Daily Archives

December 16, 2021

କୁଆଡେ ଗଲା ଆଖଣ୍ଡଳମଣୀଙ୍କ ରତ୍ନଭଣ୍ଡାର ଚାବି? ଠାକୁରଙ୍କୁ ମିଳିଥିବା ଦାନସୁନା ସୁରକ୍ଷିତ ଅଛି କି ନାହିଁ, ସନ୍ଦେହ

କନକ ବ୍ୟୁରୋ: ଆଖଣ୍ଡଳମଣୀ ମନ୍ଦିର କ୍ଷେତ୍ରରେ ଅଳଙ୍କାର ଥିବା କୋଷାଗାର ଆଇରନ୍ ଚେଷ୍ଟ ଚାବି ହଜିବା ଏକ ବିବାଦୀୟ ଦିଗକୁ ସାମ୍ନାକୁ ଆଣିଛି । ଆଇରନ୍ ଚେଷ୍ଟର ଦୁଇଟି ଚାବି ଅଧିକୃତ ଅଧିକାରୀଙ୍କ ନିକଟରୁ ମିଳିବା ବଦଳରେ ଅନଧିକୃତ ବ୍ୟକ୍ତିଙ୍କ ନିକଟରୁ ମିଳିଥିଲା । ରେକର୍ଡ ଅନୁସାରେ,  …

ଚିତରଞ୍ଜନ ମୃତ୍ୟୁ ମାମଲାରେ ରହସ୍ୟମୟୀ ଯୁବତୀଙ୍କୁ ନେଇ ଚର୍ଚ୍ଚା: ଘଟଣାଦିନ ରାତିରେ ହୋଇଥିଲା କଣ, ଖୋଜାଚାଲିଛି କାରଣ?

କନକ ବ୍ୟୁରୋ: ଯୋଜନାବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତରଞ୍ଜନ ପଲେଇଙ୍କ ମୃତ୍ୟୁ ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି ।  ଚିତରଞ୍ଜନଙ୍କର ମୃତ୍ୟୁର କାରଣ ଖୋଜୁଥିବା କ୍ରାଇମବ୍ରାଂଚ ଟିମ୍ ଦାୟୀତ୍ୱ ନେବା ପରେ ସଞ୍ଜୟଙ୍କ ପିଏସଓ ସମେତ ୫ଜଣଙ୍କ ପଚରାଉଚୁରା କରୁଛି ।…

ଓଡିଶାର ସ୍ମାର୍ଟ ସ୍କୁଲ: ଟ୍ୱିଟରରେ ଟ୍ରେଣ୍ଡ କରୁଛି #OdishaSchoolTransformation

କନକ ବ୍ୟୁରୋ: ଓଡିଶାର ସ୍ମାର୍ଟ ସ୍କୁଲକୁ ନେଇ ଏବେ ସୋସିଆଲମିଡିଆରେ ଚର୍ଚ୍ଚା । ଟ୍ୱିଟରରେ ଟ୍ରେଣ୍ଡ କରୁଛି  #OdishaSchoolTransformation । ଟ୍ୱିଟରରେ ପ୍ରାୟ ୨ରୁ ୩ ଘଣ୍ଟା ହେବ ୧ ନମ୍ବର ସ୍ଥାନରେ ଟ୍ରେଣ୍ଡ କରୁଛି ଓଡିଶାର ସ୍ମାର୍ଟ ସ୍କୁଲ । ଏହାର ଅର୍ଥ ଓଡିଶା ସରକାରଙ୍କ ଏହି ବିକାଶ…

କୋହଲିଙ୍କ ସହ ବିବାଦ ନେଇ ମୁହଁ ଖୋଲିଲେ ଗାଙ୍ଗୁଲି । କହିଲେ, ଏମିତି କଥା…

କନକ ବ୍ୟୁରୋ: କୋହଲିଙ୍କ ସହ ବିବାଦ ନେଇ ମୁହଁ ଖୋଲିଲେ ଗାଙ୍ଗୁଲି । କହିଲେ, କୌଣସି ପ୍ରତିକ୍ରିୟା କିମ୍ବା ପ୍ରେସମିଟ କରାଯିବନି । ଏହି ପ୍ରସଙ୍ଗକୁ ବିସିସିଆଇ ଉପରେ ଛାଡି ଦିଆଯାଉ । ବିସିସିଆଇ ଏହାକୁ ସଠିକ ଭାବରେ ସାମ୍ନା କରିବ । କୋହଲିଙ୍କ ମନ୍ତବ୍ୟ ପରେ ବିସିସିଆଇ କୌଣସି ପ୍ରତିକ୍ରିୟା…

ସ୍କୁଲ୍ ସ୍ମାର୍ଟ ହେଲା, ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ମିଳିଲା । ୬୧୩୧ ଶିକ୍ଷକଙ୍କୁ ଏକାଥରେ ନିଯୁକ୍ତି…

କନକ ବ୍ୟୁରୋ: ସ୍କୁଲ ସ୍ମାର୍ଟ ହେଲା, ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ମିଳିଲା । କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟକ୍ରମ । ଏକା ଥରକରେ ନିଯୁକ୍ତି ପାଇଲେ ୬୨୩୧ ଜଣ ଶିକ୍ଷକ । ରାଜ୍ୟର ଶିକ୍ଷା ଇତିହାସରେ ଆଜି ଦିନଟି ସବୁବେଳେ ସ୍ମରଣୀୟ ହୋଇରହିବ । ହାଇସ୍କୁଲ…

ଚିତ୍ତରଞ୍ଜନ ମୃତ୍ୟୁ ମାମଲା । ଖୋଳତାଡ ପାଇଁ ଚିତ୍ତରଞ୍ଜନଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍ । ପରିବାର ଲୋକଙ୍କୁ ପଚରା…

କନକ ବ୍ୟୁରୋ: ବଢୁଛି ଚିତ୍ତରଞ୍ଜନଙ୍କ ମୃତ୍ୟୁ ରହସ୍ୟ । କେମିତି ହେଲା ସଞ୍ଜୟଙ୍କ ସହଯୋଗୀ ଚିତ୍ତଙ୍କ ମୃତ୍ୟୁ ? ଏନେଇ ସବୁଦିନ ଭିନ୍ନ ଭିନ୍ନ ଦିଗ ସାମ୍ନାକୁ ଆସୁଥିବା ବେଳେ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଆଉ ଇତି ମଧ୍ୟରେ ଚିତ୍ତରଞ୍ଜନଙ୍କ ଘରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ ।…