Daily Archives

October 7, 2021

ଡୁପ୍ଲେସିସଙ୍କ ଦମଦାର ଅର୍ଦ୍ଧଶତକ । ପଞ୍ଜାବ ଆଗରେ ୧୩୫ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ଚେନ୍ନାଇ ।

କନକ ବ୍ୟୁରୋ : ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ ଆଜି ଖେଳାଯାଉଥିବା ରୋମାଞ୍ଚକର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ ସାମ୍ନାରେ ୧୩୫ ରନର ଟାର୍ଗେଟ୍ ରଖିଛି ଚେନ୍ନାଇ ସୁପରକିଙ୍ଗସ । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ପଞ୍ଜାବ । ତେବେ…

ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା: ଅବଦୁଲରଜାକ ଗୁରନାହଙ୍କୁ ମିଳିବ ପୁରସ୍କାର

କନକ ବ୍ୟୁରୋ: ସାହିତ୍ୟ ପାଇଁ ଘୋଷଣା ହୋଇଛି ନେବଲ ପୁରସ୍କାର । ୨୦୨୧ ପାଇଁ ଉପନ୍ୟାସକାର ଅବଦୁଲରଜାକ ଗୁରନାହଙ୍କୁ ମିଳିବ ନୋବେଲ ପୁରସ୍କାର । ଅବଦୁଲରଜାକ ୧୦ ଉପନ୍ୟାସ ସହ ଅନେକ ଲଘୁକଥା ମଧ୍ୟ ଲେଖିଛନ୍ତି । ୨୧ ବର୍ଷ ବୟସରୁ ଅବଦୁଲରଜାକ ଇଂରାଜୀରେ ଲେଖିବା ଆରମ୍ଭ କରିଥିଲେ । ଅବଦୁଲରଜାକ…

କାଲି ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ । ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି ।

କନକ ବ୍ୟୁରୋ : ଭୁବନେଶ୍ୱରବାସୀଙ୍କ ପାଇଁ ବଡ଼ ଖବର । ଆସନ୍ତାକାଲି ଭୁବନେଶ୍ୱରରେ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ସକାଳ ୮ଟାରୁ ଅପରାହ୍ନ ୪ଟା ଯାଏଁ ବନ୍ଦ ରହିବ ଜଳ ଯୋଗାଣ । ପ୍ରଥମ ଥର ପାଇଁ ୮ଘଣ୍ଟା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ୱାଟକୋ । ତେବେ ପଳାଶୁଣୀ ମୁଖ୍ୟ ଜଳ…

ଚାଷୀଙ୍କ ଜମିରେ ଲାଗିଛି ଚକଡା ପୋକ । ଗୁରୁତର ସହ ନେଉନାହାନ୍ତି କୃଷି ଅଧିକାରୀ ।

କନକ ବ୍ୟୁରୋ : ଖରା ବର୍ଷାର ଲୁଚକାଳି ଖେଳ ଭିତରେ ସମ୍ବଲପୁର ଜିଲ୍ଲାରେ ପୁଣି ଚକଡା ପୋକ ଲେଉଟିଲାଣି । ବର୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟ ଥିବାରୁ ନିରାକରଣ ପାଇଁ ଦାବି କରିଛି ଚାଷୀ । ଦିନେ ଦୁଇଦିନ ମଧ୍ୟରେ ବଡ ବର୍ଷା ନହେଲେ ଚକଡା ବ୍ୟାପିବା ସାଙ୍ଗକୁ ମରୁଡି ଫେରିବା ଆଶଙ୍କା ଦେଖା ଦେଇଛି ।…

ସନ୍ଧ୍ୟା ୬ଟା ସୁଦ୍ଧା ସତର୍କ ରୁହ ୬ ଜିଲ୍ଲା ! ବର୍ଷା ଓ ବଜ୍ରପାତ ବିପଦ ନେଇ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ…

କନକ ବ୍ୟୁରୋ: ସନ୍ଧ୍ୟା ୬ଟା ୬ ଜିଲ୍ଲା ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ବିପଦ । ଏହି ସତର୍କ ସୂଚନା ମଧ୍ୟରେ  ରାଜ୍ୟର ୬ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- କଟକ,…

ବାସହୀନ ବିଜୁ ପକ୍କା ଘର ହିତାଧିକାରୀ । ଜମି ଓ ସୁନା ବିକି ଘର କାମ ଆରମ୍ଭ କରିବା ପରେ ଠକି ଦେଲା ବ୍ଲକ ପ୍ରଶାସନ ।

କନକ ବ୍ୟୁରୋ : ବିଜୁ ପକ୍କା ଘର ପାଇଁ କାର୍ଯ୍ୟାଦେଶ ମିଳିଲା । ଖୁସି ହୋଇଗଲେ ହିତାଧିକାରି । ନିଜ ପାଖରେ ଥିବା ସମ୍ପତ୍ତିକୁ ବିକ୍ରି କରି ଘରର ନିଅଁ ସହ ପିଲାର ପକାଇଲେ । ଆଶା କରିଥିଲେ ପକ୍କା ଘର ହେଲେ ପରିବାର ସହ ଖୁସିରେ ରହିବେ । ହେଲେ ସେ ଆଶା ଆଶାରେ ହିଁ ରହିଗଲା । ଦୀର୍ଘ ୩ ବର୍ଷ…