Daily Archives

December 22, 2021

ବଢୁଛି ଓମିକ୍ରନ୍ ଭୟ । ମୁକାବିଲା ନେଇ ରାଜ୍ୟ ସରକାରଙ୍କ ୫ ସୂତ୍ରୀ ଫର୍ମୁଲା । ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ…

କନକ ବ୍ୟୁରୋ: ଗତକାଲି ରାଜ୍ୟରେ ଦୁଇ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ଆଜି ତତ୍ପର ହୋଇପଡିଛନ୍ତି ରାଜ୍ୟ ସରକାର । ସଂକ୍ରମଣର ସ୍ଥିତିକୁ ନେଇ ଜିଲ୍ଲାପାଳ କଟକଣା ଲଗାଇ ପାରିବେ ବୋଲି ଦାୟିତ୍ୱ ଦେଇଛନ୍ତି ସରକାର । ଜିଲ୍ଲାପାଳ, ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେଇ ଉଚ୍ଚସ୍ତରୀୟ ବୈଠକରେ…

ପଞ୍ଚାୟତ ନିର୍ବାଚନରେ ରହିବନି ଓବିସି ସଂରକ୍ଷଣ । ପ୍ରତ୍ୟାହାର ହେବ ସଂରକ୍ଷଣ ବିଜ୍ଞପ୍ତି ।

କନକ ବ୍ୟୁରୋ : ଚଳିତ ପଞ୍ଚାୟତ ନିର୍ବାଚନରେ ରହିବନି ଓବିସି ସଂରକ୍ଷଣ । ଯେଉଁଠି ଜିଲ୍ଲାପରିଷଦ, ସରପଞ୍ଚ, ସମିତି ସଭ୍ୟଙ୍କ ପାଇଁ ଆସନ ଓବିସିଙ୍କ ପାଇଁ ସଂରକ୍ଷଣ ହୋଇଛି ତାହାକୁ ପରିବର୍ତନ କରାଯାଇ ସେହି ଆସନ ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ରହିବ । ଏ ନେଇ ହାଇକୋର୍ଟଙ୍କ ରାୟ ଆସିବା ପରେ…

ରାଜନୀତିରୁ ସନ୍ୟାସ ନେଇ ପାରନ୍ତି କଂଗ୍ରେସ ନେତା ହରିଶ ରାୱତ, ଜାନୁଆରୀ ୫ ରେ କରିବେ ବଡ ଘୋଷଣା

କନକ ବ୍ୟୁରୋ : ରାଜସ୍ଥାନ ପରେ ଏବେ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ଉତ୍ତରାଖଣ୍ଡରେ କଂଗ୍ରେସ କନ୍ଦଳ ଦେଖିବାକୁ ମିଳିଛି । କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ନିଜ ଦଳ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାସହ ସେ ଜାନୁଆରୀ ୫ ତାରିଖରେ ରାଜନୀତିରୁ ସନ୍ୟାସ…

ମା’ ମାନଙ୍କର ଉନ୍ନତିରେ ରାଜ୍ୟର ଉନ୍ନତି । ମିଶନ ଶକ୍ତି ମହିଳାମାନଙ୍କୁ ମୁଁ ସାଲ୍ୟୁଟ କରୁଛି – ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଭୁବନେଶ୍ୱରରେ ମିଶନ ଶକ୍ତି ବଜରାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ତା ସହିତ ମୁଖ୍ୟମନ୍ତ୍ରୀ ଇ-ମାର୍କେଟ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ମିଶନ ଶକ୍ତିର ମା’ ମାନଙ୍କ…

କ୍ରିକେଟର ପ୍ରତିଶୋଧ ହକିରେ ନେଲା ଭାରତ, ଏସିଆନ ଚମ୍ପିଅନ୍ସ ଟ୍ରଫିରେ ପାକିସ୍ତାନକୁ ହରାଇ ଜିତିଲା ବ୍ରୋଞ୍ଜ

କନକ ବ୍ୟୁରୋ : ଭାରତୀୟ ହକି ଟିମ ଭଲ ପ୍ରଦର୍ଶନ କରି ଏସିଆନ ଚମ୍ପିଅନ୍ସ ଟ୍ରଫିରେ ପାକିସ୍ତାନକୁ ହରାଇ ବ୍ରୋଞ୍ଜ ପଦକ ଜିତିଛି । ଭାରତୀୟ ଟିମ୍ ପାକିସ୍ତାନ ଟିମ୍ କୁ ୪-୩ ରେ ପରାଜିତ କରିଛି । ଢାକାରେ ଖେଳାଯାଇଥିବା ଏହି ରୋମାଞ୍ଚକର ମ୍ୟାଚର ହାଫ୍ ଟାଇମ ପର୍ଯ୍ୟନ୍ତ ସ୍କୋର ୧-୧ ରେ ଥିବା ବେଳେ…

ୟୁପିର ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଓ ଝିଅ କରୋନା ସଂକ୍ରମିତ, କାଲି କରାଇଥିଲେ କୋଭିଡ ଟେଷ୍ଟ

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଓ ତାଙ୍କ ଝିଅ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏନେଇ ନିଜେ ଡିମ୍ପଲ ଯାଦବ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ଡିମ୍ପଲ କହିଛନ୍ତି କି ଟିକାର ୨ ଟି ଖୋରାକ ନେବା ପରେ ବି ସେ କରୋନା ଭୂତାଣୁ…