Daily Archives

September 13, 2021

ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ । ବଦଳିପାରେ ମନ୍ତ୍ରିମଣ୍ଡଳ, ୬ରୁ ୭ ଜଣ ମନ୍ତ୍ରୀ…

କନକ ବ୍ୟୁରୋ : ଗୁଜୁରାଟବାସୀଙ୍କୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ । ରାଜ୍ୟର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭୁପେନ୍ଦ୍ର ପଟେଲ । ଗୁଜରାଟ ଗାନ୍ଧିନଗର ସ୍ଥିତ ରାଜ୍ୟପାଳଙ୍କ ବାସଭବନରେ ଏକ ସ୍ୱତନ୍ତ୍ର ସମାରୋହରେ ଶପଥ ନେଇଛନ୍ତି ଭୁପେନ୍ଦ୍ର ପଟେଲ । ରାଜ୍ୟପାଳ ଆଚାର୍ଯ୍ୟ ଦେଭରତ…

ବଢିଲା ବନ୍ୟା ଆଶଙ୍କା! ୧୩ ନଦୀରେ ବଢୁଛି ଜଳ ସ୍ତର 

କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ୧୩ ନଦୀରେ ବଢୁଛି ଜଳ ସ୍ତର । ଜଳ ସ୍ତର ବୃଦ୍ଧି ଯୋଗୁଁ ରାଜ୍ୟରେ ବଢୁଛି ବନ୍ୟା ଆଶଙ୍କା । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଜଳକା, ବୁଢାବଳଙ୍ଗ, ବଂଶଧାରା ଓ ଋଷିକୂଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଉଛି । ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ…

ଆଜି ସାରାରାତି ବର୍ଷା! ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ

କନକ ବ୍ୟୁରୋ: ଆଜି ସାରା ରାତି ହୋଇପାରେ ବର୍ଷା । ଏହାସହ ଆସନ୍ତାକାଲି ଯାଏଁ ରାଜ୍ୟର ୭ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି । ଏହି ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ସମ୍ବଲପୁର, ଦେବଗଡ, ଅନୁଗୁଳ, ସୋନପୁର, ଢେଙ୍କାନାଳ, ଝାରସୁଗୁଡା, ବରଗଡ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ।…

ତାଲିବାନକୁ ନେଇ ଆମେରିକାର ବଡ ଘୋଷଣା । ସହାୟତା ପାଇଁ ଦେବ ୬୪ ମିଲିୟନ ଡଲାର ।

କନକ ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନର ଅନ୍ତରୀଣ ସରକାର ଗଠନ ହେବା ପରେ ଏବେ ଏହାକୁ ନେଇ ଏକ ବଡ ଘୋଷଣା କରିଛି ଆମେରିିକା । ଆଫଗାନିସ୍ତାନର ଲୋକଙ୍କୁ ଆର୍ଥିକ ସୁବିଧା ପ୍ରଦାନ କରିବାକୁ ଆମେରିକା ଘୋଷଣା କରିଛି । ଯାହାର ମୂଲ୍ୟ ପାଖାପାଖି ୬୪ ମିଲିୟନ ଡଲାର ବୋଲି ଜଣାପଡିଛି । ମିଡିଆ…

ଅପହରଣକୁ ବିତିଲା ୩୬ ଘଣ୍ଟା, ହେଲେ ଏବେ ବି ମିଳିନି ସ୍ୱିଗି ଡେଲିଭରୀ ବୟଙ୍କ ପତ୍ତା ।

କନକ ବ୍ୟୁରୋ : ନିଖୋଜ ହେବାର ୩୬ ଘଂଟା ପରେ ସ୍ୱିଗୀ ଡେଲିଭରୀ ବୟ ପତିତପାବନଙ୍କର କୌଣସି ପତା ମିଳିନି । ସେ କେଉଁଠି ଅଛନ୍ତି କେମିତି ଅଛନ୍ତି , ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ କରୁଛି ପୋଲିସ । ସମୟ ଗଡିବା ସହ ଅପହରଣକୁ ନେଇ ବଢ଼ୁଛି ସସପେନ୍ସ । ଅପହରଣର ପ୍ରାୟ ୩୬ ଘଣ୍ଟା ପରେ ବି ସ୍ୱିଗୀ…