Daily Archives

November 3, 2021

ଟସ୍ ଜିତି ଆଫଗାନିସ୍ତାନର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଭାରତ ।

କନକ ବ୍ୟୁରୋ : ଆବୁଧାବିରେ ଆଉ କିଛି ସମୟ ପରେ ହେବ ଜବରଦସ୍ତ ଲଢେଇ । ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ । ତେବେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଆଫଗାନିସ୍ତାନ । ତେଣୁ ପ୍ରଥମେ ବ୍ୟାଟିଂ କରିବ ଭାରତ । ତେବେ ଆଜିର ମ୍ୟାଚ୍ ଉଭୟ ଦଳ ପାଇଁ ଅନେକ ଗୁରୁତ୍ୱ ବହନ…

ପ୍ଲାଷ୍ଟିକରୁ ଉତ୍ପାଦନ ହେଉଛି ପେଟ୍ରୋଲ, ଡିଜେଲ । ଲିଟର ପ୍ରତି ଦାମ କେବଳ ୭୦ ଟଙ୍କା । ବିହାର ଯୁବକ କରି ଦେଖାଇଲେ…

କନକ ବ୍ୟୁରୋ: ଗୋଟିଏ ପଟେ ମହଙ୍ଗା ପେଟ୍ରୋଲ-ଡିଜେଲ ଦର ଲୋକଙ୍କୁ ଡରାଉଥିବାବେଳେ, ପ୍ଲାଷ୍ଟିକ୍ କାରଣରୁ ଏବେ ଦିନକୁ ଦିନ ନଷ୍ଟ ହେଉଛି ପରିବେଶ । ଆଉ ଏହାରି ଭିତରେ ବିହାରର ଜଣେ ଯୁବକ ଏହି ଦୁଇଟି ସମସ୍ୟାର ସମାଧାନ ଖୋଜି ବାହାର କରିଛନ୍ତି । ସେ ପ୍ଲାଷ୍ଟିକକୁ ବ୍ୟବହାର କରି ପେଟ୍ରୋଲ-ଡିଜେଲ…

୧୯୯୦ରେ ଜୟ ଶ୍ରୀରାମ କହିବା ଯେପରି ଅପରାଧ ଥିଲା,  ରାମଭକ୍ତଙ୍କ ଉପରେ ଗୁଳି ଚାଲୁଥିଲା : ଯୋଗୀ ଆଦିତ୍ୟନାଥ

କନକ ବ୍ୟୁରୋ : ଦୀପାବଳି ପୂର୍ବରୁ ବଡ ବୟାନ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ କହିଛନ୍ତି, ୧୯୯୦ରେ ଜୟ ଶ୍ରୀରାମ କହିବା ଅପରାଧ ଥିଲା, ଏହି ସମୟରେ ରାମଭକ୍ତଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଉଥିଲା କିନ୍ତୁ ଆଜି ସେହି ନିର୍ଦ୍ଦେଶ ଦେଇଥିବା ଲୋକଙ୍କ…

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ । ଦଳର ସଭାପତିଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର ।

କନକ ବ୍ୟୁରୋ: ବିଜୁ ଜନତା ଦଳରୁ ଇସ୍ତଫା ଦେଲେ ପୂୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ । ଆଜି ସେ ନିଜର ଇସ୍ତଫା ପତ୍ରକୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇବା ସହିତ ଦଳରୁ ଇସ୍ତଫା ଦେଇଛନ୍ତି । ତେବେ ନିଜର ଇସ୍ତଫା ପତ୍ରରେ ବିଜେଡି ଛାଡିବା ନେଇ କୌଣସି କାରଣ ଲେଖିନାହାଁନ୍ତି ଦଳର ଏହି…

କୋହିଲଙ୍କ ୯ ମାସର ଝିଅକୁ ମିଳିଲା ଧମକ । ପାକ୍ ୟୁଜର୍ସ କହିଲେ, ପାକିସ୍ତାନ ଚାଲିଆସ, ଆମେ ନେବୁ ଦାୟିତ୍ୱ ।

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ପାକିସ୍ତାନ ଠାରୁ ପରାଜିତ ହେବା ପରେ ଟିମ୍ ଇଣ୍ଡିଆକୁ ଚାରିଆଡୁ ସମାଲୋଚନା କରାଯାଉଛି । ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ କ୍ରିକେଟ ପ୍ରଂଶସକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କିନ୍ତୁ ଏମାନଙ୍କ ମଧ୍ୟରେ ଏମିତି କିଛି ବ୍ୟକ୍ତି ରହିଛନ୍ତି ଯେଉଁମାନେ ସବୁ ସୀମା…

ଏମିତି ମନ୍ଦିର: ଦୀପାବଳିରେ ଶ୍ରଦ୍ଧାଳୁଙ୍କ ଦାନ ଟଙ୍କାରେ ସଜ୍ଜା ଯାଏ ମନ୍ଦିର, ପ୍ରସାଦ ଭାବେ ଲାଗି ହୁଏ ସୁନା ଅଳଙ୍କାର…

କନକ ବ୍ୟୁରୋ: ମଧ୍ୟପ୍ରଦେଶ ରତଲାମର ପ୍ରସିଦ୍ଧ ମହାଲକ୍ଷ୍ମୀ ମନ୍ଦିର ରହିଛି। ଏହି ମନ୍ଦିରକୁ ଲୋକେ କୁବେରର ଭଣ୍ଡାର ବୋଲି କହିଥାଆନ୍ତି। ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ଦ୍ବାରକୁ ଅଳଙ୍କାର ଓ ନୋଟରେ ସଜା ଯାଇଥାଏ। ବିଶ୍ବାସ ରହିଛି କି ଦୀପାବଳିରେ ଶ୍ରଦ୍ଧାଳୁ ଏହି ମା’ ଲକ୍ଷ୍ମୀଙ୍କ…