Daily Archives

February 8, 2022

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନୀ ପ୍ରଚାର, ଫେବୃଆରୀ ୧୦ ତାରିଖରେ ୟୁପିର ୧୧ ଜିଲ୍ଲାରେ ୫୮ ଆସନ ପାଇଁ…

କନକ ବ୍ୟୁରୋ : ଦେଶରେ ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ୧୦ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ହେବ । ଏହି କ୍ରମରେ ସବୁଠାରୁ ବଡ ରାଜ୍ୟ ଉତ୍ତର ପ୍ରଦେଶର ୧୧ ଟି ଜିଲ୍ଲାରେ ୫୮ ଟି ବିଧାନସଭା ପାଇଁ ମତଦାନ ହେବ । ଆସନ୍ତା ୧୦ ତାରିଖରେ ଭୋଟ ଗ୍ରହଣ ଥିବାରୁ ସେହିସବୁ…

ଭୋଟ୍ ମାଗିବା ବେଳେ ହେଭିୱେଟ ନେତାଙ୍କୁ ଘେରିଲେ ଗାଁ ଲୋକ । ପୂର୍ବ ପ୍ରତିଶ୍ରୁତି ମନେପକାଇ ରାସ୍ତା ମଝିରେ ପଚାରିଲେ…

କନକ ବ୍ୟୁରୋ : ବଲାଙ୍ଗୀରରେ ଲୋକଙ୍କ ପ୍ରଶ୍ନବାଣର ସମୁଖୀନ ହୋଇଛନ୍ତି ରାଜ୍ୟ ରାଜନୀତିର ଦୁଇ ହେଭିୱେଟ୍ । ମନ୍ତ୍ରୀ ଟୁକୁନି ସାହୁ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ପ୍ରଶ୍ନ ପଚାରି ଘାଇଲା କରିଛନ୍ତି ଜନତା । ପ୍ରତିଶ୍ରୁତି ଅନୁସାରେ ମୌଳିକ ସମସ୍ୟାର ସମାଧାନ କାହିଁକି ହେଲା…

ରାଜ୍ୟ ବିଜେପିକୁ ଅଡୁଆ କଲା ମୋଦୀଙ୍କ ପ୍ରଶଂସା ! ରାଜ୍ୟସଭାରେ ନବୀନ ସରକାରକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ।

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନକୁ ମଝିରେ ଆଉ ୭ଦିନ । ୧୬ ତାରିଖରୁ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ପଡିବ ଭୋଟ୍ । ନିର୍ବାଚନରେ ବିଜୟ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି । ବିଶେଷ କରି ୨୦୧୭ ପରେ ରାଜ୍ୟରେ ବିଜେପି ଦ୍ୱିତୀୟ ଦଳ ଭାବେ ଉଭା ହେବା ପରେ ପରସ୍ପର…

ବିଜେଡିର ଉଷୁନା ଚାଉଳ ବନାମ ବିଜେପିର ମମିତା ମେହେର । ରାଜଧାନୀରେ ହାଇଭୋଲଟେଜ୍ ଡ୍ରାମା ।

କନକ ବ୍ୟୁରୋ : ଗାଁ ଗାଁରେ ପ୍ରଚାର ଜମୁଥିବାବେଳେ ରାଜଧାନୀରେ ଦେଖିବାକୁ ମିଳିଥିଲା ବିଜେଡି ଓ ବିଜେପିର ଲଢ଼େଇ । ବିଜେଡି ଉଷୁନା ଚାଉଳ ଉଠାଇବା ପ୍ରସଙ୍ଗରେ ଏଫସିଆଇ ଆଗରେ ବିକ୍ଷୋଭ କରିଥିବାବେଳେ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ଗର୍ଜିଛି ବିଜେପି । ନବୀନ ନିବାସ ଘେରାଉ କରିବାକୁ…

ଅମର ରହିବ ଲତାଙ୍କ ସ୍ମୃତି, ସ୍ୱତନ୍ତ୍ର ଷ୍ଟାମ୍ପ ପ୍ରଚଳନ ନେଇ ହେଲା ଘୋଷଣା

କନକ ବ୍ୟୁରୋ : କୋକିଳ କଣ୍ଠି ଲତା ମଙ୍ଗେସକରଙ୍କ ଦେହାନ୍ତ ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଏନେଇ ବହୁ ବରିଷ୍ଠ ବ୍ୟକ୍ତି ଲତାଙ୍କୁ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଏହି କ୍ରମରେ ଲତାଙ୍କ ସ୍ମୃତିକୁ ଅମର ରଖିବାକୁ କେନ୍ଦ୍ର ସରକାର ଏକ ବଡ…

ଭାବବିହ୍ୱଳ ହେଲେ ଭାରତୀୟ କ୍ରିକେଟର ମହମ୍ମଦ ସିରାଜ । କହିଲେ, ଆଇପିଏଲରେ ଖରାପ ପ୍ରଦର୍ଶନ କରିବାରୁ କ୍ରିକେଟ ଛାଡି ଅଟୋ…

କନକ ବ୍ୟୁରୋ : ଆଇପିଏଲ ପୂର୍ବରୁ ଭାରତର ଦ୍ରୁତ ବୋଲର ମହମ୍ମଦ ସିରାଜ ଏକ ବଡ ବୟାନ ଦେଇଛନ୍ତି । ସିରାଜ କହିଛନ୍ତି, ୨୦୧୯ ଆଇପିଏଲରେ ଖରାପ ପ୍ରଦର୍ଶନ କାରଣରୁ ମୋତେ କ୍ରିକେଟ ଛାଡି ବାପାଙ୍କ ସହ ଅଟୋ ଚଳାଇବାକୁ କୁହାଯାଇଥିଲା । ସେତେବେଳେ ଏଭଳି କଥା ମୋତେ ବହୁତ କଷ୍ଟ ଦେଇଥିଲା । କିନ୍ତୁ…