କମାଲ କଲା କୋଲକାତା: ଦିଲ୍ଲୀକୁ ୧୩୫ ରନରେ ଅଟକାଇଲା କେକେଆର

କୋଲକାତା ଆଗରେ ୧୩୬ ରନ ଟାର୍ଗେଟ 

85

କନକ ବ୍ୟୁରୋ: ଆଜିର ଆଇପିଏଲ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ କୋଲକାତା ଦମଦାର ବୋଲିଂ କରିଛି । ଫଳରେ ଦିଲ୍ଲୀକୁ ୧୩୫ ରନରେ ଅଟକାଇଛି କୋଲକାତା । ଏବେ କୋଲକାତା ଆଗରେ ୧୩୬ ରନର ବିଜୟ ଲକ୍ଷ୍ୟ ରହିଛି । ଦିଲ୍ଲୀକୁ ଏହି ମ୍ୟାଚ ଜିତିବାକୁ ହେଲେ କୋଲକାତା ବୋଲରଙ୍କୁ ସାମ୍ନା କରିବାକୁ ହେବ । ଯିଏ ଏହି ମ୍ୟାଚରେ ବିଜୟୀ ହେବ ସେହି ଦଳ ଫାଇନାଲରେ ଚେନ୍ନାଇକୁ ଭେଟିବ ।