୍ଧକ

କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ଚରମ ସୀମାରେ ପହଂଚିଛି । ଦୀର୍ଘ ୫୦ ଦିନର ଯୁଦ୍ଧ ମଧ୍ୟରେ ଛାରଖାର ହୋଇଯାଇଛି ୟୁକ୍ରେନ । ୟୁକ୍ରେନ ଉପରେ ପ୍ରତିଶୋଧ ନେବାକୁ ଯାଇ ଏବେ ଅନ୍ୟ ପଡୋସୀ ଦେଶଙ୍କ ଉପରେ ବି ପ୍ରତିଶୋଧ ନେବା ଆରମ୍ଭ କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର…

କୋଭିଡ ପାଇଁ ପାଠପଢା ପ୍ରଭାବିତ ହେଲା, ଖରାଛୁଟି କମିଲା । ଏଥର ଜୁନ ୬ରୁ ୧୬ ଖରାଛୁଟି । ମେ ପହିଲାରୁ ଆରମ୍ଭ ହେବ ନୂତନ…

କନକ ବ୍ୟୁରୋ: ଏଥର ସ୍କୁଲ ପିଲାଙ୍କୁ ମିଳିବ ମାତ୍ର ୧୦ ଦିନର ଖରା ଛୁଟି । ଜୁନ୍ ୬ ତାରିଖରୁ ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମକାଳୀନ ଛୁଟି ପ୍ରଦାନ କରାଯିବ । କରୋନା ମହାମାରୀ ଯୋଗୁ ଦୁଇ ବର୍ଷ ପାଠପଢାରେ ହୋଇଥିବା ବ୍ୟାଘାତକୁ ଦୂର କରିବା ପାଇଁ ଏପରି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ…

ପାଣି ଅଟକାଇଛି ଛତିଶଗଡ, ଶୁଖିଲା ପଡିଛି ଓଡିଶାର ମହାନଦୀ । କେମିତି ଶୁଖିଲା ପଡିଛି ମହାନଦୀ ? ଗୁଗୁଲ ମ୍ୟାପରୁ ଆସିଲା…

କନକ ବ୍ୟୁରୋ: ମହାନଦୀ ଉପର ମୁଣ୍ଡରେ କଲମା ବ୍ୟାରେଜ ନିର୍ମାଣ କରି ପାଣିକୁ ଅଟକାଇ ରଖିବା ଫଳରେ ଓଡ଼ିଶାରେ କେମିତି ଶୁଖିଲା ପଡ଼ିଛି ନଦୀ ଶଯ୍ୟା , ଗୁଗୁଲ ମ୍ୟାପରୁ ତାହା ଜଣାପଡ଼ୁଛି । ଏପଟେ ମହାନଦୀକୁ ନେଇ ନୂଆଚାଲ ଖେଳୁଛି  ଛତିଶଗଡ଼ । ମହାନଦୀକୁ ନେଇ ଓଡ଼ିଶା–ଛତିଶଗଡ଼ ମଧ୍ୟରେ ବିବାଦ ସମସ୍ତଙ୍କୁ…

ଭୁବନେଶ୍ୱର ଲିଙ୍ଗିପୁର ଏଟିଏମ୍ ଲୁଟେରା ରହୁଥିବା ହୋଟେଲ ଓ ଲଜରେ ତନାଘନା । ଗେଷ୍ଟ ହାଉସ ମାଲିକ ଓ ମ୍ୟାନେଜର ଅଟକ

କନକ ବ୍ୟୁରୋ : ଏଟିଏମ ଲୁଟ୍ ଘଟଣାରେ ଗିରଫ ହେଲା ୨ ଅଭିଯୁକ୍ତ । ବାଙ୍ଗଲୋରରୁ ଏହି ଗ୍ୟାଙ୍ଗର ୨ ସଦସ୍ୟଙ୍କୁ ଗିରଫ କରାଯାଇଛି । ଏନେଇ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଗତ ୪ ତାରିଖରେ ଭୁବନେଶ୍ୱର ଇନ୍ଦିରା କଲୋନୀରେ ଥିବା ଏଟିଏମକୁ ତାଡି…