Daily Archives

October 5, 2021

ଏଣିକି ବିଜୁଳି ବିଲ୍ ଆଦାୟ କରିବେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ଘରକୁ ଘର ଯାଇ ଆଦାୟ ହେବ ଟଙ୍କା ।

କନକ ବ୍ୟୁରୋ : ଆଗକୁ ପଞ୍ଚାୟତ ନିର୍ବାଚନ । ଶାସକ ଦଳର ସବୁଠାରୁ ବଡ ଭୋଟ ବ୍ୟାଙ୍କ କୁହାଯାଉଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବାବଦରେ ଏକ ବଡ ନିଷ୍ପତ୍ତି ହୋଇଛି । ଗାଁ ଗହଳିରେ ମିଟର ରିଡିଂ, ବିଜୁଳି ବିଲ ଆଦାୟ କରିବାକୁ ଏସଏଚଜିଙ୍କୁ ଦାୟିତ୍ୱ ମିଳିଛି । ବିଧାନସଭା ଶକ୍ତି ବିଭାଗ…

ଉତ୍ତର ପ୍ରଦେଶରେ ପ୍ରଧାନମନ୍ତ୍ରୀ : କଂଗ୍ରେସର ପ୍ରତିବାଦ!, ଅମୃତ ମହୋତ୍ସବ ପାଳିଲା ବିଜେପି ।

କନକ ବ୍ୟୁରୋ: ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡକୁ ନେଇ ଉତ୍ତରପ୍ରଦେଶରେ ଉତ୍ତେଜନା ଲାଗି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ନୌରେ ପହଁଚି ପାଳନ କରିଛନ୍ତି ‘ଆଜାଦୀ କା ଅମୃତ ମହୋତ୍ସବ’ । ଏହି ଅବସରରେ ମୋଦୀ ଏକାଧିକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ…

ଅନ୍ତର୍ଜାତୀୟ ଡ୍ରଗ୍ସ ମାଫିଆଙ୍କ ସହ ଥିଲା ଆରୟନ ଖାନଙ୍କ ସମ୍ପର୍କ ? ଜାଣନ୍ତୁ କୋର୍ଟରେ କ’ଣ କହିଲା ଏନସିବି ।

କନକ ବ୍ୟୁରୋ : ମୁମ୍ବାଇ ଡ୍ରଗ୍ସ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ମାରାଥନ ପ୍ରଶ୍ନ କରୁଛି ତଦନ୍ତକାରୀ ସଂସ୍ଥା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଆରୟନଙ୍କ ହ୍ୱାଟ୍ସଆପ ଚାଟରୁ ଡ୍ରଗ୍ସ ନେଇ ଠୋସ୍ ପ୍ରମାଣ ମିଳିଥିବା ଦାବି କରିଛି ଏନସିବି । ସେ ଡ୍ରଗ୍ସ ପେଡଲର୍ ଓ…

ଅକ୍ଟୋବର ଆରମ୍ଭରୁ ପୁଣି ଓଡିଶାରେ ବାତ୍ୟା ନେଇ ଆଶଙ୍କା । ୧୪ ତାରିଖରେ ସୃଷ୍ଟ ହୋଇପାରେ ଝଡ ।

କନକ ବ୍ୟୁରୋ : ଅକ୍ଟୋବର ମାସରେ ଅନେକ ବାତ୍ୟା ଦେଖିଛି ଓଡିଶା । ସେ ମହାବାତ୍ୟା ଠାରୁ ଫାଇଲିନ ଯାଏଁ ସବୁ ବାତ୍ୟା ରାଜ୍ୟକୁ ପ୍ରଭାବିତ କରିଛି । ଏବେ ପୁଣି ସେହି ଅକ୍ଟୋବରରେ ଆଉ ଏକ ପୂର୍ଣ୍ଣିବଳୟ ଦାନା ବାନ୍ଧୁଛି । ବେସରକାରୀ ପାଣିପାଗ ସଂସ୍ଥା ଜିଏଫଏସ କରିଥିବା ଆକଳନ ଅନୁସାରେ ୧୭ତାରିଖ…

ଆଜି ଆଇପିଏଲରେ ମୁହାଁମୁହିଁ ହେଉଛନ୍ତି ରାଜସ୍ଥାନ-ମୁମ୍ବାଇ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲେ ରୋହିତ ।

କନକ ବ୍ୟୁରୋ: ଆଜି ଆଇପିଏଲରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ।  ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ମୁମ୍ବାଇ । ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ଏବେ ପଏଣ୍ଟ ଟେବୁଲର ଷଷ୍ଠ ଓ ସପ୍ତମ…

ଠକି ଦେବନି ତ ସରକାରୀ ବିହନ? କନ୍ଧମାଳରେ ଧାନ ବଦଳରେ ଶହଶହ ହେକ୍ଟର ଜମିରେ ଆଳୁ ଚାଷ କରିଛନ୍ତି ଚାଷୀ

କନକ ବ୍ୟୁରୋ: ଏ ବର୍ଷ ବର୍ଷା ଅଭାବରୁ ସରକାର ଆଳୁ ଚାଷକୁ ପ୍ରୋତ୍ସାହନ ଦେଇଛନ୍ତି । କନ୍ଧମାଳ ଜିଲ୍ଲାରେ ଧାନ ବଦଳରେ ଆଳୁ ଚାଷ କରିବାକୁ ଚାଷୀଙ୍କୁ ଉତ୍ସାହିତ କରିଛନ୍ତି । ଫୁଲବାଣୀ ଜିଲ୍ଲାରେ ଚାଷୀ ଆଳୁ ଚାଷ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । କିନ୍ତୁ ଉଦ୍ୟାନ ବିଭାଗ ପକ୍ଷରୁ ସବ୍ସିଡରେ…