Daily Archives

November 22, 2021

ଖଚାଖଚ୍ ଭର୍ତ୍ତି ଷ୍ଟାଡିୟମରେ ଖେଳାଯାଉଛି କ୍ରିକେଟ୍ । ହେଲେ ଓଡ଼ିଶାରେ ଜୁନିୟର ହକି ବିଶ୍ୱ ପାଇଁ କଡା କଟକଣା, ଖାଲି…

କନକ ବ୍ୟୁରୋ : ଭାରତ ନ୍ୟୁଜିଲାଣ୍ଡ ଟି-୨୦ ସିରିଜରେ ଷ୍ଟାଡିୟମରେ ଦର୍ଶକଙ୍କ ଭରପୁର ଭିଡ ରହିଥିଲା । ସେ କୋଲକାତା ହେଉ ବା ରାଞ୍ଚି କିମ୍ବା ଜୟପୁର । ସବୁଠି ଷ୍ଟାଡିୟମରେ ମ୍ୟାଚକୁ ଉପଭୋଗ କରିବାକୁ ଅନୁମତି ମିଳିଥିଲା । ହେଲେ ଓଡ଼ିଶାରେ ଏହାର ବିପରୀତ ଦିଗ ଦେଖିବାକୁ ମିଳୁଛି । ଆଗାମୀ ୨୪ରୁ…

ସିବିଏସଇ ମାପଦଣ୍ଡରେ ଓଡ଼ିଆ ଏକ ‘ଗୌଣ’ ବିଷୟ । ଉଠିଲା ପ୍ରଶ୍ନ, କାହିଁକି ଓଡ଼ିଶାରେ ବି ଗୌଣ ହେଲା ଓଡ଼ିଆ ଭାଷା ?

କନକ ବ୍ୟୁରୋ : ଓଡ଼ିଶାରେ ଓଡ଼ିଆ ଏକ ଗୌଣ ବିଷୟ । ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ-ସିବିଏସଇର ମାପଦଣ୍ଡରେ ଓଡିଆକୁ ଗୌଣ ବିଷୟ ବୋଲି ଦର୍ଶାଯାଇଛି । ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରଥମ ଟର୍ମ ପରୀକ୍ଷାରେ, ଓଡ଼ିଆକୁ ଏକ ଗୌଣ ବିଷୟର ମାନ୍ୟତା ଦିଆଯାଇଛି । ଗୋଟିଏ ପଟେ ଇଂଜିନିୟରିଂ ଓ ଅନ୍ୟ…

ମନ୍ତ୍ର ଉଚ୍ଚାରଣରେ କମ୍ପୁଛି ଶ୍ରୀକ୍ଷେତ୍ର । ପୁରୀରେ ଆରମ୍ଭ ହେଲା ମହାଯଜ୍ଞ, ୨୪ତାରିଖରେ ପୂର୍ଣ୍ଣାହୂତି ଦେବେ…

କନକ ବ୍ୟୁରୋ : ରାଜନାତିରେ ପୁରୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଯୁଦ୍ଧକାଳୀନ ଭିତିରେ କାମ ଚାଲିଥିବା ବେଳେ ସହରର ନାଁ ପରିବର୍ତ୍ତନ କରିବାର ଦାବି ଦାନା ବାନ୍ଧିଥିଲା । ଏହାରି ଭିତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମି ପୂଜନ ମହାଯଜ୍ଞ ଆଜି ଠାରୁ ଆରମ୍ଭ ହୋଇଛି । ୩ ଦିନ ଧରି…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରତିବାଦ ରାଜନୀତି । ବିରୋଧୀଙ୍କ ପରେ ରାସ୍ତାକୁ ଓହ୍ଲାଇଲା ବିଜେଡି, ମନ୍ତ୍ରୀ ଟୁକୁନି…

କନକ ବ୍ୟୁରୋ : ଲଢେଇ ଚାଲିଛି ରାଜରାସ୍ତା ବନାମ ହାଣ୍ଡିଶାଳ । ମମିତା ମେହେର ମାମଲାରେ ବିଜେପି ଆନ୍ଦୋଳନକୁ ତୀବ୍ର କରିଥିବା ବେଳେ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ଶାସକ ଦଳ । ପଞ୍ଚାୟତ ନର୍ବାଚନ ପୂର୍ବରୁ ଚାଲିଥିବା ଏହି ବଳ କଷାକଷି ଲୋକଙ୍କୁ ନିଜ ପଟକୁ ଆକର୍ଷିତ କରିବା…

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ଚୋରି ଘଟଣା: ଗିରଫ ହେଲେ ବାପା-ଆଈ

କନକ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁ ଚୋରି ଘଟଣା । ଶିଶୁ କନ୍ୟାର ବାପା ଆଈକୁ ଗିରଫ କଲା ପୋଲିସ । ଗତ ଶନିବାର ଶିଶୁକନ୍ୟାକୁ ଚୋରି ନେଇ ଅଭିଯୋଗ ହୋଇଥିଲା । ସିସିଟିଭି ଆଧାରରେ ତଦନ୍ତ ଚଳାଇଥିଲା ପୋଲିସ । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ…

ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସରେ ୮ଟି ପ୍ରକଳ୍ପକୁ ଅନୁମୋଦନ । ହେବ ୧, ୮୭୨ କୋଟି ଟଙ୍କାର ପୁଞ୍ଜିନିବେଶ

କନକ ବ୍ୟୁରୋ: ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ୮ଟି ପ୍ରକଳ୍ପକୁ ଅନୁମୋଦନ । ୮ଟି ପ୍ରକଳ୍ପରେ ହେବ ୧୮୭୨ କୋଟି ପୁଞ୍ଜିନିବେଶ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ନିଯୁକ୍ତି ପାଇବେ ୩୪୬୧ ଲୋକ । ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ଏକ ବୈଠକରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ…