Daily Archives

October 4, 2021

ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫା ନେଇ ଚର୍ଚ୍ଚା । ଉଠିଲା ପ୍ରଶ୍ନ,  ବିନା ମୁଖିଆରେ କେମିତି ଆଗକୁ ବଢ଼ିବ…

କନକ ବ୍ୟୁରୋ: ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିବା ଚର୍ଚ୍ଚା ଜୋର ଧରୁଥିବା ବେଳେ ପୁଣିଥରେ ରାଜ୍ୟ କଂଗ୍ରେସ, ମୁରବୀ ବିହୀନ ହେବା ଭଳି ସ୍ଥିତି ଉପୁଜିଛି । ଅନ୍ୟପଟେ କିଛି ଅସନ୍ତୁଷ୍ଟ ନେତା, ନେତୃତ୍ୱ ପରିବର୍ତ୍ତନ ପାଇଁ ହାଇକମାଣ୍ଡଙ୍କ ନିକଟରେ ଲବି ସିନା…

ୟୁପି ହିଂସାକାଣ୍ଡକୁ ନେଇ ରାଜନୀତି: ଉତ୍ତର ପ୍ରଦେଶରେ ଅନ୍ୟଦଳର ରାଜନେତାଙ୍କୁ ପ୍ରବେଶ ଉପରେ କଟକଣା ପରେ ଯୋଗୀଙ୍କୁ…

କନକ ବ୍ୟୁରୋ: ଉତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡ ପରେ ରାଜନୀତି ଜୋର ଧରିଛି । ପୀଡିତ ପରିବାରଙ୍କୁ ଭେଟିବା ପାଇଁ ଲକ୍ଷ୍ମୀପୁର ଅଭିମୁଖେ ବାହାରିଛନ୍ତି ପ୍ରମୁଖ ବିରୋଧୀ ଦଳର ନେତା । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ରାତାରାତି ଲକ୍ଷ୍ମୀପୁର ଅଭିମୁଖେ ବାହାରିଥିବାବେଳେ ,…

ଟିକସ ଠକେଇର ସବୁଠୁ ବଡ଼ ପ୍ରଘଟ । ସାରା ବିଶ୍ୱରେ ସୁନାମୀ ଆଣିଲା ପାଣ୍ଡୋରା ପେପର୍ସ

କନକ ବ୍ୟୁରୋ: ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତି ତଥା ପ୍ରତିଷ୍ଠିତ ବ୍ୟକ୍ତି ଉଲଂଘନ କରିିଚାଲିଛନ୍ତି ଆଇନ । ଭାରତରେ ଅର୍ଜିତ ଟଙ୍କାକୁ ବିଦେଶରେ ବିନିଯୋଗ କରୁଛନ୍ତି । ତାହା ପୁଣି ଲୁଚାଛପାରେ । ଯୁବବର୍ଗ ଯେଉଁମାନଙ୍କୁ ଆଦର୍ଶ ଭାବୁଛନ୍ତି , ସେହିଭଳି ବ୍ୟକ୍ତିତ୍ୱଙ୍କ ବିରୋଧରେ ଆସିଛି…

ବାତିଲ ହେବନି ନିଟ ପରୀକ୍ଷା: ପୁନଃ ପରୀକ୍ଷା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ: ବାତିଲ ହେବନି ନିଟ ପରୀକ୍ଷା । ସୁପ୍ରିମକୋର୍ଟ ଖାରଜ କଲେ ପୁନଃ ପରୀକ୍ଷା ପାଇଁ ହୋଇଥିବା ଆବେଦନକୁ । ସୁପ୍ରିମକୋର୍ଟ ସୋମବାର ଏକ ଆବେଦନର ଶୁଣାଣି କରି ଏପରି ନିଷ୍ପତି ଶୁଣାଇଛନ୍ତି । ସେପ୍ଟେମ୍ବର ୧୨ ରେ ହୋଇଥିବା ନିଟ୍ ୟୁଜି ପରୀକ୍ଷା ବାତିଲ କରିବା ପାଇଁ ଆବେଦନ ହୋଇଥିଲା ଆଜି…

ବଢିଲା ଶାହାରୁଖ୍ ଖାନଙ୍କ ପୁଅର ରିମାଣ୍ଡ ଅବଧି । ଆରୟନ ଖାନଙ୍କୁ ୭ ଅକ୍ଟୋବର ଯାଏଁ ହେପାଜତକୁ ନେଲା ଏନସିବି ।

କନକ ବ୍ୟୁରୋ: ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ନାଁରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏନସିବିର ଜେରାବେଳେ ବଡ ଖୁଲାସା ହୋଇଛି । ଏନସିବିର କହିବା କଥା ହେଲା, ଆରୟନ ଫୋନରେ ଚମକାଇଦେଲା ଭଳି ଆପତ୍ତିଜନକ ତଥ୍ୟ ରଖିଥିଲେ । ରବିବାର ଗିରଫଦାରୀ ପରେ…

ସମ୍ବଲପୁର ଦଳେଇପଡ଼ା ଘାଟରେ ଅଘଟଣ । ମହାନଦୀରେ ଭାସିଗଲେ ବାପା,ପୁଅ ଓ ଝିଅ ।

କନକ ବ୍ୟୁରୋ: ଭସାଇନେଲା ମହାନଦୀ । ସମ୍ବଲପୁର ମହାନଦୀରେ ଅଘଟଣ ଘଟିଛି । ସମ୍ବଲପୁରର ଦଳେଇପଡା ଘାଟରେ ଗୋଟିଏ ପରିବାରର ବାପା, ପୁଅ ଓ ଝିଅ ଭାସିଯାଇଥିଲେ । ତେବେ ଉଦ୍ଧାର କାର୍ଯ୍ୟକୁ ଓହ୍ଳାଇଥିବା ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ପ୍ରଥମେ ପୁଅକୁ ଉଦ୍ଧାର କରି ତାଙ୍କୁ ଗୁରୁତର ଅବସ୍ଥାରେ…