Daily Archives

December 3, 2021

ରାଜ୍ୟସଭାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସୂଚନା । ପାଇକ ବିଦ୍ରୋହ ନୁହେଁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ।

କନକ ବ୍ୟୁରୋ: ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର କହିବା ପରେ ଏହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ୧୮୫୭ର ସିପାହୀ ବିଦ୍ରୋହ ପୂର୍ବରୁ ୧୮୧୭ରେ ଓଡ଼ିଶାରେ ବ୍ରିଟିଶରାଜ ବିରୋଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ ପାଇକ ।…

ଓମିକ୍ରନ ଭୂତାଣୁ ଭୟ ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା: ଓମିକ୍ରନରେ ସଂକ୍ରମିତଙ୍କ ଗୁରୁତର ହେବାର…

କନକ ବ୍ୟୁରୋ:  କର୍ଣ୍ଣାଟକର ଚିନ୍ତା ବଢାଉଛି ଓମିକ୍ରନ । ବେଙ୍ଗାଲୁରୁ ଅର୍ନ୍ତଯାତୀୟ ବିମାନ ବନ୍ଦରରେ ୧୦ ଜଣ ଯାତ୍ରୀ ଗାୟବ ହୋଇ ଯାଇଛନ୍ତି । ଯାହା କର୍ଣ୍ଣାଟକ ସରକାରଙ୍କ ଚିନ୍ତା ବଢାଇଦେଇଛି । ସୂଚନା ଅନୁସାରେ ଶୁକ୍ରବାର ବେଙ୍ଗାଲୁରୁ ବିମାନବନ୍ଦର ରେ ୧୦ ଜଣ ବିଦେଶି ନାଗରିକ ପହଂଚିବା ପରେ…

ଆଜି ବି ଚାଲିପାରିଲାନି ବିଧାନସଭା । ଗୃହ ବାହାରେ ଗଙ୍ଗାଜଳ ଛିଞ୍ଚିଲେ ବିଜେପି ବିଧାୟକ । ସେପଟେ ଗ୍ୟାସ ଦର ବୃଦ୍ଧି ନେଇ…

କନକ ବ୍ୟୁରୋ: ଆଜି ବିଧାନସଭା ଭିତରେ ଓ ବାହାରେ ଡ୍ରାମା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାକୁ ଅପବିତ୍ର କରିଥିବା ଦର୍ଶାଇ ଗଙ୍ଗା ପାଣି ଓ ଗୋବର ପାଣି ଛିଞ୍ଚିଛନ୍ତି ବିଜେପି ସଦସ୍ୟ । ସେପଟେ ବିଧାନସଭା ବାହାରେ ରୋଷେଇ ଗ୍ୟାସର ଦରବୃଦ୍ଧିକୁ ବିରୋଧ କରି…

ମମିତା ମେହେର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି । ‘ଖୁବଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ ଚାଲିଛି’

କନକ ବ୍ୟୁରୋ: ମମିତା ମେହେର ହତ୍ୟା ଘଟଣାକୁ ପ୍ରାୟ ୨ ମାସ ପୂରିବାକୁ ବସିଥିବାବେଳେ ବିଧାନସଭାରେ ଏହାକୁ ନେଇ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାର ଜଣେ ପ୍ରତିଭାବାନ ଝିଅର ମୃତ୍ୟୁ ସମସ୍ତଙ୍କୁ ଗଭୀର ଆଘାତ ଦେଇଛି । ମମିତାଙ୍କ ମୃତ୍ୟୁକୁ ଦୁଃଖଦ ଓ ଦୁର୍ଭାଗ୍ୟଜନକ…

ଭାରତରେ ବ୍ୟାପିଯିବ କି କରୋନାର ନୂଆ ଭୂତାଣୁ ‘ଓମିକ୍ରନ’? ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି ହେଲେ ୧୨ ‘ଓମିକ୍ରନ’…

କନକ ବ୍ୟୁରୋ: ଓମିକ୍ରନ’ସଂକ୍ରମିତ ଦେଶରୁ ଭାରତକୁ ଆସିଥିବା ୧୬ ହଜାର ଯାତ୍ରୀଙ୍କ ଉପରେ ନଜର ରଖିଛନ୍ତି ଭାରତ ସରକାର । ସେମାନଙ୍କ ମଧ୍ୟରୁ ୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ନମୁନାକୁ ଜିନୋମ ସିକ୍ୱେସିଂ ପାଇଁ ପଠାଯାଇଛି । ସେପଟେ ଦିଲ୍ଲୀରେ ୧୨ଜଣ ସନ୍ଦିଗ୍ଧ ‘ଓମିକ୍ରନ’…

ବାତ୍ୟା ଆସିବା ଆଗରୁ ଚାଷୀ ମନରେ ଛନକା: ନଷ୍ଟ ହେବା ଆଶଙ୍କାରେ କୋବି ଗୋଟାକୁ ୩ ଟଙ୍କାରେ ବିକି ଦେଲେ ପିପିଲି ଚାଷୀ

କନକ ବ୍ୟୁରୋ: ଶାଗ ମାଛ ଦରରେ କୋବି ବିକ୍ରି କରୁଛନ୍ତି ପିପିଲି ସଟସ ଅଂଚଳର ଚାଷୀ । କାଳେ ବାତ୍ୟା ଯୱାଦ ଫସଲ ଚାଷକୁ ନଷ୍ଟ କରିଦେବ ସେହି ଚିନ୍ତାରେ ଆତଙ୍କିତ ଚାଷୀ କୂଳ । ପିପିଲି ଦାଣ୍ଡମୁକୁନ୍ଦପୁର ସଟସ ଅଂଚଳର କୋବି ଚାଷୀ ଏବେ ଚିନ୍ତାରେ ପଡ଼ଇଛନ୍ତି । ବିଲ ମୁଣ୍ଡରେ କୋବିକୁ କମ୍ ଦାମରେ…