Daily Archives

November 14, 2021

ସଙ୍କଟରେ ପେଡା କାରିଗର । କୋଭିଡ ସ୍ଥିତିରେ ମାନ୍ଦା ହୋଇଛି ବ୍ୟବସାୟ । ହେଲେ ଆଶା ଛାଡ଼ି ନାହାନ୍ତି କାରିଗର ।

କନକ ବ୍ୟୁରୋ: ସଙ୍କଟରେ ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ ଥାନୁଆଳ ଗାଁର ପେଡା କାରିଗର । ଦିନେ ଏହି ଗାଁରେ ପଚାଶରୁ ଅଧିକ ପରିବାର ପେଡା ତିଆରି କରି ଚଳୁଥିବା ବେଳେ ଏବେ ବ୍ୟବସାୟରେ ଦେଖାଦେଇକ୍ତି ମାନ୍ଦା ଅବସ୍ଥା । ପେଡା ବ୍ୟବସାୟୀଙ୍କ ସଂଖ୍ୟା କମିଛି ସତ କିନ୍ତୁ ଆଜି ବି ପେଡାର ସ୍ୱାଦ…

ବିଜେପିର ଅଭିଯୋଗ, ଶାସକ ଦଳର ମୁଖପାତ୍ର ସାଜିଛନ୍ତି ଉତରାଂଚଳ ଡିଆଇଜି: ବିଜେଡି ରଖିଲା ଜବାବ

କନକ ବ୍ୟୁରୋ: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଏମିତି ଆଗୁଆ କ୍ଲିନ୍ଚିଟ୍ ଦେଇଥିଲେ ଉତରାଂଚଳ ଡିଆଇଜି । ହେଲେ ଏଭଳି ଏକ ସମ୍ବେଦନଶୀଳ ମାମଲାରେ, ତଦନ୍ତ ଚାଲିଥିବାବେଳେ ଡିଆଇଜି ମନ୍ତ୍ରୀଙ୍କୁ କାହିଁକି କ୍ଲିନ୍ଚଟି୍ ଦେଲେ ତାକୁ ନେଇ ପ୍ରଶ୍ନ…

ଟ୍ରକ୍ ଧକ୍କାରେ ଗୋଡ଼ ହରାଇ ଲୁହ ଝରାଉଛି ୮ ବର୍ଷର କାହ୍ନା । ଚିକିତ୍ସା ପାଇଁ ଟଙ୍କା ନାହିଁ, ଛଳ ଛଳ ଆଖିରେ ସାହାଯ୍ୟ…

କନକ ବ୍ୟୁରୋ : ହସ୍ପିଟାଲ ବେଡରେ ଜଣେ ୮ ବର୍ଷର କୁନି ପୁଅ । ଏମିତି ଆବଶ୍ୟକ ପଡିଲା ଯେ ତାଙ୍କର ବାମ ଗୋଡଟିକୁ କାଟିବାକୁ ପଡିଲା । ଖଣ୍ଡପଡାର କାହ୍ନା ପାଖ ବଜାରକୁ ଜଳଖିଆ ଆଣିବାକୁ ଯାଇଥିବା ବେଳେ ପଛପଟୁ ଧକ୍କା ଦେଇଥିଲା ଟ୍ରକ, ଆଉ ବାମ ଗୋଡ ଉପରେ ଚଢିଯାଇଥିଲା । ସେଦିନର ସେଇ ଦୁର୍ଘଟଣା…

ବାବ୍ରୀ ମସଜିଦ୍ ଭଙ୍ଗା ପରେ କ୍ୟାବିନେଟରେ କଣ ହୋଇଥିଲା ଆଲୋଚନା, ନିଜ ପୁସ୍ତକ ମାଧ୍ୟମରେ ଖୁଲାସା କଲେ ସଲମାନ ଖୁର୍ସିଦ

କନକ ବ୍ୟୁରୋ : ୧୯୯୨ ଡିସେମ୍ବର ୬ ତାରିଖରେ ବାବ୍ରୀ ମସଜିଦ ଭଙ୍ଗାଯିବା ପରେ କେନ୍ଦ୍ର କ୍ୟାବିନେଟରେ ବୈଠକ ହୋଇଥିଲା । ଏନେଇ ଯେତେବେଳେ ସମସ୍ତ ମନ୍ତ୍ରୀ ତକ୍ରାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିହ୍ମା ରାଓ କେମିତି ଅନୁଭବ କରୁଛନ୍ତି ? ନରସିହ୍ମା ରାଓ ଉତ୍ତର ଦେଇଥିଲେ କି “ଦୟାକରି ଆପଣମାନେ…

ମନ୍ତ୍ରୀ ଓ ଶାସକ ଦଳର ନେତାଙ୍କୁ ଘାରିିଛି ଅଣ୍ଡା ମାଡ଼ ଭୟ: ସବୁ ମନ୍ତ୍ରୀଙ୍କୁ ଅଣ୍ଡା ମାରିବାକୁ କଂଗ୍ରେସର ଧମକ ପରେ…

କନକ ବ୍ୟୁରୋ: ବଢିଚାଲିଛି ନେତା, ମନ୍ତ୍ରୀଙ୍କୁ ଅଣ୍ଡାମାଡ ଘଟଣା । ବିରୋଧ କରିବାକୁ ଯାଇ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧୀ କରୁଛନ୍ତି ଅଣ୍ଡାମାଡ । କେତେବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ତ ଆଉ କେତେବେଳେ ରାଜ୍ୟର ମନ୍ତ୍ରୀ ତଥା ନେତାଙ୍କୁ । ଏପରିକି ପୋଲିସ ମଧ୍ୟ ଏଥିରୁ ବାଦ ପଡୁନି । ପ୍ରତିଦିନ…

ନିମାପଡ଼ାରେ ନାରକୀୟ କାଣ୍ଡ, ଲଜ୍ଜାରେ ନଇଁଗଲା ମୁଣ୍ଡ: କୁଶଭଦ୍ରା ନଦୀପଠାରେ ୨୨ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ

କନକ ବ୍ୟୁରୋ: ହସପିଟାଲରେ ଜଣେ ମହିଳା ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ୪ ଜଣ ସଇତାନ ତାଙ୍କର ଏଭଳି ଅବସ୍ଥା କରିଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ ପ୍ରବଳ ରକ୍ତସ୍ରାବ ହେଉଛି, ଏବଂ ସେ ଗୁରୁତର ଅଛନ୍ତି । ପୁଲିସ ଯାଇ ତାଙ୍କୁ ଘଟଣା ସଂପର୍କରେ ପଚାରି ବୁଝିଛି । ଇଏ ଏମିତି ଏକ ଘଟଣା…