Daily Archives

January 28, 2022

ଏବେ ଆଳୁ ଓ ପିଆଜ ବିକ୍ରି କରିବେ ବିହାର ପୋଲିସ, ସରକାରଙ୍କ ଖାତାକୁ ଯିବ ଟଙ୍କା

କନକ ବ୍ୟୁରୋ : ବିହାରରେ ଲାଗୁ ହୋଇଥିବା ମଦ ବ୍ୟାନ ଆଇନକୁ ନେଇ ବିହାର ପୋଲିସର କାର୍ଯ୍ୟଭାର ବଢିବାରେ ଲାଗିଛି । ମଦ ମାଫିଆଙ୍କୁ ଧରିବା ସହ ଏବେ ବିହାର ପୋଲିସ ଉପରେ ଆଳୁ, ପିଆଜ, ରଶୁଣ, କୁକୁଡା ଚିଆଁ, ଅଣ୍ଡା ଓ ରାସନ ସାମଗ୍ରୀ ବିକ୍ରି କରିବା ଭଳି କାର୍ଯ୍ୟ ଲଦିଦିଆ ଯାଇଛି । ଏନେଇ ପ୍ରଥମେ…

କରୋନା ସଂକ୍ରମଣ କମୁଥିବାରୁ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି । ଫେବ୍ରୁଆରୀ ୧ରୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି

କନକ ବ୍ୟୁରୋ: ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାରୁ ଆଣି ଶବଦାହ ଉପରେ କଟକଣା ହଟାଇବାର ୨୪ ଘଣ୍ଟା ମଧ୍ୟରେ ଆଉ ଏକ ବଡ ନିଷ୍ପତ୍ତି ନେଇଛି ପୁରୀ ଜିଲ୍ଲା ପ୍ରଶାସନ । ଛତିଶା ନିଯୋଗ ବୈଠକ ପରେ ଫେବୃୟାରୀ ୧ରୁ ଶ୍ରୀମନ୍ଦିର ଖୋଲିବା ପାଇଁ ଘୋଷଣା ହୋଇଛି । ପୂର୍ବଭଳି ସାନିଟାଇଜ ପାଇଁ ପ୍ରତ୍ୟେକ…

ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବା ପୂର୍ବରୁ ସରକାରଙ୍କ ବଡ ନିଷ୍ପତ୍ତି, ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତ…

କନକ ବ୍ୟୁରୋ : ସରକାର ଭି.ଅନନ୍ତ ନାଗେଶ୍ୱରନଙ୍କୁ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି । ସେ ଆଜିଠାରୁ ନିଜର କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଏହି ନିଯୁକ୍ତି ପୂର୍ବରୁ ଡ. ନାଗେଶ୍ୱରନ ଜଣେ ଲେଖକ, ଶିକ୍ଷକ ଓ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି ।…

ନୂଆ କରୋନା ଭାଇରସ ‘ନିଓ-କୋଭ’ର ସନ୍ଧାନ ପାଇଲେ ଚୀନ ବୈଜ୍ଞାନିକ । ଆଗକୁ ମ୍ୟୁଟେସନ୍ ହେଲେ ମଣିଷକୁ ବି କରିପାରେ…

କନକ ବ୍ୟୁରୋ: ଚୀନ ଉହାନର ବୈଜ୍ଞାନିକମାନେ କରୋନା ଭାଇରସର ଏକ ନୂଆ ପ୍ରଜାତି ଆବିଷ୍କାର କରିଛନ୍ତି, ଯାହା ବର୍ତ୍ତମାନ ଦକ୍ଷିଣ ଆଫ୍ରିକାର ବାଦୁଡିମାନଙ୍କ ଠାରେ ଦେଖାଯାଇଛି । ଯଦି ଆଗକୁ ଏହାର ମ୍ୟୁଟେସନ ହୁଏ ତେବେ ମଣିଷଙ୍କ ପ୍ରତି ଆଗକୁ ଏହା ବଡ ବିପଦ ଆଣିପାରେ ବୋଲି ଚୀନର ବୈଜ୍ଞାନିକମାନେ…

କଳହାଣ୍ଡିର କମାଣ ଧରିବ କିଏ? ପ୍ରସଙ୍ଗ ଅଛି, ସୁଯୋଗ ଅଛି, ତଥାପି ବିରୋଧୀ ଶୋଇ ରହିଛି । କଳହାଣ୍ଡିରେ ଶଙ୍ଖନାଦ କରିବାକୁ…

କନକ ବ୍ୟୁରୋ : ଗତ କିଛି ଦିନ ପୂର୍ବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା କଳାହାଣ୍ଡି । ଭବାନୀପାଟଣାରୁ ଭୁବନେଶ୍ୱର, ସବୁଠି କଳାହାଣ୍ଡିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କାରଣ ପ୍ରସଙ୍ଗ ମଧ୍ୟ କିଛି ସେହିଭଳି ଥିଲା । ମମିତା ହତ୍ୟାକାଣ୍ଡ ଭଳି ବହୁ ଚର୍ଚ୍ଚିତ…

ଶାଢୀରେ ଲେଖା ହୋଇଥିଲା ଆଇ ଲଭ୍ ୟୁ । ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲେ ଲୋକ ।

କନକ ବ୍ୟୁରୋ: ଶାଢୀରେ ଲେଖାଥିଲା ଆଇ ଲଭ ୟୁ । ଯାହାକୁ ନେଇ ଘଟିଲା ତୁମୁଳକାଣ୍ଡ । ରାଜରାସ୍ତାକୁ ଓହ୍ଲାଇଲେ ଲୋକ । ଘଟଣାଟି ହେଉଛି ରାଜସ୍ଥାନର । ଏହି ମାମାଲା ପୁରା ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି । ରାଜସ୍ଥାନର କରୋଲି ଜିଲ୍ଲାର ମୀଣା ସମାଜର ଲୋକ ଶାଢୀରେ ଲେଖାଥିବା ଆଇ ଲଭ ୟୁର ବିରୋଧ…