Daily Archives

February 8, 2022

ଅରୁଣାଚଳରୁ ଆସିଲା ଦୁଃଖଦ ଖବର, ୭ ଜଣ ଯବାନ ସହିଦ

କନକ ବ୍ୟୁରୋ : ଅରୁଣାଚଳ ପ୍ରଦେଶର ପାହାଡି ସୀମାରୁ ୭ ଜଣ ଯବାନଙ୍କ ଶବ ଉଦ୍ଧାର କରାଯାଇଛି । ହିମ ସ୍ଖଳନ ପରେ ନିଖୋଜ ହୋଇଥିବା ଯବାନମାନଙ୍କ ଶବ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ । ଗତକାଲି (ସୋମବାର) ଦିନ କୁହାଯାଇଥିଲା କି ଅରୁଣାଚଳ ପ୍ରଦେଶର ଏକ ପାଟ୍ରୋଲିଂ ଟିମ୍ ବରଫ ଝଡରେ ଫସି ଯାଇଛନ୍ତି ।…

ବାରହା ଶିକାର କରିବାକୁ ବୋମା ରଖିଥିଲା ମଣିଷ । ବୋମା ଖାଇଦେବାରୁ ଗାଈ ପାଟିରେ ହେଲା ଭୟଙ୍କର ବିସ୍ଫୋରଣ ।

କନକ ବ୍ୟୁରୋ : ପୁଣି ଗାଈ ମୁହଁରେ ଫୁଟିଲା ବୋମା । ବାରହା ଶିକାର କରିବାକୁ କେହି ଜଣେ ବୋମା ରଖିଥିଲା । କିନ୍ତୁ ଗାଈ ପଡ଼ିଆରେ ଚରୁଥିବା ବେଳେ ଏହି ବୋମାକୁ ଖାଇ ଦେବାରୁ ପାଟିରେ ବିସ୍ଫୋରଣ ହୋଇଛି । ଆଉ ଗାଈଟି ଏବେ ଗୁରୁତର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କି କରୋବର…

ମନ୍ତ୍ରୀଙ୍କୁ ଘେରିଲେ ଜନତା, ପୂର୍ବ ପ୍ରତିଶ୍ରୁତି କୁଆଡେ ଗଲା ବୋଲି କଲେ ପ୍ରଶ୍ନ । ଲୋକଙ୍କ କ୍ଷୋଭରୁ ବାଦ ପଡିଲେନି…

କନକ ବ୍ୟୁରୋ : ପ୍ରଚାର କରିବାକୁ ଯାଇ ନିଜ ଜିଲ୍ଲାରେ ହଟହଟା ହେଲେ ଟିଟିଲାଗଡ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ । ଏହି ଘଟଣା ଦୁଇ ଦିନ ତଳର ବୋଲି ଜଣାପଡିଛି । ଟୁକୁନି ସାହୁ ପ୍ରଚାର କରୁଥିବା ବେଳେ ଲୋକେ ତାଙ୍କୁ ପୂର୍ବ ପ୍ରତିଶ୍ରୁତି କୁଆଡେ ଗଲା କହି ଜବାବ ମାଗିଛନ୍ତି ।…

କର୍ଣ୍ଣାଟକରେ ଉଗ୍ର ହେଉଛି ହିଜାବ ବିବାଦ, ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ : କର୍ଣ୍ଣାଟକରେ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ଶିକ୍ଷାନୁଷ୍ଠାନରେ ହିଜାବ ବିବାଦ । ଏନେଇ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ବି ଦେଖିବାକୁ ମିଳିଛି । ଏହାସହ ଏହି ମାମଲା ଉପରେ କର୍ଣ୍ଣାଟକ ହାଇକୋର୍ଟରେ ଶୁଣାଣି ବି ଚାଲିଛି । ଏସବୁ…

ରାଜ୍ୟସଭାରେ ଲତାଜୀଙ୍କ ଭାଇଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ, କଂଗ୍ରେସକୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ସ୍ୱର୍ଗତଃ ଲତା ମଙ୍ଗେସକରଙ୍କ ଭାଇଙ୍କୁ ମନେ ପକାଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ସ୍ୱାଧୀନ ମତବ୍ୟକ୍ତ ଉପରେ କହିବାକୁ ଯାଇ କହିଛନ୍ତି କି ଗୋଆର ଜଣେ ଯୁବକଙ୍କ କଥା ମନେପଡିଲେ କଂଗ୍ରେସ କିଭଳି ଭାବେ…

ବରଯାତ୍ରୀ ବେଶରେ ଆସିଲେ, ବିବାହ ମଣ୍ଡପରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟିନେଲେ । ସାମ୍ନାକୁ ଆସିଲା ଲୁଟର ଚିତ୍ର ।

କନକ ବ୍ୟୁରୋ : ବରଯାତ୍ରୀ ବେଶରେ ଆସି ଯାଜପୁରରେ ବିବାହ ମଣ୍ଡପରୁ ଲୁଟ । ସାମ୍ନାକୁ ଆସିଲା ବିବାହ ମଣ୍ଡପରୁ ଲୁଟ୍ କରୁଥିବାର ସିସିଟିଭ ଫୁଟେଜ । ବରଯାତ୍ରୀ ବେଶରେ ଆସି ବିବାହ ମଣ୍ଡପରୁ ଲୁଟେରା ଲୁଟିନେଇଛନ୍ତି ଏନଭଲବ ଭର୍ତି ବ୍ୟାଗ । ସୁଟ ବୁଟ୍ ପିନ୍ଧି ବାହାଘର ଭୋଜି ଖାଇବା ବାହାନାରେ ଚୋରି…