Daily Archives

February 15, 2022

ପୁଣି ବଲାଙ୍ଗୀରରେ ନେତାଙ୍କୁ ବିରୋଧ । ପ୍ରଚାର କରି ନପାରି ଫେରିଗଲେ କଳିକେଶ

କନକ ବ୍ୟୁରୋ: ଏଥର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ବେଳେ ବିରୋଧର ଦୃଶ୍ୟ ସାମ୍ନାକୁ ଆସିଛି । ଏହି କ୍ରମରେ ପୁଣି ବଲାଙ୍ଗୀରରୁ କଳିକେଶ ନାରାୟଣ ସିଂଦେଓଙ୍କୁ ବିରୋଧ କରିଛନ୍ତି ଲୋକେ ଏବଂ ପ୍ରଚାର ନକରିପାରି ସେ ଫେରିଆସିଛନ୍ତି । ଗାଁ ଦାଣ୍ଡରେ ଗୋଟିଏ ପଟେ ରାଜନୈତିକ ଦଳର ନେତା ଓ କର୍ମୀ,…

ଜେଲରୁ ମୁକୁଳିିଲେ ଲଖିମପୁର ଖେରି ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା । ୧୨୯ ଦିନ ପରେ ମିଳିଲା ଜାମିନ୍ ।

କନକ ବ୍ୟୁରୋ: ଲଖିମପୁର ଖେରି ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ଆଜି ୧୨୯ ଦିନ ପରେ ଜେଲରୁ ମୁକୁଳିଛନ୍ତି । ତେବେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଗତ ଗୁରୁବାର ଦିନ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିଲେ । ଏହାପରେ ଆଜି ତାଙ୍କୁ ଜେଲରୁ…

ବଦଳିଲା ଶ୍ରୀଲଙ୍କା ବିପକ୍ଷ ସିରିଜର ମ୍ୟାଚସୂଚୀ: ଏବେ ମୋହାଲିରେ ୧୦୦ତମ ଟେଷ୍ଟ ଖେଳିବେ ବିରାଟ

କନକ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ଘରୋଇ ସିରିଜରେ ପରିବର୍ତ୍ତନ କରିଛି ବିସିସିଆଇ । ଏବେ ନୂଆ ମ୍ୟାଚ ସୂଚୀ ଅନୁଯାୟୀ ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମେ ଟେଷ୍ଟ ମ୍ୟାଚ ନୁହେଁ, ପ୍ରଥମେ ଟି-୨୦ ମ୍ୟାଚ ଖେଳାଯିବ । ଆଉ ଏହି ମ୍ୟାଚ ଲକ୍ଷ୍ନୌର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏହି…

ଓୱେସି ମୋର ପୁରୁଣା ବନ୍ଧୁ, ପ୍ରଭୁ ଶ୍ରୀରାମଙ୍କର ବଂଶଜ । ଜାଣନ୍ତୁ ଓୱେସିଙ୍କୁ ନେଇ କିଏ ଓ କାହିଁକି ଏମିତି କହିଲେ?

କନକ ବ୍ୟୁରୋ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆଗକୁ ଆହୁରି ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଏବେ ରାଜନୈତିକ ବୟାନବାଜି ଜୋର ଧରିଛି । ଆଉ ଏସବୁ ଭିତରେ ଅସଦୁଦ୍ଦିନ ଓୱେସିଙ୍କୁ ନେଇ ବଡ ବୟାନ ଦେଇଛନ୍ତି ବିଜେପି ନେତା ।…

ନିଖୋଜ ହୋଇଥିବା ୩ଇଞ୍ଜିନିୟରିଂ ଛାତ୍ରଙ୍କୁ ନେଇ ମିଳିଲା ଚମକାଇ ଦେଲା ଭଳି ତଥ୍ୟ: ଝାଡଖଣ୍ଡର ଜାମତାରା ଗ୍ୟାଙ୍ଗ ସହ…

କନକ ବ୍ୟୁରୋ: ଭୁବଶ୍ୱେରରୁ ନିଖୋଜ ହୋଇଥିବା ୩ଇଞ୍ଜିନିୟରିଂ ଛାତ୍ରଙ୍କୁ ନେଇ ମିଳିଲା ଚମକାଇ ଦେଲା ଭଳି ତଥ୍ୟ । ଝାଡଖଣ୍ଡର ସାଇବର ଗ୍ୟାଙ୍ଗ ଜାମତାରା ସହ ତାଙ୍କର ଲିଙ୍କ ଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି । ଏମାନଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ସମ୍ବଲପୁର ଅଇଁଠାପାଲି ଥାନା ପୋଲିସ ।…

ମାଟି ତଳୁ ମିଳିଲା ପୁରୁଣା ମନ୍ଦିର: ଲିଙ୍ଗରାଜ ମନ୍ଦିର ନିକଟରେ ମାଟି ତଳୁ ମିଳିଲା ଆଉ ଏକ ମନ୍ଦିରର ସନ୍ଧାନ

କନକ ବ୍ୟୁରୋ: ମାଟି ତଳୁ ମିଳିଲା ମନ୍ଦିର । ଲିଙ୍ଗରାଜ ମନ୍ଦିର ନିକଟରେ ବହୁ ପୁରାତନ ମନ୍ଦିରର ସନ୍ଧାନ ମିଳିଛି । ୧୫ଫୁଟ ତଳୁ ଏହି ମନ୍ଦିରର ସନ୍ଧାନ ମିଳିଛି । ଭବାନୀଶଙ୍କର ଓ ଶୁକ ଶାରୀ ମନ୍ଦିର ମଝି ଭାଗରେ ରହିଛି ଏହି ମନ୍ଦିର । ଏଏସଆଇ ଅଧିକାରୀଙ୍କ ତତ୍ୱାବଧାନରେ ଖନନ କାମ ଚାଲିଛି । ଏହି…