କନକ ବ୍ୟୁରୋ: ଆଜିର ଆଇପିଏଲ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ କୋଲକାତା ଦମଦାର ବୋଲିଂ କରିଛି । ଫଳରେ ଦିଲ୍ଲୀକୁ ୧୩୫ ରନରେ ଅଟକାଇଛି କୋଲକାତା । ଏବେ କୋଲକାତା ଆଗରେ ୧୩୬ ରନର ବିଜୟ ଲକ୍ଷ୍ୟ ରହିଛି । ଦିଲ୍ଲୀକୁ ଏହି ମ୍ୟାଚ ଜିତିବାକୁ ହେଲେ କୋଲକାତା ବୋଲରଙ୍କୁ ସାମ୍ନା କରିବାକୁ ହେବ । ଯିଏ ଏହି ମ୍ୟାଚରେ ବିଜୟୀ ହେବ ସେହି ଦଳ ଫାଇନାଲରେ ଚେନ୍ନାଇକୁ ଭେଟିବ ।
କମାଲ କଲା କୋଲକାତା: ଦିଲ୍ଲୀକୁ ୧୩୫ ରନରେ ଅଟକାଇଲା କେକେଆର
/kanak/media/post_attachments/wp-content/uploads/2021/10/fty.jpg)