Daily Archives

February 4, 2022

ଜନପ୍ରତିନିଧିଙ୍କୁ ସମ୍ମାନ ଦେଉନାହାଁନ୍ତିି ଅଫିସର: ୬ ଜିଲ୍ଲା ଗସ୍ତ ପରେ ଏଥିକ୍ସ କମିଟି ସଦସ୍ୟ କଲେ ଉଦବେଗ ପ୍ରକାଶ

କନକ ବ୍ୟୁରୋ: ଜନପ୍ରତିନିଧିକୁ ଅଫିସର ମାନୁନାହାନ୍ତି, ସେମାନଙ୍କୁ ଯେପରି ସମ୍ମାନ ଦିଆଯିବା କଥା ଦିଆଯାଉନାହିଁ । ପୁଣିଥରେ ଉଠିଛି ବର୍ଷ ବର୍ଷ ଧରି ହୋଇ ଆସୁଥିବା ଏହି ଅଭିଯୋଗ । ବିଧାନସଭା ଏଥିକ୍ସ କମିଟି ୬ଟି ଜିଲ୍ଲା ଗସ୍ତ କରିବା ପରେ ଅଫିସରଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ…

ବାଲେଶ୍ୱରରେ ଚାଞ୍ଚଲ୍ୟ: ମୁଖ୍ୟ ଚିକିତ୍ସାଳୟର ପଛପଟ ଡ୍ରେନରେ ଭାସୁଛି ନବଜାତକଙ୍କ ମୃତଦେହ

କନକ ବ୍ୟୁରୋ: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟର ପଛପଟେ ଯାଇଥିବା ଡ୍ରେନରେ ଦୁଇ ଜଣ ନବଜାତକ ଶିଶୁଙ୍କ ମୃତଦେହ ଭାସିବା ଘଟଣା ସାରା ସହରରେ ଚାଂଚଲ୍ୟ ଖେଳାଇ ଦେଇଛି । ଏଦୃଶ୍ୟ ଯଦିଓ ଆମ କ୍ୟାମେରାରେ କଏଦ ହୋଇଛି, ହେଲେ ଏହାକୁ ପ୍ରସାରଣ କରିବା ସମ୍ଭବ ନୁହେଁ । ନବଜାତକଙ୍କ ମୃତଦେହ ଡ୍ରେନରେ…

ନିର୍ବାଚନ ପାଇଁ ପ୍ରଚାର ସରଗରମ: ମଇଦାନକୁ ଓହ୍ଲାଇଲେଣି ହେଭିୱେଟ୍, ଗାଁ ଦାଣ୍ଡରେ ଘର ଘର ବୁଲି ମାଗୁଛନ୍ତିି ଭୋଟ୍ 

କନକ ବ୍ୟୁରୋ: ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସରଗରମ ହୋଇଛି ପ୍ରଚାର । ଆଉ ମଇଦାନକୁ ଓହ୍ଲାଇଛନ୍ତି ବଡ ବଡ ନେତା । ଖୋର୍ଦ୍ଧା ବୋଲଗଡରେ ଘର ଘର ବୁଲୁଛନ୍ତି ବିଜେପି ସାଂସଦ ଅପରାଜିତା ଷଢ଼ଙ୍ଗୀ, କାରଣ ବିଜେପି ପ୍ରାର୍ଥୀଙ୍କ ପାଇଁ ଏଥର ଆହ୍ୱାନ ସେତେ ସହଜ ନୁହେଁ । ଏପଟେ ନୟାଗଡରେ…

ଗାଡି ଉପରକୁ ଗୁଳିକାଣ୍ଡ ପରେ ସରକାରଙ୍କ ଜେଡ କାଟାଗୋରୀ ସୁରକ୍ଷାକୁ ମନା କଲେ ଓୱେସି, କହିଲେ ଏଭଳି କଥା

କନକ ବ୍ୟୁରୋ : ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱେସିଙ୍କ ଗାଡି ଉପରକୁ ହୋଇଥିବା ଗୁଳିକାଣ୍ଡ ଘଟଣା ପରେ ଆଜି ସଂସଦରେ ବୟାନ ଦେଇଛନ୍ତି ଓୱେସି । ସେ କହିଛନ୍ତି କି ଦେଶରେ ଚାଲିଥିବା ଘୃଣାର ରାଜନୀତିକୁ ସମାପ୍ତ କରାଯାଉ ଓ ଏହା ଆପଣଙ୍କ ଦାୟିତ୍ୱ ବୋଲି ସେ ସଂସଦରେ କହିଛନ୍ତି । ସେ ଆହୁରି…

୬ ତାରିଖରେ ବିଶ୍ୱ ରେକର୍ଡ କରିବ ଟିମ୍ ଇଣ୍ଡିଆ । ୧୦୦୦ ତମ ଦିନିକିଆ ମ୍ୟାଚ ଖେଳିବାରେ ଭାରତ ପାଲଟିବ ବିଶ୍ୱର ପ୍ରଥମ…

କନକ ବ୍ୟୁରୋ : ୬ ଫେବ୍ରୁଆରୀରେ ନୂଆ ଇତିହାସ ରଚିବ ଟିମ୍ ଇଣ୍ଡିଆ । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳିବା ସହ ନୂଆ ରେକର୍ଡ ହାସଲ କରିବ ଭାରତୀୟ ଟିମ୍ । କାରଣ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍ ଖେଳିବା ସହ ବିଶ୍ୱର ପ୍ରଥମ ଦେଶ ଭାବେ ୧୦୦୦ ତମ…

ନେତାଙ୍କୁ ମାନୁନାହାନ୍ତି ଅଫିସର: ୬ଟି ଜିଲ୍ଲା ଗସ୍ତ ସାରି ଫେରିବା ପରେ କହିଲେ ନିର୍ବାଚିତ ପ୍ରତିନିଧି

କନକ ବ୍ୟୁରୋ: ନେତାଙ୍କୁ ମାନୁନାହାନ୍ତି ଅଫିସର । ୬ଟି ଜିଲ୍ଲା ଗସ୍ତ ସାରି ଫେରିବା ପରେ ଏହା କହିଛନ୍ତି ନିର୍ବାଚିତ ପ୍ରତିନିଧି । ଜନପ୍ରତିନିଧିଙ୍କୁ ସମ୍ମାନ ଦେବା ପାଇଁ ଜିଲ୍ଲାପାଳ, ସଚିବ ଓ ଏସପି ମାନଙ୍କୁ ଚିଠି ଲେଖିଲେ ସଂସଦୀୟ ବ୍ୟାପାର ସଚିବ ଜି ମାଥିଭାଥନ । ରାଜ୍ୟରେ ନେତାଙ୍କୁ…