Daily Archives

October 13, 2021

ଦେଶରେ ତୀବ୍ର ହେଉଛି କୋଇଲା ସଂକଟ: ବଳକା ବିଦ୍ୟୁତ୍ ଚଢା ଦରରେ ନବିକିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ

କନକ ବ୍ୟୁରୋ: କୋଇଲା ଷ୍ଟକ୍ରେ ଅଭାବ ଥିବାରୁ ଦେଶରେ ବିଦ୍ୟୁତ ସଂକଟ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏକାଧ୍ଚଳ ରାଜ୍ୟ କୋଇଲା ଅଭାବ ନେଇ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି । ତେବେ କୋଇଲା ଅଭାବକୁ ଦୂର କରିବା ପାଇଁ ପିଏମଓ ପକ୍ଷରୁ ସ୍ଥିତିର ଯାଂଚ କରାଯାଇଛି । ସେହିପରି ବିଦ୍ୟୁତ ସଂକଟ ଏଡାଇବା…

ପୁଣି ଚିନ୍ତା ବଢାଇଲା କରୋନା ସଂକ୍ରମଣ । ରେଡ୍ ଜୋନକୁ ଆସିଲା ଖୋର୍ଦ୍ଧା, ପାର୍ବଣରେ ଆହୁରି ବଢିବ କି ସକ୍ରିୟ…

କନକ ବ୍ୟୁରୋ : ପୁଣି ରେଡ୍ ଜୋନକୁ ଆସିଲା ଖୋର୍ଦ୍ଧା ଜିଲ୍ଲା । ଆଜି ଖୋର୍ଦ୍ଧାରୁ ୩୨୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏଠାରେ ସକ୍ରୀୟ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୫୩୫କୁ ବୃଦ୍ଧି ପାଇଛି । ଫଳରେ ଖୋର୍ଦ୍ଧା ପୁଣି ରେଡ ଜୋନକୁ ଆସିଯାଇଛି । ଗତ ୩ ଦିନରେ ସ୍ଥିତି ଦେଖିଲେ ଖୋର୍ଦ୍ଧାରେ…

ଓଡ଼ିଶାର ୬ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ସ୍ୱତନ୍ତ୍ର ଲଫାପା ଉନ୍ମୋଚନ

କନକ ବ୍ୟୁରୋ: ଦୀର୍ଘ ୨୦୦ ଏବଂ ୨୫୦ ବର୍ଷ ପୂର୍ବେ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇନଥିବା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଗବେଷଣା କରାଯିବ । ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ(ଆଇସିଏଚଆର) ପକ୍ଷରୁ ଉଦ୍ୟମ କରାଯିବ ବୋଲି ନୂଆଦିଲ୍ଲୀରେ ଏକ ବିଶେଷ କାର୍ଯ୍ୟକ୍ରମରେ କହିଛନ୍ତି…

ମନୀଷ ମୃତ୍ୟୁ ମାମଲାରେ ଖୋଲୁନି ରହସ୍ୟ । ଆତ୍ମସମର୍ପଣ କଲେ ଦୁଇ ବନ୍ଧୁ, ମୃତ୍ୟୁ ଉପରୁ ଉଠିପାରେ ପରଦା ।

କନକ ବ୍ୟୁରୋ : ମନୀଷ ମୃତ୍ୟୁ ମାମଲାରେ ତାଙ୍କ ଦୁଇ ଜଣ ସାଙ୍ଗ ଆଜି କନ୍ଧମାଳରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ବି ଅଛନ୍ତି । ଏହି ଘଟଣା ଏବେବି ରହସ୍ୟ ଘେରରେ ଥିବାରୁ ସାଙ୍ଗ ମାନଙ୍କଠାରୁ ସମସ୍ତ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି । କାରଣ ସେହି ରାତିରେ…

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅସୁସ୍ଥ: ଏମ୍ସରେ ହେଲେ ଭର୍ତ୍ତି

କନକ ବ୍ୟୁରୋ: ପୁଣିଥରେ ଅସୁସ୍ଥ ହେଲେ ମନମୋହନ ସିଂ । ଦିଲ୍ଲୀ ଏମ୍ସରେ ଭର୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ । କଂଗ୍ରେସର ସୁତ୍ରରୁ ମିଳିଥିବା ଖବର ଅନୁସାରେ ମନମୋହନ ସିଂ ଗତ କିଛିଦିନ ହେଲାଣି ଅସୁସ୍ଥ ଥିଲେ । ତେବେ ସେ ଏବେ ଦିଲ୍ଲୀ ଏମ୍ସର କାର୍ଡିଓଲୋଚି ବିଭାଗରେ ଚିକିତ୍ସା ପାଇଁ ଭର୍ତି…