Daily Archives

November 21, 2021

ଜୈବିକ ସାର ପ୍ରସ୍ତୁତ କରି ଚର୍ଚ୍ଚାରେ ଡ଼ମ୍ବରୁ ପଦୁଆ: ଜଙ୍ଗଲରୁ ନିମ, ଅରଖ, ବେଲ ପତ୍ର ସଂଗ୍ରହ କରି ତିଆରି କରନ୍ତି…

କନକ ବ୍ୟୁରୋ: କଥାରେ ଅଛି ଦୃଢ଼ ଇଛା ଶକ୍ତି ଆଗରେ ସବୁ କିଛି ହାର ମାନି ଥାଏ । ଆଉ ଦୃଢ ଇଛା ଶକ୍ତି ବଳରେ ସବୁ ସମ୍ଭବ ହୋଇଥାଏ । ଏଭଳି ଜଣେ ବ୍ୟକ୍ତି, ଯିଏ ନିଜ ଇଛା ଶକ୍ତି ବଳରେ ଏପରି କିଛି କରି ଦେଖାଇଛନ୍ତି । କୋରାପୁଟ ଲମତାପୁଟ ବ୍ଲକ ଗୋପାଳପୁଟ ଗାଁର ୫୦ ବର୍ଷିୟ ଡ଼ମ୍ବରୁ ପଦୁଆ । ଯିଏ…

ଚୋରି ହେବାର ୨୪ଘଣ୍ଟା ପରେ ଶିଶୁକନ୍ୟା ଉଦ୍ଧାର । ଚିକିତ୍ସାଳୟରୁ ହୋଇଥିଲା ଚୋରି, ଜଙ୍ଗଲରୁ ହେଲା ଉଦ୍ଧାର ।

କନକ ବ୍ୟୁରୋ : ଉଦ୍ଧାର ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରୀ ଶିଶୁ କନ୍ୟା । ଅର୍ଜୁନପୁର ଜଙ୍ଗଲରୁ ଶିଶୁକନ୍ୟା ଉଦ୍ଧାର କରି ହସ୍ପିଟାଲ ଆଣିଲା ପୁଲିସ । ସୂଚନା ଅନୁସାରେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରୁ ନବଜାତ…

ଜେଲରୁ ରୋଜଗାର କରୁଛନ୍ତି ବିଚାରାଧିନ ବନ୍ଦୀ: ଅନ୍ତେବାସୀଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି ବିଭିନ୍ନ ପ୍ରକାର ସାମଗ୍ରୀ

କନକ ବ୍ୟୁରୋ: ଜେଲରେ ଥିବା ଅନ୍ତେବାସୀଙ୍କ ଲୁକାୟିତ ପ୍ରତିଭାର ବିକାଶ କରିବା ସହ ସେମାନେ ସ୍ୱାବଲମ୍ବୀ ହେବେ । ଜେଲରୁ ମୁକୁଳିବା ପରେ କେମିତି ରୋଜଗାର କରିବେ । ଅପରାଧିକ ମାନସିକତାକୁ ଦୂରେଇ ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ, ସେଥିପାଇଁ ଯାଜପୁର ଉପକାରାଗାର ନିଆରା ଉଦ୍ୟମ କରିଛି ।…

ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ନାମରେ ସାଂଘାତିକ ଅଭିଯୋଗ, ଜନଧନ ଖାତାଧାରକଙ୍କୁ ଫେରାଇ ନାହିଁ କାଟିଥିବା ଟଙ୍କା

କନକ ବ୍ୟୁରୋ : ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ନେଇ ଆଇଆଇଟି କାନପୁରର ବଡ ଖୋଲାସା । ଜନଧନ ଖାତାରୁ ଡିଜିଟାଲ କାରବାର ନେଇ କାଟିଥିବା ୧୬୪ କୋଟି ଟଙ୍କା ଏପର୍ଯ୍ୟନ୍ତ ଫେରାଇ ନଥିବା ଅଭିଯୋଗ । ଆଇଆଇଟି ମୁମ୍ବାଇର ରିପୋର୍ଟ ମୁତାବକ ୨୦୧୭ ଏପ୍ରିଲ ମାସରୁ ୨୦୧୯ ଡିସେମ୍ବର ମାସ ପର୍ଯ୍ୟନ୍ତ ଜନଧନ…

ତିନି କୃଷି ଆଇନ ପ୍ରତ୍ୟାହାର ନେଇ ୨୪ରେ ଲାଗିପାରେ କ୍ୟାବିନେଟ୍ ମୋହର । ଆନ୍ଦୋଳନ ପ୍ରତ୍ୟାହାର ନେଇ ୨୭ରେ ନିଷ୍ପତି…

କନକ ବ୍ୟୁରୋ : ତିନି କୃଷି ଆଇନ ରଦ୍ଦ ହେବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ଖୁବଶୀଘ୍ର ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ମୁଡରେ ଅଛନ୍ତି ମୋଦୀ ସରକାର । ନଭେମ୍ବର ୨୯ରେ ଶୀତକାଳୀନ ଅଧିବେଶନ ବସିବ । ଏହା ପୂର୍ବରୁ ଆସନ୍ତା ବୁଧବାର କେନ୍ଦ୍ର ସରକାର କ୍ୟାବିନେଟ ବୈଠକରେ କୃଷି ଆଇନ…

ଡିଆଁ ରୋଗ ଭଳି ଦଳକୁ ଦଳ ଡେଇଁଲା ଅଣ୍ଡାମାଡ଼ । କଂଗ୍ରେସ ଓ ବିଜେପି ପରେ ବିଜେଡି ବି କଲା ଅଣ୍ଡାମାଡ଼ ।

କନକ ବ୍ୟୁରୋ : ରାଜନୈତିକ ଦଳମାନଙ୍କ ପାଇଁ ଏବେ ପ୍ରତିବାଦର ନୂଆ ଫଣ୍ଡା ପାଲଟିଛି ଅଣ୍ଡାମାଡ । ପୂର୍ବରୁ କଂଗ୍ରେସ ଓ ବିଜେପି କର୍ମୀମାନେ ମନ୍ତ୍ରୀଙ୍କୁ ବିରୋଧ କରି ଅଣ୍ଡାମାଡ କରୁଥିଲେ । ଏବେ ସେହି ରାସ୍ତାରେ ଯାଇ କେନ୍ଦ୍ରାପଡାରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀଙ୍କୁ ଅଣ୍ଡା ମାଡ…