Daily Archives

October 5, 2021

କୋଭିଡରେ ପ୍ରାଣ ହରାଇଲେ ସାମ୍ବାଦିକ ସତ୍ୟଜିତ ମହାପାତ୍ର । ଟୁଇଟ୍ କରି ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

କନକ ବ୍ୟୁରୋ: କୋଭିଡରେ ପ୍ରାଣ ହରାଇଛନ୍ତି ରାଜ୍ୟର ବରିଷ୍ଠ ସାମ୍ବାଦିକ ସତ୍ୟଜିତ ମହାପାତ୍ର । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଦୁଃଖ ପ୍ରକାଶ କରିବା ସହିତ ଓଡିଶା ସାମ୍ବାଦିକତା…

‘ମୋ ସରକାର’ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । କହିଲେ, ଓଡିଶାରେ ଏକ ସର୍ବଜନ ହିତକାରୀ ସମାଜ ଗଠନକୁ ଆମେ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ମୋ ସରକାରର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି ।  ବିଭାଗୀୟ ଅଧିକାରୀମାନଙ୍କୁ ଏ କ୍ଷେତ୍ରରେ ଆହୁରି କ୍ରିୟାଶୀଳ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତେ ବିଭିନ୍ନ କ୍ଷେତ୍ରରେ ସରକାରୀ ସେବା…

ବିଏମସିର ଶୀତ ଦିନିଆ କରୋନା ଗାଇଡଲାଇନକୁ ବିରୋଧ । କ୍ୟାଟେରିଂ ଓ ଟେଣ୍ଟ ବ୍ୟବସାୟୀଙ୍କ ପ୍ରବଳ ପ୍ରତିବାଦ ।

କନକ ବ୍ୟୁରୋ : ଲକଡାଉନ ହଟିବା ପରେ ବିବାହ ବେପାରକୁ ସଳଖାଇବାକୁ ଚାହୁଁଥିବା ବ୍ୟବସାୟୀଙ୍କୁ ପୁଣି ଝଟକା ଲାଗିଛି, ଯେତେବେଳେ ୱିଣ୍ଟର ଗାଇଡଲାଇନ ଜାରି କରାଯାଇଛି । କରୋନା ସଂକ୍ରମଣ ବଢିବା ଆଶଙ୍କା ଦୃଷ୍ଟିରୁ ବିବାହ, ବ୍ରତ ଘର ଓ ଶୁଦ୍ଧିକ୍ରୀୟାରେ କଟକଣା ଲାଗିବା ପରେ ବିଏମସି କାର୍ଯ୍ୟାଳୟ…

ଚର୍ଚ୍ଚାରେ ସେଲିବ୍ରିଟି ଓକିଲ ସତିଶ ମାନସିଂ ଦେ । ଆରୟନଙ୍କ ପାଇଁ କୋର୍ଟରେ ଲଢୁଛନ୍ତି ମାମଲା ।

କନକ ବ୍ୟୁରୋ: ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ ଖାନ ଗିରଫ ହେବା ପରେ, ପୁଅକୁ ଜାମିନରେ ବାହାର କରିବା ପାଇଁ ଲାଗି ପଡିଛନ୍ତି ବିଶିଷ୍ଟ ଆଇନଜୀବୀ ସତୀଶ ମାନସିଂଦେ । ଆଉ ଆରୟନଙ୍କ ପାଇଁ କେଶ ଲଢିବା ପରେ ସାରା ଦେଶରେ ଏହି ସେଲିବ୍ରିଟି ଓକିଲଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ୫୬…

ଲକ୍ଷ୍ମୀପୁରରେ ଜବରଦସ୍ତ ପ୍ରବେଶ ନେଇ ପ୍ରିୟଙ୍କାଙ୍କ ବିରୋଧରେ କେସ ରୁଜୁ କଲା ପୋଲିସ । ସୀତାପୁରରେ ଗିରଫ ହେଲେ…

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ହିଂସାକାଣ୍ଡ ଘଟଣାକୁ ନେଇ ପୁଣି ଜୋର ଧରିଛି ରାଜନୀତି । ଲକ୍ଷ୍ମୀପୁର ଖେରିରେ ହିଂସାକାଣ୍ଡ ମୃତକଙ୍କ ପରିବାରକୁ ଭେଟିବାକୁ ବାହାରିଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରାଯାଇଛି । ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ଧରି ସୀତାପୁର…