Daily Archives

October 14, 2021

କାର୍ତ୍ତିକରେ ହବିଷ୍ୟାଳୀଙ୍କୁ ପୁରୀ ମନା: ଦଶହରା ସମେତ ଦୀପାବଳି, ବଡ ଏକାଦଶୀ ଓ କାର୍ତ୍ତିର୍କ ପୂର୍ଣ୍ଣିମାରେ ବନ୍ଦ…

କନକ ବ୍ୟୁରୋ: ପ୍ରତିବର୍ଷ କାର୍ତିକ ମାସରେ ହଜାର ହଜାର ହବିଷ୍ୟାଳି ପୁରୀରେ ରହି ହବିସ କରିଥାନ୍ତି । ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ରାଧାଦାମୋଦର ବେଶ ଦର୍ଶନ କରନ୍ତି । କିନ୍ତୁ ବିଗତ ବର୍ଷମାନଙ୍କ ଭଳି ଏବର୍ଷ ପୁରୀରେ ଅସ୍ଥାୟୀ କ୍ୟାମ୍ପ ହେବ ନାହିଁ, କି ହବିଷ୍ୟାଳି ପୁରୀରେ ରହି ବ୍ରତ ପାଳନ…

କରୋନା କଟକଣା ଉଜାଡି ଦେଲା ପୂଜା ବେପାର: ମଣ୍ଡପକୁ ଆସୁ ନାହାନ୍ତି ଭକ୍ତ, ବାହାରେ ଜମୁନି ଖାଦ୍ୟ ସାମଗ୍ରୀ ବ୍ୟବସାୟ 

କନକ ବ୍ୟୁରୋ: ପାର୍ବଣ ଋତୁ ଆସିଛି ସତ କିନ୍ତୁ ନା ଅଛି ପୂଜାର ମାହୋଲ ନା ଅଛି ମୀନା ବଜାର ।  କୋଭିଡ କଟକଣା ପାଇଁ ଫାଙ୍କା ପଡିଛି ପୂଜା ମଣ୍ଡପ ।  ପୂଜା ବଜାରରେ ଭଲ ଦି ପଇସା ରୋଜଗାର କରିବାକୁ ଆଶା ରଖିଥିଲେ କ୍ଷୁଦ୍ର ବ୍ୟବସାୟୀ କିନ୍ତୁ ଏଥର ବି ମାନ୍ଦା ପଡିଛି ବେପାର । ଦୁର୍ଗା ପୂଜା…

ମନୀଷଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ: ସାଙ୍ଗମାନଙ୍କୁ ଜେରା ପରେ ଧିରେଧିରେ ଖୋଲୁଛି ଗୁମର

କନକ ବ୍ୟୁରୋ: ଶନିବାର ରାତିରେ ମନୀଷ ଅନୁରାଗଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ଧିରେଧିରେ ଘନୀଭୂତ ହେବାରେ ଲାଗିଛି । ଘଟଣା ଦିନ ରାତିରେ ମନୀଷଙ୍କ ସହିତ ଏକାଠି ହୋଟେଲରେ ଖିଆପିଆ କରିଥିବା ସମସ୍ତ ସାଙ୍ଗ ଏବେ କମିଶନରେଟ ପୋଲିସ କବଜାରେ । ସେମାନଙ୍କୁ ପଚରା ଉଚରା ପରେ ସେଦିନ ରାତିରେ କଣ…

ଓଡିଶାର ସୀମାନ୍ତ ଗାଁ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଆନ୍ଧ୍ରର ନୂଆ ଚାଲ । ଦଶମ ପର୍ଯ୍ୟନ୍ତ ଡ୍ରେସ, ଜୋତା, ବ୍ୟାଗ, ବହି…

କନକ ବ୍ୟୁରୋ: ସୀମାନ୍ତରେ ରହୁଥିବା ଲୋକଙ୍କୁ ଧୀରେ ଧୀରେ ନିଜ ଆଡକୁ ନେବା ପାଇଁ ପ୍ରୟାସ ଆରମ୍ଭ କରିଛି ଆନ୍ଧ୍ର ପ୍ରଦେଶ ସରକାର । ଏଥିପାଇଁ ପଡୋଶୀ ସରକାର ଆରମ୍ଭ କରିଛି ଆମାବାଡ଼ି ଯୋଜନା । ଧୀରେ ଧୀରେ ଏହି ଯୋଜନା ଜରିଆରେ ଛୋଟ ପିଲା ଏବଂ ଅଭିଭାବକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର । ହେଲେ…

କାହିଁକି ଅଫିସରଙ୍କ ଉପରେ ରାଗିଥିଲେ କେନ୍ଦ୍ରମନ୍ତ୍ରୀ? ପଢନ୍ତୁ, କ’ଣ କହିଲେ ବିଶ୍ୱେଶ୍ୱର ଟୁଡୁ…

କନକ ବ୍ୟୁରୋ: ଅଫିସରଙ୍କୁ  ଟାର୍ଗେଟ କରି ବିବାଦରେ ଥିବା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଏବେ ମୁହଁ ଖୋଲିଛନ୍ତି । କାହିଁକି ଅଫିସରଙ୍କ ଉପରେ ସେ ରାଗିଥିଲେ, ସେନେଇ ନିଜେ କହିଛନ୍ତି ମନ୍ତ୍ରୀ । ଜଣେ କେନ୍ଦ୍ରମନ୍ତ୍ରୀ ହୋଇଥିବା ସତ୍ତ୍ୱେ ଅଫିସର ଓ ଜିଲ୍ଲା ପ୍ରଶାସନ ପ୍ରୋଟକଲ…

ଭୁବନେଶ୍ୱରର ଅଳିଆ ଗଦାରୁ ମିଳିଲା କଟା ଗୋଡହାତ । ଖାରବେଳ ନଗର ହାଉସିଂ କର୍ପୋରେସନ କଲୋନୀ ରାସ୍ତା କଡରୁ ହେଲା ଜବତ ।

କନକ ବ୍ୟୁରୋ: ରାଜଧାନୀରୁ ମିଳିଲା କଟା ଗୋଡହାତ । ରାଜଧାନୀ ଭୁବନେଶ୍ୱରର ଖାରବେଳ ନଗର ହାଉସିଂ କର୍ପୋରେସନ କଲୋନୀ ରାସ୍ତା କଡରେ ଏହି କଟା ଗୋଡ ହାତ ପଡିଥିବା ଦେଖିବାକୁ ମିଳିଛି । ରାସ୍ତା କଡରେ ଥିବା ଅଳିଆ ଗଦାରୁ ଏହି କଟା ଗୋଡହାତକୁ ଜବତ କରାଯାଇଛି । ତେବେ ସେହି ସ୍ଥାନକୁ କଟା ଗୋଡହାତ…