Daily Archives

October 11, 2021

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପାଠଶାଳା । ନିର୍ବାଚନ ଜିତିବାକୁ ନେତାଙ୍କୁ ଦେଲେ ନୂଆ ମନ୍ତ୍ର ।

କନକ ବ୍ୟୁରୋ : ପାଠ ପଢାଇଲେ ସାଂସଦ ଅପରାଜିତା ଷଡଙ୍ଗୀ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଏହା ପୂର୍ବରୁ ଜିଲ୍ଳା ସଭାପତି ଓ ପ୍ରଭାରୀଙ୍କୁ ନିର୍ବାଚନ ରଣନୀତିର ମନ୍ତ୍ର ଦେଇଛନ୍ତି ସାଂସଦ । ବଡ କଥା ହେଉଛି, ପାଠଶାଳା ନେଇ କେହି ମୁହଁ ଖୋଲିନଥିବା ବେଳେ କାର୍ଯ୍ୟକାରିଣୀରେ ଭବିଷ୍ୟତ…

୮ଟା ବାଜିଲା, ନାଇଟ୍ କର୍ଫ୍ୟୁ ଲାଗିଲା । ଦୁର୍ଗାପୂଜା ପାଇଁ ଆଜିଠୁ ଆରମ୍ଭ ହେଲା ୧୦ ଦିନିଆ କଟକଣା । ରାସ୍ତାରେ ଆରମ୍ଭ…

କନକ ବ୍ୟୁରୋ: ଟ୍ୱିନ୍ ସିଟି ପାଇଁ ଆଜି ରାତି ୮ଟାରୁ ଲାଗୁ ହୋଇଛି କଡ଼ା ନିୟମ । ଦୁର୍ଗାପୂଜା ପାଇଁ କଟକ ଭୁବନେଶ୍ୱରରେ ଆଜିଠୁ ଲାଗଛି ୧୦ ଦିନିଆ କଟକଣା । ରାତି ୮ଟାରୁ ସକାଳ ୫ଟା ଯାଏଁ ଜାରି ହୋଇଛି ନାଇଟ୍ କର୍ଫ୍ୟୁ । ଆଜିଠାରୁ ଅର୍ଥାତ ଅକ୍ଟୋବର ୧୧ରୁ ଅକ୍ଟୋବର ୨୦ ତାରିଖ ଯାଏଁ କେବଳ ଏହି…

ବୋଲ ମାନୁନି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ତୁଣ୍ଡ । ସରକାରୀ ଅଧିକାରୀଙ୍କୁ ଅପଶବ୍ଦ ପ୍ରୟୋଗ ସହ କହିଲେ,…

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀଙ୍କ ତୁଣ୍ଡରେ ଲଗାମ ନାହିଁ । ଦୁଇ ଦୁଇଟି ଘଟଣାରେ ବିବାଦୀୟ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ପ୍ରଥମେ କେନ୍ଦୁଝର ଏବଂ ଏବେ କୁଚିଣ୍ଡାର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ମନ୍ତ୍ରୀ, ସରକାରୀ ଅଧିକାରୀଙ୍କୁ ମାଡର ଧମକ ଦେଉଛନ୍ତି ତାସହ ନାଲି…

ଅଧିକ ଘନୀଭୂତ ହେବ କି ଘୂର୍ଣ୍ଣିବଳୟ? ଉତ୍ତର ଆଣ୍ଡାମାନ ସାଗରରୁ ଆସିବ କି ବିପଦ…

କନକ ବ୍ୟୁରୋ: ପାର୍ବଣ ପରେ ପରେ ୧୭ ତାରିଖ ବେଳକୁ ରାଜ୍ୟ ଉପରକୁ ବାତ୍ୟା ବିପଦ ନେଇ ପୂର୍ବାନୁମାନ ଭିତରେ ଭାରତୀୟ ପାଣିପାଗ ବିଭାଗ ଆଣିଛି ଆଶ୍ୱସ୍ତିଜନକ ଖବର । ସଂସ୍ଥାର ସୂଚନା ଅନୁସାରେ... ଉତ୍ତର ଆଣ୍ଡାମାନ ସାଗର ଉପରେ ସ୍ଥିର ରହିଛି ଘୂର୍ଣ୍ଣିବଳୟ ନିର୍ଦ୍ଧିଷ୍ଟ ଜାଗାରେ…

ବାରରୁ କିଭଳି ପୋଖରୀ ଯାଏଁ ପହଞ୍ଚିଲେ ମନୀଷ ? ମନୀଷଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ରହସ୍ୟ, ପାତ୍ରପଡାର ସାଉଥ ସିଟି ହୋଟେଲ…

କନକ ବ୍ୟୁରୋ : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷର ମୃତ୍ୟୁ ମାମଲାକୁ ୨୪ଘଣ୍ଟାରୁ ଅଧିକ ସମୟ ବିତିଥିଲେ ବି ଏହା ପଛର ପ୍ରକୃତ କାରଣ ସାମ୍ନାକୁ ଆସିପାରିନାହିଁ । ମୃତ୍ୟୁ ପୂର୍ବରୁ ଅର୍ଥାତ ଶନିବାର ରାତିରେ ଯେଉଁ ହୋଟେଲର ବାରରେ ମନୀଷଙ୍କୁ ଦେଖିବାକୁ ମିଳିଥିଲା ତାକୁ ସିଲ୍…

ଟସ୍ ଜିତି ବାଙ୍ଗାଲୋରର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ କୋଲକାତା ।

କନକ ବ୍ୟୁରୋ : ଶାରଜାହା କ୍ରିକେଟ୍ ଷ୍ଟାଡିୟମରେ ଆଉ କିଛି ସମୟ ପରେ ଖେଳାଯିବ ଚଳିତ ଆଇପିଏଲର ହାଇଭୋଲଟେଜ୍ ମ୍ୟାଚ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ତେବେ ପ୍ରଥମେ ବୋଲିଂ କରିବ କୋଲକାତା ନାଇଟ୍ ରାଇଡର୍ସ । ଆଜି କୋଲକାତା ଓ…