Daily Archives

April 1, 2022

ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବାକୁ ଭାରତ ସାଜିପାରେ ମଧ୍ୟସ୍ଥି । ଋଷ ମନ୍ତ୍ରୀଙ୍କ ବୟାନ ବଢାଇଲା ଚର୍ଚ୍ଚା ।

କନକ ବ୍ୟୁରୋ : ଋଷର ବୈଦଶିକ ମନ୍ତ୍ରୀ ଭାରତ ଗସ୍ତରେ ଆସି ବଡ ବୟାନ ଦେଇଛନ୍ତି । ୟୁକ୍ରେନର ବୈଦଶିକ ମନ୍ତ୍ରୀ ସଗ୍ରଇ ଲାବରୋଭ କହିଛନ୍ତି, ୟୁକ୍ରେନ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରାମ ଲଗାଇବାକୁ ଭାରତ ମଧ୍ୟସ୍ଥତା ଭୂମିକାରେ ନଜର ଆସିପାରେ । କାରଣ ଏବେ ସୁଦ୍ଧା ଉଭୟ ଦେଶ ମଧ୍ୟରେ…

ସତ ସ୍ୱୀକାର କଲେ ଶର୍ମିଷ୍ଠା । ପଢନ୍ତୁ, କ୍ରାଇମବ୍ରାଞ୍ଚକୁ କଣ କହିଲେ…

କନକ ବ୍ୟୁରୋ: ସତ ସ୍ୱୀକାର କଲେ ଶର୍ମିଷ୍ଠା । କ୍ରାଇମବ୍ରାଞ୍ଚର ଜେରାରେ ହତ୍ୟାକାଣ୍ଡର କାହାଣୀ କହିଛନ୍ତି କ୍ୟାମେରାମ୍ୟାନ୍ ମାନସ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ । କହିଛନ୍ତି, ଫେବୃଆରୀ ୭ ତାରିଖ ସକାଳେ ମାନସଙ୍କୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାସପୁର ନିକଟରୁ ଅପହରଣ…

ବିଜେପି ଛାଡିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । କହିଲେ, ଲୋକଙ୍କ ସହ ରହି ବିକାଶ ଦିଗରେ କାମ କରିବି ।

କନକ ବ୍ୟୁରୋ: ବିଜେପି ଛାଡିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । ଇସ୍ତଫା ନେଇ ସେ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ସେ ଲୋକଙ୍କ ସହ ରହି ଅଞ୍ଚଳର ବିକାଶ ଦିଗରେ କାମ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି । କିଛି ଦିନ ଧରି ସ୍ୱତନ୍ତ୍ର କେନ୍ଦ୍ର ଶାସିତ ରାଜ୍ୟ ଘୋଷଣା ଦାବି…

ଫସଫରସ ବମ । ଶୋଷି ନେଇଯାଏ ଅମ୍ଲଜାନ, ଯେତେବେଳ ଯାଏଁ ଶେଷ ହୋଇନଥାଏ, ସେତେବେଳ ଯାଏଁ ତାଣ୍ଡବ ରଚିଥାଏ ।

କନକ ବ୍ୟୁରୋ : ଋଷ-ୟୁକ୍ରେନ ଯୁଦ୍ଧ ଏବେ ବି ଜାରି ରହିଛି । ଆଉ ୟୁକ୍ରେନକୁ ଦଖଲ କରିବାକୁ ଋଷ ନିଜ ଆକ୍ରମଣକୁ ଆହୁରି ପ୍ରଚଣ୍ଡ କରିଛି । ଏହିକ୍ରମରେ ୟୁକ୍ରେନର ୩ ସହରରେ ଫସଫରସ ବୋମା ପକାଇଛି ଋଷ । ଯାହାଦ୍ୱାରା ୟୁକ୍ରେନର ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ପିଲାଙ୍କ ଠାରୁ ବୃଦ୍ଧ କେହି…

ଏବେ ବି ସିଏସକେର ବଡ ନିଷ୍ପତ୍ତି ନେଉଛନ୍ତି ଧୋନୀ । ଲକ୍ଷ୍ନୌଠୁ ମ୍ୟାଚ୍ ହାରିବା ପରେ ଜାଡେଜା କହିଲେ ଏମିତି…

କନକ ବ୍ୟୁରୋ: ଆଇପିଏଲ୍ ୨୦୨୨ର ୭ମ ମୁକାବିଲାରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସଠାରୁ ଶୋଚନୀୟ ପରାଜୟ ବରଣ କରିଛି ଚେନ୍ନାଇ ସୁପର କିଙ୍ଗସ୍ । ଚଳିତ ଆଇପିଏଲରେ ସିଏସକେର ଏହା ଲଗାତାର ଦ୍ୱିତୀୟ ପରାଜୟ । ତେବେ ଗୋଟିଏ ଚାମ୍ପିୟନ୍ ଦଳ ହୋଇଥିଲେ ବି ସିଏସକେର ଏମିତି ପ୍ରଦର୍ଶନ ପରେ ଏବେ ଏହାକୁ ନେଇ…

ରଣପୁରରେ ଶର୍ମିଷ୍ଠାଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ: ମାନସଙ୍କୁ ହତ୍ୟା ପରେ କେମିତି ପୋତାଯାଇଥିଲା ଅଭିଯୁକ୍ତ…

କନକ ବ୍ୟୁରୋ: ଭୁବନେଶ୍ୱରରୁ ଶର୍ମିଷ୍ଠାଙ୍କୁ ରଣପୁର ନେଲା କ୍ରାଇମବ୍ରାଞ୍ଚ । ରଣପୁରଞ୍ଚଳରେ ମୃତଦେହ ପୋତା ଯାଇଥିବା ସ୍ଥାନକୁ ଶର୍ମିଷ୍ଠାଙ୍କୁ ନିଆଗଲା । ମାନସଙ୍କୁ କେମିତି ପୋତି ଯାଇଥିଲା ଡେମୋ ଦେଖାଇଲା ଶର୍ମିଷ୍ଠା । କେବଳ ଶର୍ମିଷ୍ଠାଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କଲା…