Daily Archives

October 9, 2021

ବିବାଦ ଭିତରେ ସ୍ପଷ୍ଟୀକରଣ ରଖିଲା ରାୟଗଡା ଜିଲ୍ଲା ବିଜେପି । ଦଳୀୟ ବିଶୃଙ୍ଖଳା ପାଇଁ ଦେବାଶିଷ ଓ ପ୍ରେମ ପ୍ରସାଦଙ୍କ…

କନକ ବ୍ୟୁରୋ: ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ରାୟଗଡା ଗସ୍ତକୁ ନେଇ ବିବାଦ ବଢିବା ପରେ ରାୟଗଡା ଜିଲ୍ଳା ବିଜେପି ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ରଖାଯାଇଛି । ପ୍ରେସ ବିବୃତି ଜାରି କରି କୁହାଯାଇଛି, ଦୀର୍ଘ ଦିନ ହେବ ବିଭିନ୍ନ ଦଳ ବିରୋଧୀ ଏବଂ ବିଶୃଙ୍ଖଳା କାର୍ଯ୍ୟ ପାଇଁ ଜିଲ୍ଲା କୋର କମିଟି…

ଅପରାଜିତାଙ୍କ ରାଲି ପରେ ଝଡ଼ ! ପଦାରେ ପଡିଲା ଦଳୀୟ କନ୍ଦଳ ! ପଦ ହରାଇଲେ ଦୁଇ ସ୍ଥାନୀୟ ନେତା । 

କନକ ବ୍ୟୁରୋ : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ରାୟଗଡା ଆସି, ପଦଯାତ୍ରା କରିବା ପରେ ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ସତ ହୋଇଛି । ଅପରାଜିତାଙ୍କ ରାଲିରେ ସାମିିଲ ହୋଇଥିବା ଦୁଇ ଜିଲ୍ଲାସ୍ତରୀୟ ବିଜେପି ନେତାଙ୍କୁ ପଦ ହରାଇବାକୁ ପଡିଛି । ଶୀର୍ଷସ୍ତରର କନ୍ଦଳ ଯୋଗୁ ଦୁଇ…

ବଙ୍ଗୋପସାଗରରେ ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ । କାଲି ଲଘୁଚାପ ଆଶଙ୍କା, ୪-୫ ଦିନ ମଧ୍ୟରେ ଅଧିକ ଘନୀଭୂତ ହେବା ସମ୍ଭାବନା…

କନକ ବ୍ୟୁରୋ : ବଙ୍ଗୋପସାଗରରେ ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ । ଉତ୍ତର ଆଣ୍ଡାମାନ ସାଗର ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ସମୁଦ୍ର ପତନଠାରୁ ୩.୧କିଲୋମିଟରରୁ ୫.୮କିଲୋମିଟର ମଧ୍ୟରେ ବାୟୁମଣ୍ଡଳରେ ଏହା ସକ୍ରିୟ ରହିଛି । ଯାହା ପ୍ରଭାବରେ ଆଗାମୀ ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର…

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ସରିଲା ତଦନ୍ତ । ବିଦ୍ୟାଭାରତୀଙ୍କ ନାଁରେ ୩ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା…

କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲାର ତଦନ୍ତ ଶେଷ କରିଛି କ୍ରାଇମବ୍ରାଂଚ । ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣାରେ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି । ସେହିପରି ଘଟଣାପରଠୁ ଚର୍ଚ୍ଚାରେ ଥିବା ଡିଏଫଓ ସଂଗ୍ରାମକେଶରୀ ବେହେରାଙ୍କୁ…

ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ଚିଠାକୁ ନେଇ ତେଜିଲା ଅସନ୍ତୋଷ । ନେତାଙ୍କ ଘରେ ଜମିଲା ଭିଡ, ସରକାରଙ୍କୁ ଟାର୍ଗେଟ କଲେ…

କନକ ବ୍ୟୁରୋ : ପଞ୍ଚାୟତ ସଂରକ୍ଷଣ ଚିଠା ତାଲିକାକୁ ନେଇ ବଢିଲା ବିବାଦ । ସମସ୍ୟାର ସମାଧାନ ପାଇଁ ନେତାଙ୍କ ଘରେ ପହଞ୍ଚୁଛନ୍ତି ଅସନ୍ତୁଷ୍ଟ । ସରକାରଙ୍କୁ ଘେରିଲେ ବିରୋଧୀ ବିଜେପି ଓ କଂଗ୍ରେସ । ସଂରକ୍ଷଣ ଆଧାର ବିହୀନ ବୋଲି କହିଛି ବିଜେପି । କଂଗ୍ରେସ କହିଛି ତାଲିକା ସମ୍ପୂର୍ଣ୍ଣ…