Daily Archives

March 20, 2022

କନ୍ଧମାଳର ଡାମେରିକିଆ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ: ଆଖପାଖର ୬ଟି ପାହାଡରେ ଲାଗିଛି ନିଆଁ

କନକ ବ୍ୟୁରୋ: ଖରାଦିନ ଆରମ୍ଭ ନହେଉଣୁ ଜଙ୍ଗଲରେନିଆଁ ଲାଗିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଜଙ୍ଗଲ ଡିଭିଜନର ଡାମେରିକିଆ ଜଙ୍ଗଲ ଜଳୁଛି । ଦିନ ରାତି ଦ୍ରୁତ ଗତିରେ ନିଆଁ ଜଙ୍ଗଲରେ ବ୍ୟାପୁଥିବାରୁ ବହୁ ମୂଲ୍ୟବାନ ପୋଡି ନଷ୍ଟ ହୋଇଛି । ସେପଟେ ଜଙ୍ଗଲ ଜଳୁଥିବାରୁ ଭୟଭୀତ ହୋଇଛନ୍ତି ଜୀବଜନ୍ତୁ ।…

ବଲାଙ୍ଗୀରରେ କିଏ କରିବ ବାଜିମାତ? ବିଜେଡି, ବିଜେପି ନା କଂଗ୍ରେସ ? ଦଖଲ ପାଇଁ ତିନି ଦଳର କସରତ

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନରେ ବିଜେଡି ବାଜିମାତ କରିବା ପରେ ବଲାଙ୍ଗୀର ପୌର ପରିଷଦ ଦଖଲ କରିବା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ସବୁ ବଳ ଲଗାଇ ଦେଇଛନ୍ତି । ପୂର୍ବରୁ ତିନି ତିନି ଥର ବଲାଙ୍ଗୀର ପୌର ପରିଷଦ ବିଜେଡି ଦଖଲରେ ଥିବାରୁ ଏଥର ବି କ୍ଷମତା ବଜାୟ ରଖିବା ଲକ୍ଷ୍ୟରେ ରହିଛି ।…

ପୁଣି ସୁପରସୋନିକ ମିଜାଇଲ ଆକ୍ରମଣ କଲା ରୁଷ । ଛାରଖାର ହୋଇଗଲା ୟୁକ୍ରେନର ତୈଳ ଭଣ୍ଡାର

କନକ ବ୍ୟୁରୋ: ୟୁକ୍ରେନ-ରୁଷ ଯୁଦ୍ଧର ୨୫ ଦିନରେ ଘନ ଘନ ବୋମାମାଡ ଓ ମିଜାଇଲ ଆକ୍ରମଣ କରୁଛନ୍ତି ପୁଟିନ ସେନା । ରବିବାର ୟୁକ୍ରେନର ଦକ୍ଷିଣରେ ଥିବା ମାଇକୋଲାଇଭ ଅଞ୍ଚଳର ସୁପରସୋନିକ ମିଜାଇଲ ମାଡ କରି ତୈଳ ଭଣ୍ଡାରକୁ ଛାର ଖାର କରିଦେଇଛି । ବ୍ଲାକ ସିିରୁ ସୁପରସୋନିକ ମିଜାଇଲ ମିଜାଇଲ ମାଡରେ…

ସୂଚନା ଅଧିକାର ପରିସରରେ ଘରୋଇ ସ୍କୁଲ! ସରକାରୀ ସୁବିଧା ନେଇଥିଲେ ଦେବାକୁ ପଡ଼ିବ ସୂଚନା

କନକ ବ୍ୟୁରୋ: ଘରୋଇ ସ୍କୁଲର ଫି-ଷ୍ଟ୍ରକଚର କଣ ରହିଛି? କେତେ ଶିକ୍ଷକ ଅଛନ୍ତି ଏବଂ କେତେ ଦରମା ନେଉଛନ୍ତି? ଆଡମିସନ, ରି-ଆଡମିସନ ଫି କେତେ ନେଉଛି ସ୍କୁଲ? ସ୍କୁଲର ପାଣ୍ଠି କେତେ, କେଉଁଠି କେଉଁଠି ଖର୍ଚ୍ଚ ହେଉଛି? ସୂଚନା ଅଧିକାର ଆଇନ ଅନୁଯାୟୀ ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ହେବ, ଯଦି…

ପଞ୍ଚାୟତରୁ ପୌର ନିର୍ବାଚନ । ହେଲେ ଥମୁନି ରାଜନୈତିକ ହିଂସାକାଣ୍ଡ । ଜୟପୁରରେ ଗୁଳି, ଢେଙ୍କାନାଳରେ ବୀଭତ୍ସ ହତ୍ୟା

କନକ ବ୍ୟୁରୋ: ପୌର ନିର୍ବାଚନ ପାଇଁ ପ୍ରଚାର ସରଗରମ ଥିବାବେଳେ, କୋରାପୁଟ ଜୟପୁରରେ ନିର୍ବାଚନୀ ହିଂସାକାଣ୍ଡର ଅଭିଯୋଗ ହୋଇଛି । ଜଣେ କଂଗ୍ରେସ କର୍ମୀଙ୍କୁ କିଛି ଦୁର୍ବୃତ୍ତ ଉଠାଇ ନେଇ ହାତୁଡିରେ ପିଟିବା ପରେ ଗୁଳିମାରି ଫେରାର ହୋଇଯାଇଛନ୍ତି । ଗୁଳି ମାରିଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ…

ସାରା ଓଡିଶାରେ ପାଳନ ହେଲା ବିଶ୍ୱ ପଖାଳ ଦିବସ । ପଖାଳ ଖାଇ, ପଖାଳ ଦିବସ ପାଳନ କଲେ ନେତା, ଜନତା

କନକ ବ୍ୟୁରୋ: ବିଶ୍ୱ ପଖାଳ ଦିବସ ପାଳନ କରିଛି ସାରା ଓଡିଶା । ଓଡିଆଙ୍କ ପାରମ୍ପରିକ ଓ ପ୍ରିୟ ଖାଦ୍ୟ ପଖାଳ । ପଖାଳ ଦିବସରେ ନେତା, ଜନତା ସମସ୍ତେ ସୁସ୍ୱାଦୁ ବ୍ୟଞ୍ଜନ ସହ ପଖାଳର ମଜା ନେଉଥିବା ଦେଖିବାକୁ ମିଳିଛି । ପଖାଳ କଂସା, ଚାରିପାଖେ ସୁସ୍ୱାଦୁ ବ୍ୟଞ୍ଜନ ସହ ବିଶ୍ୱ ପଖାଳ ଦିବସ ପାଳନ…