Daily Archives

December 22, 2021

କାହିଁକି ଖୋର୍ଦ୍ଧାରେ ନିର୍ମାଣ ହୋଇପାରୁନାହିଁ ପାଇକ ସ୍ମରକୀ? ସ୍ମାରକୀ ନିର୍ମାଣ ପାଇଁ ୨ ବର୍ଷ ତଳୁ ଶିଳାନ୍ୟାସ…

କନକ ବ୍ୟୁରୋ: ପାଇକ ବିଦ୍ରୋହର ଦ୍ୱିଶତ ବାର୍ଷିକୀ ଅବସରରେ ବରୁଣେଇ ପାହାଡ଼ ପାଦଦେଶରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୯ ଡ଼ିସେମ୍ବର ୮ ତାରିଖରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ହେଲେ ଶିଳାନ୍ୟାସକୁ ଦୁଇ ବର୍ଷ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ…

ଯାଜପୁରର ଆଦର୍ଶ ସ୍ୱୟଂ ଶାସିତ ମହାବିଦ୍ୟାଳୟ: ବାହାରେ ଚିକ୍କଣ, ଭିତରେ ଗଡୁଛି ମଦ ବୋତଲ ।

କନକ ବ୍ୟୁରୋ: କଲେଜ ଆଗରେ ଶିକ୍ଷାର ବିକାଶ ପ୍ରଚାର ପାଇଁ ବଡବଡ ହୋଡିଂ ଲାଗିଛି, ଭିତରେ କିନ୍ତୁ ଶିକ୍ଷା ବ୍ୟବସ୍ଥାର ଦେଖିବାକୁ ମିଳୁଛି ଦୟନୀୟ ଚିତ୍ର । ତାହା ପୁଣି ଖୋଦ୍ ଏକ ନମ୍ବର ଜିଲ୍ଲା ବୋଲାଉଥିବା ଯାଜପୁରର ଏକମାତ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ । ଶ୍ରେଣୀ ଗୃହରେ ମଦ ବୋତଲ…

ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ । ଏଣିକି ଟ୍ରେନରେ ମିଳିବ କମ୍ବଳ, ଚାଦର, ତକିଆ, ଟୁଥପେଷ୍ଟ ଓ ମାସ୍କ, ଜାଣନ୍ତୁ…

କନକ ବ୍ୟୁରୋ :  ଥଣ୍ଡା ବୃଦ୍ଧି ସହିତ ଟ୍ରେନରେ ଯାତ୍ରା କରିବା କଷ୍ଟକର ହୋଇପଡିଛି। କରୋନା ସଂକ୍ରମଣ ପରେ ଟ୍ରେନରେ କମ୍ବଳ ତକିଆ ମିଳିବା ବନ୍ଦ ‌ହୋଇଯାଇଥିଲା। କରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ରେଳବାଇ ଡିସପୋଜେବଲ୍ ବେଡ‌ରୋଲ କିଟ୍ ଯୋଗାଇବାକୁ ଯାଉଛି । ରେଳବାଇ ଏକ କିଟ୍…

ବିପିଏଲ ହିତାଧିକାରୀଙ୍କୁ ଭାରି ପଡୁଛି ବିଜୁଳି ବିଲ । ପୂର୍ବକୁ ମାସକୁ ଆସୁଥିଲା ୮୦ ଟଙ୍କା, ଏବେ ଦୁଇ ମାସରେ ଆସୁଛି ୩୫…

କନକ ବ୍ୟୁରୋ: ଅତ୍ୟଧିକ ବିଦ୍ୟୁତ ବିଲ ଦେଖି ଛାନିଆ ହେଲେ ବିପିଏଲ ବିଦ୍ୟୁତ ଉପଭୋକ୍ତା । କହିଲେ, ଗରିବଙ୍କ ପାଇଁ ଘୋଡା ୬ ଟଙ୍କାକୁ ଦାନା ୯ ଟଙ୍କା ହୋଇଯାଇଛି । ବିଜୁଳି ବିଲ ସଂଶୋଧନ ନହେଲେ ବିପିଏଲ ବିଜୁଳି ଉପଭୋକ୍ତା ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଘୋଡ଼ା ଛ’…

ଦାମୀ ଛାଡପତ୍ର । ରାଣୀ ହାୟାଙ୍କ ସହ ବିବାହ ବିଚ୍ଛେଦ ପାଇଁ ଦୁବାଇ ରାଜାଙ୍କୁ ୫୫୦୦ କୋଟି ଦେବାକୁ ନିର୍ଦ୍ଦେଶ । 

କନକ ବ୍ୟୁରୋ : ଦୁବାଇର ରାଜା ଶେଖ୍ ମହମ୍ମଦ ବିନ୍ ରସିଦ୍ ଅଲ ମକତୁମ ପତ୍ନୀ ତଥା ଦୁବାଇର ରାଣୀ ହୟା ବିନ୍ତ ଅଲ ହୁସେନଙ୍କୁ ଛାଡପତ୍ର ବାବଦକୁ ୫୫୦୦ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ରିଟେନ୍ ଇତିହାସରେ ସବୁଠୁ ଦାମୀ ତଲାକ୍ ବା ଛାଡପତ୍ର ବୋଲି କୁହାଯାଉଛି । କେବଳ ଏତିକି…

କେନ୍ଦ୍ର ସରକାର ଆଣିଲେ ନୂଆ ଯୋଜନା, ମାସିକ ୧ ଟଙ୍କା ଦେଇ ପାଆନ୍ତୁ ୨ ଲକ୍ଷ ଟଙ୍କାର ଜୀବନ ବୀମା

କନକ ବ୍ୟୁରୋ : ଯଦି ଆପଣଙ୍କ ପଚରାଯଏ କି ଆଜିର ଦିନରେ ୧ ଟଙ୍କାରେ କ’ଣ ମିଳୁଛି ତେବେ ଆପଣ ଏହା ହିଁ କହିବେ ଯେ ଯେଉଁ ସମୟରେ ଗୋଟିଏ ଦିଆସିଲିର ଦାମ ୨ ଟଙ୍କା ସେହି ସମୟରେ ୧ ଟଙ୍କାରେ କଣ ମିଳିବ । ହେଲେ ଏବେ ଆପଣ ମାସିକ ମାତ୍ର ୧ ଟଙ୍କା ଦେଇ ୨ ଲକ୍ଷ ଟଙ୍କାର ଜୀବନ ବୀମା କିଣିପାରିବେ ।…