Daily Archives

November 26, 2021

ପାକିସ୍ତାନ କ୍ରିକେଟ ଟିମରେ ନାଁରେ ମାମଲା ରୁଜୁ । ଜାଣନ୍ତୁ କେଉଁଠି ଓ କାହିଁକି ଖେଳାଳୀଙ୍କ ନାଁରେ ରୁଜୁ ହେଲା ମାମଲା?

କନକ ବ୍ୟୁରୋ : ପାକିସ୍ତାନ ଟିମ୍ ଏବେ ଯେଉଁଠି ବି କ୍ରିକେଟ ଖେଳିବାକୁ ଯାଉଛି ସେଠାକୁ ଦେଶର ଜାତୀୟ ପତାକା ନେଇ ଯାଉଥିବାର ଦେଖିବାକୁ ମିଳୁଛି । ମ୍ୟାଚ୍ ପୂର୍ବରୁ ଅଭ୍ୟାସ ସମୟରେ ପାକିସ୍ତାନୀ ଖେଳାଳୀ ମାନେ ଦେଶର ଜାତୀୟ ପତାକା ପଡିଆ ଭିତରକୁ ନେଉଥିବାର ଦେଖିବାକୁ ମିଳିଛି । ଖାସକରି ଟି-୨୦…

କିଏ ଦୂର କରିବ ନବରଙ୍ଗପୁର ଦୁର୍ଗାର ଦୁଃଖ? ବାପା-ମାଆ ଛେଉଣ୍ଡ ଝିଅର ଥଇଥାନ ପାଇଁ ପ୍ରଶାସନ ପାଖରେ ଗୁହାରି କଲେ…

କନକ ବ୍ୟୁରୋ: ୪ ବର୍ଷର ଅନାଥ କୁନି ଝିଅକୁ ସାହାରା ପାଇଁ ଦେବଦୂତ ସାଜିଛନ୍ତି ନବରଙ୍ଗପୁର ସହରର ଇଚ୍ଛାବତୀଗୁଡ଼ା ଅଂଚଳର ବନ୍ଧମୁଣ୍ଡା ବସ୍ତି ବାସିନ୍ଦା । ଏହାକୁ ନେଇ ଦେଖିବା ଆମ ରିପୋର୍ଟ ‘ବସ୍ତି ବାସିନ୍ଦାଙ୍କ ମହନୀୟତା’ । କଇଁ କଇଁ ହୋଇ କାନ୍ଦୁଛି କୁନି ଝିଅ । ୪ ବର୍ଷର ଦୁର୍ଗା ଆଖିରୁ…

ଡିସେମ୍ବର ୬ ରେ ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

କନକ ବ୍ୟୁରୋ :  ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ଭାରତ-ଋଷ ମଧ୍ୟରେ ୨୧ ତମ ଶୀର୍ଷ ଆଲୋଚନା ପାଇଁ ଡିସେମ୍ବର ୬ ତାରିଖରେ ଭାରତ ଆସୁଛନ୍ତି । ସେ ତାଙ୍କର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । କରୋନା କାଳରେ ଉଭୟ ନେତାଙ୍କ ଏହା ପ୍ରଥମ ସାକ୍ଷାତ…

ଶିମିଳିପାଳରେ ଅଛନ୍ତି କେତେ ବାଘ ? ଆଜି ସକାଳ ୫ଟାରୁ ବାଘ ଗଣନା ଆରମ୍ଭ କରିଛନ୍ତି ଶିମିଳିପାଳ କର୍ତ୍ତୁପକ୍ଷ ।

କନକ ବ୍ୟୁରୋ: ଶିମିଳିପାଳ ଅଭୟାରଣ୍ୟରେ ଆରମ୍ଭ ହୋଇଛି ବାଘ ଗଣନା । ଆଜି ସକାଳ ୫ଟାରୁ ବାଘ ଗଣିବା ପାଇଁ ଅଭୟାରଣ୍ୟ ଭିତରକୁ ଯାଇଛନ୍ତି ଗଣନା କାମରେ ଲାଗିଥିବା ଟିମ୍ । ଏଥର ଗଣନାରେ ବନବିଭାଗ କର୍ମଚାରୀଙ୍କ ସହ ସାମିଲ ହୋଇଛନ୍ତି ମହାରାଜା ଶ୍ରୀ ରାମଚନ୍ଦ୍ର ଭଂଜ ଦେଓ ବିଶ୍ୱ ବିଦ୍ୟାଳୟର ୱାଇଲ୍ଡ…

ଆଗାମୀ ୨୪ ଘଣ୍ଟା ଯାଏଁ ଶୁଖିଲା ରହିବ ପାଗ । ୨୯ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ରହିଛି ସମ୍ଭାବନା । 

କନକ ବ୍ୟୁରୋ : ଆସନ୍ତା ୨୯ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ…

ଝିଅର ବାହାଘର କିନ୍ତୁ କଂଗ୍ରେସ ଦେଉନାହିଁ କାର୍ଯ୍ୟାଳୟର ଭଡା, ଥାନାରେ ପହଂଚିଲା ମାମଲା

କନକ ବ୍ୟୁରୋ : କଂଗ୍ରେସ କାର୍ଯ୍ୟାଳୟର ଭଡା ବିବାଦ ଏବେ ପାଟିତୁଣ୍ଡ ପରେ ଥାନାରେ ପହଂଚିଛି । ଉତ୍ତର ପ୍ରଦେଶର ଟିପି ନଗର ଯେଉଁଠାରେ ପ୍ରିୟଙ୍କା ଗାନ୍ଧୀଙ୍କ ରାଲି ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟ ଖୁଲିଥିଲା ସେହି ଘରର ମାଲିକ ଅଭିଯୋଗ କରବିାକୁ ଥାନାରେ ପହଂଚିଛନ୍ତି । ଅଭିଯୋଗରେ ଘର ମାଲିକା…