Daily Archives

February 15, 2022

ପୁଣି ବଢିଲା ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆଙ୍କ ଅଡୁଆ । ୨୦୦ ଭୋଟ ପାଇଁ ୪ ଲକ୍ଷ ଟଙ୍କା ଦେଇଥିବା କହିଲେ ମନ୍ଦିର…

କନକ ବ୍ୟୁରୋ: ବଲାଙ୍ଗୀର ବିଲେଇସର୍ଡା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆଙ୍କ ଅଡୁଆ ବଢିଛି । ୨ଶହ ଭୋଟ୍ ପାଇଁ ୪ଲକ୍ଷ ଟଙ୍କାର କାରବାର ହୋଇଥିବା ମିଳିଛି ପ୍ରମାଣ । ଘଟଣାରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ରାଜ୍ୟ ନିର୍ବାଚନ କମିଶନଙ୍କ…

ଭୁବନେଶ୍ୱରରୁ ଇଞ୍ଜିନିୟରିଂ ଛାତ୍ର ନିଖୋଜ ମାମଲାର ନାଟକୀୟ ଅନ୍ତ । ଜମତରା ଗ୍ୟାଙ୍ଗ ସହ ଲିଙ୍କ ଥିବାରୁ ମାରିଥିଲେ…

କନକ ବ୍ୟୁରୋ : କିଛି ଦିନ ତଳେ ଭୁବନେଶ୍ୱରରେ ୪ଜଣ ଇଞ୍ଜିନିୟରିଂ ଛାତ୍ର ନିଖୋଜ ହୋଇଯିବା ନେଇ ଥାନାରେ ତାଙ୍କ ପରିବାର ଲୋକେ ରିପୋର୍ଟ କରିଥିଲେ । ଏହି ଖବର ମଧ୍ୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଅନେକ ସନ୍ଦେହ କରୁଥିଲେ, ବୋଧହୁଏ ସେମାନେ କୌଣସି ସମସ୍ୟାରେ ପଡିଯାଇଛନ୍ତି । କିନ୍ତୁ ଆଜି…

ପୋଲିସରେ ଚାକିରି କରି ଚୋରଙ୍କ ଭଳି ସମ୍ପତି ଠୁଳ କରୁଥିଲେ ତ୍ରିନାଥ ମିଶ୍ର । ଭିଜିଲାନ୍ସ ଚଢ଼ାଉବେଳେ ଠାବ ହେଲା କୋଟି…

କନକ ବ୍ୟୁରୋ: ସୁନ୍ଦରଗଡର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଦୁର୍ନୀତି ପଦାକୁ ଆସିବା ପରେ ଆଜି ପୁଣି ଆଉ ଜଣେ ବଡ ବଡିଆ ସରକାରୀ ଅଧିକାରୀଙ୍କ ଦୁର୍ନୀତି କଥା ଆଗକୁ ଆସିଛି । ସେ ହେଉଛନ୍ତି ଜଣେ ପୋଲିସ ବାବୁ, ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ସେ ପୋଲିସ ଚାକିରି କରୁଥିଲେ…

ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଦାଣ୍ଡରେ ଅଭିନେତା ଓ ଅଭିନେତ୍ରୀ । ବିଜେଡି ପାଇଁ ଆକାସ, ବିଜେପି ପାଇଁ ଶ୍ରୀତମ,…

କନକ ବ୍ୟୁରୋ: ଗାଁ ଦାଣ୍ଡରେ ବଡ ବଡ ଷ୍ଟାର । ପଞ୍ଚାୟତ ପାଇଁ ପ୍ରଚାରରେ ଗାଁ ଗାଁରେ ପହଞ୍ଚିିଛନ୍ତି ନେତା ଓ ଅଭିନେତା । ବିଜେଡି ପାଇଁ ଆକାସ ଦାସନାୟକ ପ୍ରଚାର କରୁଥିବା ବେଳେ ବିଜେପି ପାଇଁ ପ୍ରଚାର କରିଛନ୍ତି ଶ୍ରୀତମ ଦାସ, ଅଶ୍ରୁମୋଚନ ଓ ପିଙ୍କି । ଶ୍ରୀତମ, ଅଶ୍ରୁମୋଚନ, ପିଙ୍କି, ଆକାଶ…

ଟଳିଲା ବିଶ୍ୱଯୁଦ୍ଧର ଭୟ । ୟୁକ୍ରେନ ସୀମାରୁ ସେନା ପ୍ରତ୍ୟାହାର ଆରମ୍ଭ କଲା ଋଷ ।

କନକ ବ୍ୟୁରୋ : କିଛି ଦିନ ଧରି ଆଶା ଆଶଙ୍କା ଘେରରେ ରହିଥିବା ସମଗ୍ର ବିଶ୍ୱକୁ ମିଳିଛି ଆଶ୍ୱସ୍ତି । ୟୁକ୍ରେନ ଉପରେ ଋଷ ଆକ୍ରମଣ କଲେ ବଡ ଯୁଦ୍ଧ ଆଶଙ୍କାରେ ନୂଆ ମୋଡ ଆସିଛି । ଏବେ ଟଳିଛି ବିଶ୍ୱଯୁଦ୍ଧର ଭୟ । କାରଣ ୟୁକ୍ରେନ ସୀମାରୁ ସେନା ଅପସାରଣ ଆରମ୍ଭ କରିଛି ଋଷିଆ । ଋଷିଆର ଏହି ଘୋଷଣା…

ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ଭୋଟ୍ । ବଡ ନେତାଙ୍କ ଭାଗ୍ୟ ପରୀକ୍ଷା କରିବେ ଜନତା

କନକ ବ୍ୟୁରୋ: ରାତି ପାହିଲେ ନିର୍ବାଚନ । ସମସ୍ତ ୩୦ ଜିଲ୍ଲାର ୭୧ଟି ବ୍ଲକରେ ଭୋଟ୍ ପଡିବ । ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୁଲିଂ ଅଧିକାରୀମାନେ ଗନ୍ତବ୍ୟସ୍ଥଳରେ ପହଞ୍ଚିଯାଇଛନ୍ତି । ଏପଟେ ବିଭିନ୍ନ ସ୍ଥାନରେ ଗାଁ ଗାଁରେ ଲୋକେ ପହରା…