Daily Archives

December 16, 2021

ଦିଲ୍ଲୀରେ ପ୍ରଦୂଷଣ କମାଇବାକୁ କେଜ୍ରିୱାଲ ସରକାରଙ୍କ ନୂଆ ଉପାୟ: ୧୦ ବର୍ଷର ପୁରୁଣା ଡିଜେଲ ଗାଡ଼ିକୁ କରାଯିବ…

କନକ ବ୍ୟୁରୋ: ଦିଲ୍ଲୀରେ ପ୍ରଦୂଷଣ ଏକ ବଡ଼ ଚିନ୍ତାର କାରଣ ପାଲଟିଥିବା ବେଳେ ଏହାର କିପରି ପ୍ରଭାବୀ ଢଙ୍ଗରେ ମୁକାବିଲା କରାଯିବ, ସେନେଇ କୌଶଳ ଖୋଜୁଛନ୍ତି ଅରବିନ୍ଦ କେଜ୍ରିିୱାଲ ସରକାର  । ଏହି କ୍ରମରେ ଏବେ ଡିଜେଲ ଗାଡ଼ି ଗୁଡ଼ିକ ଉପରେ କଟକଣା ବଢ଼ାଇବାକୁ ଯାଉଛନ୍ତି  । ୧୦ ବର୍ଷ ପୂରଣ…

ମାଓ ସଂଗଠନର ଶକ୍ତି ଭାଙ୍ଗିବ ଏନଆଇଏ: ଖୋଲିବ ଲାଲଗଡର ଅନେକ ଗୁମର ! ଦୁର୍ଦ୍ଦାନ୍ତ ଦୁବାସୀ ଶଙ୍କରଠାରୁ ଓଗାଳିବେ ମାଓ…

କନକ ବ୍ୟୁରୋ: ଗତ ୩ ଦଶନ୍ଧି ଧରି ଲାଲଗଡରେ କରୁଥିଲା ରାଜ । ଖେଳୁଥିଲା ରକ୍ତର ହୋଲି । ଓଡିଶା ସମେତ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ନିଜ ସାମ୍ରାଜ୍ୟ ବଢାଇଚାଲିଥିଲା । ଗତ ସେପଟେମ୍ବରରେ ଗିରଫ ହେବା ପରେ ଏବେ ଜେଲରେ ବିତୁଛି ଦୁବାସୀର ସମୟ । ଲାଲଗଡର ଭିତିରି କଥା ଜାଣିବା ପାଇଁ ଭୁବନେଶ୍ୱର…

ତପସ୍ୱିନୀ-ସୁମିତ ସମ୍ପର୍କରେ ନୂଆ ଟ୍ୱିଷ୍ଟ: ତପସ୍ୱିନୀଙ୍କ ଅଭିଯୋଗର ଜବାବ ରଖିଲେ ସୁମିତ

କନକ ବ୍ୟୁରୋ: ନୂଆମୋଡ ନେଉଛି ବ୍ରହ୍ମପୁରର ବହୁଚର୍ଚ୍ଚିତ ତପସ୍ୱିନୀ-ସୁମିତ ସମ୍ପର୍କ । ଉଭୟଙ୍କୁ ପୁଣି ଏକାଠି ରହିବାକୁ ବ୍ରହ୍ମପୁର ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ୧୦ ତାରିଖରୁ ସୁମିତଙ୍କ ଖୋଜଖବର ନଥିଲା । ସୁମିତ ଫେରାର ଥିବା ତପସ୍ୱିନୀ ଅଭିଯୋଗ କରିବା ପରେ ଅଡିଓ…

ବଂଚି ଥାଉ ଥାଉ ମାରିଦେଲେ: ଓଲିଉଡର ବର୍ଷୀୟାନ ଅଭିନେତା ମିହିର ଦାସଙ୍କ ବାବଦରେ ୱିକିପିଡିଆରେ ଭୁଲ ତଥ୍ୟ, ବିବାଦ ବଢିବା…

କନକ ବ୍ୟୁରୋ: ଓଡିଶାର ଲୋକପ୍ରିୟ ଅଭିନେତା ମିହିର ଦାସ । ବଂଚି ଥାଉ ଥାଉ ବୁଧବାର ରାତିରେ  ମିହିର ଦାସଙ୍କୁ ମାରି ଦେଲା ୱିକିପେଡିଆ । ହେଲେ ଗୁରୁବାର ପୁଣି ମିହିର ଦାସ ଜୀବିତ ଥିବା ୱିକିପେଡିଆରେ ଡାଟା ଅପଡେଟ୍ କରିବା ଚର୍ଚ୍ଚାର ବିଷୟ ହୋଇଛି । ଏହାକୁ ନିନ୍ଦା କରିଛନ୍ତି ତାଙ୍କୁ ଭଲ…

ପାଇଖାନା ନାଁରେ ଟଙ୍କା ଖାଇଗଲେ: ବଲାଙ୍ଗୀରରୁ ଆସିଲା ଆରଡବ୍ଲୁଏସଏସ ବାବୁଙ୍କ ସାଂଘାତିକ କାରସାଦି

କନକ ବ୍ୟୁରୋ: ୬ ମାସ ତଳେ ବଲାଙ୍ଗୀର ଜିଲ୍ଲାର ବ୍ଳକରେ କିଭଳି ଜେଇ ଓ ଠିକାଦାର ମିଳିମିଶି କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ ପାଇଁ ଆସୁଥିବା ଟଙ୍କାଙ୍କୁ ଚଳୁ କରୁଥିଲେ, ତାହାର ଚିତ୍ର ସାମନାକୁ ଆସିଥିଲା । ଏବେ ଯେଉଁ ଦୁର୍ନୀତିର ଚିତ୍ର ଦେଖିବାକୁ ମିଳିଛି, ତାହା…

୩୦ ଜିଲ୍ଲାରେ ବିଜୁ ସ୍ମାର୍ଟ କାର୍ଡ ପହଁଚିବା ପରେ ପ୍ରଶ୍ନ: କାର୍ଡଧାରୀଙ୍କୁ କିଭଳି ମିଳୁଛି ଚିକିତ୍ସା?

ରାଜ୍ୟର ମୋଟ ୯୬ ଲକ୍ଷ ପରିବାର ଏଥିରେ ଉପକୃତ ହେବେ ସ୍ମାର୍ଟ ହେଲ୍ଥ କାର୍ଡ ଥିବା ପ୍ରତିବର୍ଷ ପ୍ରତ୍ୟେକ ପରିବାର ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ପାଇବେ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ ସ୍ମାର୍ଟ ହେଲ୍ଥ କାର୍ଡ ରାଜ୍ୟ ତଥା…