ରଣପୁରରେ ଶର୍ମିଷ୍ଠାଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ: ମାନସଙ୍କୁ ହତ୍ୟା ପରେ କେମିତି ପୋତାଯାଇଥିଲା ଅଭିଯୁକ୍ତ ଦେଖାଇଲା ଡେମୋ

135

କନକ ବ୍ୟୁରୋ: ଭୁବନେଶ୍ୱରରୁ ଶର୍ମିଷ୍ଠାଙ୍କୁ ରଣପୁର ନେଲା କ୍ରାଇମବ୍ରାଞ୍ଚ । ରଣପୁରଞ୍ଚଳରେ ମୃତଦେହ ପୋତା ଯାଇଥିବା ସ୍ଥାନକୁ ଶର୍ମିଷ୍ଠାଙ୍କୁ ନିଆଗଲା । ମାନସଙ୍କୁ କେମିତି ପୋତି ଯାଇଥିଲା ଡେମୋ ଦେଖାଇଲା ଶର୍ମିଷ୍ଠା । କେବଳ ଶର୍ମିଷ୍ଠାଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କଲା କ୍ରାଇମବ୍ରାଞ୍ଚ । ଚାନ୍ଦବାଲି, ଭୁବନେଶ୍ୱର ପରେ ଏବେ ରଣପୁରରେ ସିନ ରିକ୍ରିଏସନ କଲା ଶର୍ମିଷ୍ଠା ।