Daily Archives

October 22, 2021

ସୀମାରେ ମୁତୟନ ହେଲା ଅତ୍ୟାଧୁନିକ ରକେଟ ଲଂଚର: ୯୦ କିଲୋମିଟ ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର ରହିଛି କ୍ଷମତା

କନକ ବ୍ୟୁରୋ: ଫରୱାର୍ଡ ପୋଷ୍ଟରେ ଅଧିକ ସେନା ଓ ଅସ୍ତ୍ରଶସ୍ତ୍ର ମୁତୟନ କରୁଛି ଭାରତୀୟ ସେନା । ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନ ସହ ଲାଗି ରହିଥିବା ବିବାଦ ଭିତରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ନିୟୋଜିତ କରାଯାଉଛି । ଅରୁଣାଚଳ ପ୍ରଦେଶ, ତାୱାଙ୍ଗ ସୀମା ପରେ ଏବେ ଲଦାଖରେ ମୁତୟନ କରାଯିବ…

ଚୀନରେ ପୁଣି ବଢିଲା କରୋନା ସଂକ୍ରମଣ: ୩୦ ଦିନରେ ଚିହ୍ନଟ ହେଲାଣି ୨୧ ପ୍ରକାର ନୂଆ ଭାରିଆଂଟ୍

କନକ ବ୍ୟୁରୋ: ଚୀନରେ ପୁଣି କରୋନା ଆତଙ୍କ । ଦୀର୍ଘଦିନ ପରେ ଚୀନରେ କରୋନା ବଢ଼ିଛି । ଯାହା ଫଳରେ ପୁର୍ନବାର ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି । ଗତ ୩୦ ଦିନ ଭିତରେ ୨୧ ପ୍ରକାର ନୂଆ କରୋନା ଭୂତାଣୁ ପ୍ରଜାତି ଚିହ୍ନଟ ହୋଇଛି । ଗତ ୨୪ ଘଂଟାରେ ଚୀନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୬ ହଜାର ୬ଶହ…

ଗଂଜେଇ ବେପାରୀ ମାଲାମାଲ: ପୁଲିସ ରେଡ୍ ବେଳେ ମିଳିଲା ୪ କୋଟିର ସୁନା, ୭୫ ଲକ୍ଷ ନଗଦ ଟଙ୍କା

କନକ ବ୍ୟୁରୋ: ମାତ୍ର କେତେ ଗ୍ରାମ ଡ୍ରଗ୍ସ ପାଇଁ ଏନସିବି ମୁମ୍ବାଇରେ ହୁଲୁସ୍ତୁଲ କରୁଥିବାବେଳେ, ଓଡିଶାରୁ ଠାବ ହୋଇଛନ୍ତି , କୁବେର ଗଞ୍ଜେଇ ବେପାରୀ । ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜପଲ୍ଲୀ ଗାଁର ରଜନୀକାନ୍ତ ପଟ୍ଟନାୟକଙ୍କ ଘରେ ଚଢ଼ାଉ ପରେ ଜବତ ହୋଇଛି ଏମିତି ପୁଳା ପୁଳା ସୁନା ଆଉ ବିଡା…

ଅନନ୍ୟାଙ୍କ ପାଇଁ ବଢୁଛି ବିବାଦ, ୨ ଦିନର ଜେରା ପରେ ପୁଣି ସୋମବାର ଜେରା କରିବାକୁ ଏନସିବି ପଠାଇଲା ନୋଟିସ

କନକ ବ୍ୟୁରୋ : ଆରୟନଙ୍କ ସହ ଅନନ୍ୟାଙ୍କ ହ୍ୱାଟସପ୍ ଚାଟ ସାମ୍ନାକୁ ଆସିବା ପରେ ଏନସିବି ପକ୍ଷରୁ ଲଗାତର ଭାବେ ଦୁଇଦିନ ହେବ ଅନନ୍ୟାଙ୍କୁ ଜେରା କରାଯାଇଛି । ପ୍ରଥମ ଦିନ ପଚରା ଉଚରା ପରେ ଏନସିବି ପକ୍ଷରୁ ଅନନ୍ୟାଙ୍କ ଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଅନୁମାନ କରାଯାଉଛି । ଏହାପରେ…

ଦଳ ଛାଡ଼ିଲେ ପ୍ରଦୀପ ମାଝୀ: ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପଠାଇ କହିଲେ, କଂଗ୍ରେସରେ ରହିବେନି ହେଲେ ଦଳର ଆଦର୍ଶ ଅନୁଯାୟୀ…

କନକ ବ୍ୟୁରୋ: ପ୍ରଦୀପ ମାଝୀଙ୍କୁ ନେଇ ଗତ କିଛି ଦିନ ହେବ ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହୋଇଛି । କଂଗ୍ରେସ ଦଳ ଛାଡିଛନ୍ତି ଦକ୍ଷିଣ ଓଡିଶାର ଏହି ଟାଣୁଆ ଆଦିବାସୀ ନେତା । ସେ ସୋନିଆ ଗାନ୍ଧୀଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଇସ୍ତଫା ପତ୍ରରେ ସେ ଲେଖିଛନ୍ତି, କଂଗ୍ରେସରେ…

ଗୋବିନ୍ଦଙ୍କ ସହଯୋଗୀ ରାଧେଙ୍କ ଘରୁ ମିଳିଲା ବ୍ୟାଗ: ମମିତାଙ୍କ ମୋବାଇଲ ନେଇ ସନ୍ଦେହ

କନକ ବ୍ୟୁରୋ: ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହଯୋଗୀ ରାଧେଶ୍ୟାମଙ୍କ ଘରୁ ଏକ ବ୍ୟାଗ ମିଳିଛି । ବ୍ୟାଗରେ ମୋବାଇଲ, ପୋଷାକ ଥିବାରୁ ଏହା ମମିତାଙ୍କ ମୋବାଇଲ ବୋଲି ସନ୍ଦେହ କରାଯାଉଛି । ଆଉ ସତରେ ଏହା ମମିତାଙ୍କ ମୋବାଇଲ ହୋଇଥିଲେ ପୁଲିସ ତଦନ୍ତର ମୋଡ…