Daily Archives

November 22, 2021

ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାର ପ୍ରଥମ ଟର୍ମ ପରୀକ୍ଷା ପାଇଁ ‘ଗୌଣ’ ଭାଷା ଭାବେ ସ୍ଥାନ ପାଇଲା ଓଡ଼ିଆ ।

କନକ ବ୍ୟୁରୋ : ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ- ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରଥମ ଟର୍ମ ପରୀକ୍ଷାରେ, ଓଡ଼ିଆ ବିଷୟ ଏକ ଗୌଣ ବିଷୟ ଭାବେ ସ୍ଥାନ ପାଇଛି । ଏଥିରେ ଲେଖାଯାଇଛି ଏହା ମାଇନର ଲାଂଗୁଏଜ ଅର୍ଥାତ ଗୌଣ ଭାଷା । ସିବିଏସଇ ପାଇଁ ଓଡ଼ିଆ, ଓଡ଼ିଶାରେ ବି ଗୌଣ ଭାଷା ବନି…

ପଞ୍ଜାବରେ ନକଲି କେଜ୍ରିୱାଲ ! ଜାଣନ୍ତୁ… ରାଲି ସମୟରେ କାହିଁକି ଏମିତି କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ 

କନକ ବ୍ୟୁରୋ : ବିଧାନସଭା ନିର୍ବାଚନକୁ ନେଇ ସରଗରମ ହୋଇ ଉଠିଛି ପଞ୍ଜାବ ରାଜନୀତି  । ଶକ୍ତି ପ୍ରଦର୍ଶନ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଲୋକଙ୍କ ନିକଟତର ହୋଇ କିଭଳି ଭୋଟବ୍ୟାଙ୍କ ହାତେଇବେ ସେନେଇ ପ୍ରୟାସ ଜୋରଦାର ହୋଇଛି । ଆଉ ଏଥିରୁ ବାଦ୍ ପଡିନି ଆମ ଆଦମୀ ପାର୍ଟି । ବିଧାନସଭା…

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ତାମିଲନାଡୁ ଚାମ୍ପିୟନ: ଛକା ମାରି ଦଳକୁ ବିଜେତା କରାଇଲେ ଶାହାରୁଖ ଖାନ

କନକ ବ୍ୟୁରୋ: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୧ରେ ଚାମ୍ପିୟନ ହୋଇଛି ତାମିଲନାଡୁ । ଲଗାତାର ଦ୍ୱିତୀୟ ଥର ପାଇଁ ଏହି ଟାଇଟଲ ହାତେଇଛି ତାମିଲନାଡୁ । ଦିଲ୍ଲୀରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ତାମିଲନାଡୁ ୪ ୱିକେଟରେ କର୍ଣ୍ଣାଟକକୁ ପରାସ୍ତ କରିଛି । ଏହି ମ୍ୟାଚରେ ଶେଷ ବଲରେ ଛକା ମାରି ଦଳକୁ…

ଗରିବ ଛାତ୍ରଛାତ୍ରୀଙ୍କ ଶିକ୍ଷା ରଥର ସାରଥୀ ଦେବେନ୍ଦ୍ର ସାର୍ । ଆଦିବାସୀ ଅଞ୍ଚଳରେ ମାଗଣାରେ ପିଲାଙ୍କୁ ପଢାଉଛନ୍ତି ପାଠ…

କନକ ବ୍ୟୁରୋ : ମାଗଣା ଶିକ୍ଷାଦାନ କରି ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ସାଜିଛନ୍ତି ଦେବଦୂତ । ବ୍ୟସ୍ତ ବହୁଳ ସମୟରେ ମାଗଣା ଶିକ୍ଷାଦାନ କରି ଚର୍ଚ୍ଚାରେ ଦୁର୍ଗମ ଅଞ୍ଚଳର ଆଦିବାସୀ ଯୁବକ । ପେଶାରେ ଜଣେ ଅବକାରୀ କନେଷ୍ଟବଳ କିନ୍ତୁ ନିଶା ଗରିବ ପିଲାମାନଙ୍କୁ ପାଠ ପଢାଇବା । କରୋନା କାଳରେ…

ରାସ୍ତା ନକରି ଲକ୍ଷ ଲକ୍ଷ ଟଙ୍କା ନେଇଗଲା ଠିକାଦାର । ରାୟଗଡାରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଅଭିଯୋଗ

କନକ ବ୍ୟୁରୋ : ଗାଁକୁ ଯିବା ପାଇଁ ରାସ୍ତାଟିଏ ନାହିଁ । ଫଳରେ ଓଡିଶାର ଲୋକେ ଆନ୍ଧ୍ର ଦେଇ ୨୫ କିଲୋମିଟର ବାଟ ବୁଲି ବୁଲି ଯିବା ଆସିବା କରୁଛନ୍ତି । ଏଭଳି ଅଭାବନିୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ସଦର ବ୍ଳକ ମାଉଡିଗୁଡା ଗାଁରେ । ଅନ୍ୟପଟେ ରାସ୍ତା କାମ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ…

ସାବଧାନ ମାଛ ମାଫିଆ ! ମଝି ସମୁଦ୍ରରେ ପଇଁତରା ମାରୁଛି ମେରାଇନ୍ ପୁଲିସ ।

କନକ ବ୍ୟୁରୋ : ବିରଳ ଅଲିଭରିଡଲେ କଇଁଛଙ୍କ ପ୍ରଜନନ ଋତୁ ନଭେମ୍ବର ୧ରୁ ଆରମ୍ଭ ହୋଇଛି । ବର୍ଷତମାମ କଟକଣା ଥିବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଁଣରୁ ଦେବୀ ମୁହାଁଣ ଯାଏଁ କୂଳଠାରୁ ୨୦ କିମି ପର୍ଯ୍ୟନ୍ତ ମାଛଧରା ଓ ଟ୍ରଲର ଚଳାଚଳ ଉପରେ ରୋକ ଲାଗିଛି । ଏହା ସତ୍ୱେ କେତେକ…