Daily Archives

February 4, 2022

ପଞ୍ଚାୟତ ନିର୍ବାଚନରେ ବିଧାୟିକାଙ୍କ ପରିବାରର ୪ ସଦସ୍ୟ: ସରପଞ୍ଚଠୁ ସମିତି ସଭ୍ୟ ଯାଏଁ କରୁଛନ୍ତି ଲଢ଼େଇ

କନକ ବ୍ୟୁରୋ: ଖଲ୍ଲିକୋଟ ବ୍ଲକ ଅଧକ୍ଷ ପଦ ହାତେଇବା ପାଇଁ ବିଜେଡି ଓ ଅସନ୍ତୁଷ୍ଟ ବିଜେଡି ମଧ୍ୟରେ ଜୋରଦାର ଲଢେଇ ହେଉଥିବା ବେଳେ ଚଳିତ ନିର୍ବାଚନରେ ଖଲ୍ଲିକୋଟ ବିଧାୟିକାଙ୍କ ପରିବାର ଓ ତାଙ୍କ ସମ୍ପର୍କିୟ ରାଜନିତି ମଇଦାନରେ ପ୍ରାର୍ଥି ହୋଇଛନ୍ତି  । ଯାହା ଖଲ୍ଲିକୋଟ ରାଜନିତିକୁ ସରଗରମ କରିଛି…

୩୦୦ ରୁ ଅଧିକ ସହରରେ ଫେସବୁକ ଦେଉଛି ୫୦ ଲକ୍ଷ ପର୍ଯ୍ୟନ୍ତ ଋଣ, ଜାଣନ୍ତୁ କେମିତି କରିବେ ଆବେଦନ

କନକ ବ୍ୟୁରୋ : ଯଦି ଆପଣ କିଛି ଛୋଟ ବ୍ୟବସାୟ କରୁଛନ୍ତି ତ ଆପଣ ଫେସବୁକ୍ ଭଳି ସୋସିଆଲ ମିଡିଆ ବ୍ୟବହାର କରି ନିଜର ବ୍ୟବସାୟକୁ ବଢାଇ ପାରିବେ । ଏନେଇ ଫେସବୁକ୍ ତରଫରୁ ଏବେ ଋଣ ଦିଆଯାଉଛି । ଏନେଇ ଫେସବୁକ ଆପଣଙ୍କ ବ୍ୟବସାୟ ବୃଦ୍ଧି କରିବାକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେଉଛି । ଫେସବୁକ…

ଜମତରା ଗ୍ୟାଙ୍ଗକୁ ନେଇ ଆସିଲା ଚମକାଇ ଦେଲା ଭଳି ତଥ୍ୟ: ମୁମ୍ବାଇରେ ବସି ଦଲାଲ ବିକ୍ରି କରୁଛନ୍ତି ଗ୍ରାହକଙ୍କ ବ୍ୟାଙ୍କ…

କନକ ବ୍ୟୁରୋ: ଜମତରା ଗ୍ୟାଙ୍ଗର ସଦସ୍ୟମାନେ ସାଇବର ଲୁଟ କରିବା ପାଇଁ କେମିତି ପାଆନ୍ତି ଆପଣଙ୍କ ନମ୍ବର, କେମିତି ପାଆନ୍ତି ଆପଣଙ୍କ ତଥ୍ୟ । ଏ ସମ୍ପର୍କରେ ନୂଆ ତଥ୍ୟ ସାମନାକୁ ଆସିଛି । ଓଡିଶା କ୍ରାଇମବ୍ରାଂଚ ତିନି ଜଣଙ୍କୁ ରିମାଣ୍ଡରେ ଆଣିବା ପରେ ଏହି ତଥ୍ୟ ହାସଲ କରିଛି । ଆପଣ ଜାଣିଲେ…

ରେଳମନ୍ତ୍ରୀଙ୍କ ବୟାନ ପରେ ପ୍ରଶ୍ନ ଉଠାଇଲେ ନରସିଂହ ମିଶ୍ର: କହିଲେ କଣ୍ଟାବାଞ୍ଝିରେ ଥିବା ଜମିକୁ କାହିଁକି କରାଯାଉଛି…

କନକ ବ୍ୟୁରୋ: ବଲାଙ୍ଗୀରରେ ୱାଗନ ଫ୍ୟାକ୍ଟ୍ରି ନିର୍ମାଣକୁ ନେଇ ମୁହାଁମୁହିଁ ଅଶ୍ୱିନୀ ବୈଷ୍ଣବ ଓ ନରସିଂହ ମିଶ୍ର । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, କଳାହାଣ୍ଡି ୱାଗନ କାରଖାନା ପାଇଁ ୫୦ ପ୍ରତିଶତ ଜମି ଅଧିଗ୍ରହଣ ହୋଇସାରିଛି । ରାଜ୍ୟ ସରକାର ସଂପୂର୍ଣ୍ଣ ଜମି ଅଧିଗ୍ରହଣ…

ଖଣି ଅଞ୍ଚଳର ରୋଚକ ରାଜନୀତି: କାହାର ରହିବ ପଲ୍ଲା ଭାରି, ସନା ମହାକୁଡ କ୍ୟାମ୍ପ ଓ ବିଧାୟକଙ୍କ କ୍ୟାମ୍ପ ମଧ୍ୟରେ…

କନକ ବ୍ୟୁରୋ: ଖଣି ଅଂଚଳରେ ପତିଆରା ପାଇଁ ହାତ ମିଳାଇଲେ ଦୁଇ ବିରୋଧୀ । କେନ୍ଦୁଝର ରାଜନୀତିର ଦୁଇ ପାରମ୍ପାରିକ ଶତ୍ରୁ ସନାତନ ମହାକୁଡ ଓ କୁଶ ଆପଟ ଏବେ ମିଳିତ ଭାବରେ ନିୟନ୍ତ୍ରଣ କରୁଛନ୍ତି ଜିଲ୍ଲାର ପଂଚାୟତ ନିର୍ବାଚନ ମୈଦାନ । ଆଉ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହନ୍ତଙ୍କୁ ଚେକ୍ ଦେବାକୁ…

୨୬,୫୦୦ ଏକର ରାଜସ୍ୱ ପତିତ ଜଙ୍ଗଲ ଜମିରେ ହେବ ନୂତନ ବନୀକରଣ । ସମୟ ସୀମା ମଧ୍ୟରେ ସ୍କୁଲ, କଲେଜକୁ ମିଳିବ ଜମିପଟ୍ଟା ।

କନକ ବ୍ୟୁରୋ: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ୨୬,୫୦୦ ଏକର ରାଜସ୍ୱ ଜଙ୍ଗଲ ପତିତ ଜମି ଗତ ଏକ ମାସ ମଧ୍ୟରେ ଚିହ୍ନଟ କରାଯାଇ ଜଙ୍ଗଲ ବିଭାଗକୁ ନୂତନ ବନୀକରଣ ନିମନ୍ତେ ହସ୍ତାନ୍ତର କରାଯାଇଛି । ସରକାରଙ୍କ ଏହି ଅଭିନବ ଆଭିମୁଖ୍ୟ ଓ ପ୍ରୟାସ ଦ୍ୱାରା ଭବିଷ୍ୟତରେ ସବୁଜ ବଳୟ…