Daily Archives

April 1, 2022

ଅଧା ରାସ୍ତାରେ ଅଟକିଲା ୟୁପି ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ । ନିଜେ ଅଟକିଲେ, ଆମ୍ବୁଲାନ୍ସ ପାଇଁ ବାଟ ଛାଡିଲେ । 

କନକ ବ୍ୟୁରୋ: ମାନବିକତାର ପରିଚୟ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆମ୍ବୁଲାନ୍ସ ପାଇଁ ଅଟକିଲା ୟୁପି ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ । ଶୁକ୍ରବାର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯାହା କରିଛନ୍ତି, ତା ପରେ ଏବେ ସବୁଠି ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅସଲ…

ପ୍ରତିଶ୍ରୁତି ପାଳନ କଲେ ମହିଳା ସରପଂଚ: ଗାଁକୁ ଗାଁ ବୁଲି ବାଂଟିଲେ ପାଣି

କନକ ବ୍ୟୁରୋ: ନିର୍ବାଚନ ପୁର୍ବରୁ ପ୍ରତିଶୃତି ଦେଇଥିଲେ । ଜିତିଲା ପରେ ପାଳନ କରୁଛନ୍ତି । କଥା ଦେଇ କଥା ରଖିଲେ ମହିଳା ସରପଂଚ ।ଗାଁ ଗାଁ କୁ ବୁଲି ଘର ଘର କୁ ଡ଼ାକି ପାଣି ଯୋଗାଉଛନ୍ତି । ଗାଁ ଲୋକ ମଧ୍ୟ ମହିଳା ସରପଚଂ ଙ୍କ ଏହି ବଦାନ୍ୟତାକୁ ନେଇ ପ୍ରଶଂସା କରୁଛନ୍ତି । ଗାଁ ଗାଁ ବୁଲି ପାଣି…

ଭାରତ ଯାହା ଚାହିଁବ ତାହା ଦେବାକୁ ଆମେ ପ୍ରସ୍ତୁତ । ଆମେରିକାର ଚେତାବନୀ ଭିତରେ ଭାରତକୁ ଋଷ ଦେଲା ବଡ ଅଫର ।

କନକ ବ୍ୟୁରୋ : ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଭାରତ ଏଯାବତ କୌଣସି ଦେଶ ସମର୍ଥନରେ ବାହାରି ନାହିଁ । ଆଲୋଚନା ମାଧ୍ୟମରେ ଶାନ୍ତି ଫେରାଇବା ଉପରେ ଭାରତ ଜୋର ଦେଉଛି । ଆଉ ଏସବୁ ଭିତରେ ଋଷର ବୈଦଶିକ ମନ୍ତ୍ରୀ ଏବେ ଭାରତ ଗସ୍ତରେ ଆସିଛନ୍ତି । ଋଷର ବୈଦଶିକ ମନ୍ତ୍ରୀ ଭାରତର ବିଦେଶ ନୀତିକୁ ବାରମ୍ବାର…

ଲାଲଗଡ଼କୁ ଦଖଲ କଲେ ବିଏସଏଫ ଯବାନ: ମାଓବାଦୀଙ୍କ ଶେଷଗଡରେ ପହଂଚିଛି ବିଏସଏଫ ଯବାନଙ୍କ କ୍ୟାମ୍ପ

କନକ ବ୍ୟୁରୋ: ଯବାନଙ୍କ ବକ୍ଜାରେ ପୁରା ସ୍ୱାଭିମାନ ଅଂଚଳକ । ଦିନେ ଯେଉଁଠି ମାଓ ଆତଙ୍କ ଯୋଗୁ ଜୀବନ ଜିଇଁବା କଷ୍ଟକର ହୋଇ ପଡିଥିଲା, ଗୁଳି ବନ୍ଧୁକ ଓ ଲ୍ୟାଣ୍ଡମାଇନର ଗର୍ଜନରେ ସମଗ୍ର ଅଂଚଳ ଥରି ଉଠୁଥିଲା, ସେଇ ମାଓବାଦୀଙ୍କ ଚରାଭୁଇଁରେ ଏବେ ବିଏସଏଫ ଯବାନଙ୍କ ପ୍ରହରା । ଅତି ମାଓ ପ୍ରବଣ…

ଶାଶୁ-ବୋହୂ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ: ଘରୋଇ କଳିକୁ ନେଇ ଖୁଡି ଓ ଜେଜେମାଆର ଗଳାକାଟି ହତ୍ୟା କରିଛି…

କନକ ବ୍ୟୁରୋ: ଖୁଡ଼ୀ ଓ ଜେଜେମାଆକୁ କେମିତି ହତ୍ୟା କରିଥିଲା ,ଡ଼େମୋ ଦେଖାଇଛି ଅଭିଯୁକ୍ତ । କେଉଁ ଦୋକାନରୁ ଛୁରୀ କିଣି କିପରି ହତ୍ୟା କରିଥିଲା ସେସବୁକୁ ଅଭିଯୁକ୍ତ ସ୍ୱୀକାର କରିଛି । ଗତକାଲି ଘଟିଥିବା ବଲାଙ୍ଗିର ତୁଷରା ଡ଼ବଲ ମର୍ଡ଼ର ଘଟଣାରେ ଅଭିଯୁକ୍ତ ଜଗନ୍ନାଥ ମେହେରକୁ ଗିରଫ କରାଯାଇଛିା…

ହଷ୍ଟେଲ ଛାତରୁ ପଡି ଛାତ୍ରୀଙ୍କ ମୃତ୍ୟୁ । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ ।

କନକ ବ୍ୟୁରୋ : ହଷ୍ଟେଲ ଛାତରୁ ପଡ଼ି ଛାତ୍ରୀଙ୍କ ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା ପଟୁଆଡିହିର ଏକ ସ୍କୁଲ ହଷ୍ଟେଲ ଛାତରୁ ପଡ଼ି ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଛାତ୍ରୀ ଜଣକ ଦଶମ ଶ୍ରେଣୀରେ ପାଠ ପଢ଼ୁଥିଲେ । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଅନ୍ୟପକ୍ଷରେ ଏହା ଏକ ଦୁର୍ଘଟଣା ବୋଲି କହିଛନ୍ତି…