Daily Archives

September 23, 2021

ଦୂତୀ ଚାନ୍ଦଙ୍କ ଦବଙ୍ଗଗିରି । ଡିଜେ ବଜାଇ ଭସାଣୀ ଶୋଭାଯାତ୍ରା କରୁଥିଲେ, ପୋଲିସ ପହଞ୍ଚିବାରୁ ନାଲିଆଖି ଦେଖାଇଲେ ।

କନକ ବ୍ୟୁରୋ : ଧାବିକା ଦୂତୀ ଚାନ୍ଦଙ୍କ ଦବଙ୍ଗଗିରି । ନିୟମ ମାନିଲେନି, ଓଲଟି ଗରମ ଦେଖାଇଲେ । କୋଭିଡ୍ ଗାଇଡଲାଇନକୁ ଖୋଲାଖୋଲି ଉଲ୍ଲଂଘନ କଲେ ଦୂତି ଚାନ୍ଦ । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନକୁ ବେଖାତିର କରି ଭସାଣି ଶୋଭାଯାତ୍ରା ଆୟୋଜନ କରିଥିଲେ ଧାବିକା ଦୂତୀ…

ପେଗାସସ୍ ସ୍ପାଏ-ଓୟାର ମାମଲା: ତଦନ୍ତ କରିବ ସ୍ୱତନ୍ତ୍ର ଟିମ୍, ନିଷ୍ପତି ନେଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ: ପେଗାସସ ସ୍ପାଏ-ୱୟର ମାମଲାର ତଦନ୍ତ ହେବ । ଏଥିପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ । ସୁପ୍ରିମକୋର୍ଟ ପେଗାସସ ପ୍ରସଙ୍ଗରେ ଶୁଣାଣି କରି ଏପରି କହିଛନ୍ତି । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିବେ ନାହିଁ ବୋଲି କହିଥିଲେ । ଏହାପରେ ସୁପ୍ରିମକୋର୍ଟ ବିଶେଷଜ୍ଞ…

ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ବୟାନ: କହିଲେ, ପେଟ୍ରୋଲ ଦର ବୃଦ୍ଧି ପାଇଁ ରାଜ୍ୟ ସରକାର ଗୁଡିକ ଦାୟୀ 

କନକ ବ୍ୟୁରୋ: ପେଟ୍ରୋଲ ଦର ୧୦୦ ଟଙ୍କା ଉପରେ ରହିଛି । ରାଜ୍ୟ ସରକାରଙ୍କ ପାଇଁ ତେଲ ଦର ଏପରି ଅଧିକ ରହିଛି । ପେଟ୍ରୋଲରେ ଜିଏସଟି ଲାଗୁ ହେଉ ବୋଲି ରାଜ୍ୟ ସରକାର ଚାହୁଁ ନାହାନ୍ତି । ତେଣୁ ତେଲ ଦର କମୁନି । ପଶ୍ଚିମବଙ୍ଗ ଭବାନୀପୁର ଉପନିର୍ବାଚନ ପାଇଁ ପ୍ରଚାର କରିବା ବେଳେ କେନ୍ଦ୍ର …

ଫାର୍ମାସିଷ୍ଟ ଦେଖିବେ ରୋଗୀ । ଡାକ୍ତରଙ୍କ ଅନୁପସ୍ଥିତିରେ ଫାର୍ମାସିଷ୍ଟ କରିବେ ଚିକିତ୍ସା ।

କନକ ବ୍ୟୁରୋ : ଡାକ୍ତରଙ୍କ ଅନୁପସ୍ଥିତିରେ ଫାର୍ମାସିଷ୍ଟ କରିବେ ଚିକିତ୍ସା । ସରକାର ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ୧୩ ପ୍ରକାର ରୋଗର ଚିକିତ୍ସା ଫାର୍ମାସିଷ୍ଟ କରିପାରିବେ । ଏଥିପାଇଁ କି ପ୍ରକାର ଔଷଧ ଦିଆଯିବ, ତାର ମଧ୍ୟ ତାଲିକା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ…

ପାକିସ୍ତାନ ଗୃହମନ୍ତ୍ରୀଙ୍କ ବୟାନ: କହିଲେ, ସମୟ ଆସିବ ପୂରା ଦୁନିଆର କ୍ରିକେଟ ଟିମ ପାକିସ୍ତାନ ଆସିବ ଖେଳିବାକୁ

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ପାକିସ୍ତାନ ଗସ୍ତ ରଦ୍ଦ କରିବା ପରେ ଏବେ ପାକିସ୍ତାନ ଚିନ୍ତାରେ ରହିଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ପିସିବି ଅଧ୍ୟକ୍ଷ ରମିଜ ରାଜା ପ୍ରତିକ୍ରିୟା ରଖି ସାରିଛନ୍ତି । ଏବେ ପୁଣି ପାକିସ୍ତାନ ଗୃହମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଆଉ…