Daily Archives

September 7, 2021

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ୱର ମହାବୀର ବସ୍ତିରୁ ଉଦ୍ଧାର ହେଲା ମୃତଦେହ 

କନକ ବ୍ୟୁରୋ: ବନ୍ଦ ଘରୁ ବାହାରିଲା ଯୁବତୀଙ୍କ ମୃତଦେହ । ଗତ ଦୁଇ ଦିନ ହେବ ଦୁର୍ଗନ୍ଧ ହେଉଥିଲା । ବନ୍ଦ ଘରୁ ଦୁର୍ଗନ୍ଧ ହେଉଥିବାରୁ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ତାଲା ଭାଙ୍ଗି ଘର ଯାଞ୍ଚ କଲାବେଳକୁ ମହିଳାଙ୍କର ମୃତଦେହ ଦେଖିଥିଲା । ଏବେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ…

ସିଦ୍ଧାର୍ଥଙ୍କୁ ଝୁରୁଛନ୍ତି ଶେହନାଜ । ପୂରା ଚୁପ ରହୁଛନ୍ତି, କାହା ସହ କଥା ହେଉନାହାନ୍ତି । 

କନକ ବ୍ୟୁରୋ :  ବିଗବସ୍ ବିଜେତା ତଥା ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ କେବଳ ପରିବାରକୁ ମର୍ମାହତ କରିନାହିଁ ବରଂ ପ୍ରଂଶସକଙ୍କୁ ମଧ୍ୟ ଶୋକରେ ବୁଡାଇ ଦେଇଛି । ସୋସିଆଲ ମିଡ଼ିଆରେ ବିଭିନ୍ନ ପୁରୁଣା ପୋଷ୍ଟ ସେୟାର କରି ସିଦ୍ଧାର୍ଥଙ୍କୁ ମନେପକାଉଛନ୍ତି ପ୍ରଂଶସକ ।…

ପୌର ନିର୍ବାଚନ ପାଇଁ ଫିଟିଲା ବାଟ: ପାରିତ ହେଲା ମ୍ୟୁନିସପାଲଟି ଆଇନ ସଂଶୋଧନ ବିଲ

କନକ ବ୍ୟୁରୋ: ବିଧାନସଭାରେ ପାରିତ ହେଲା ମ୍ୟୁନିସପାଲଟି ଆଇନ ସଂଶୋଧନ ବିଲ । ବିଲ୍ ପାରିତ ହେବା ପରେ ପୌର ନିର୍ବାଚନ ପାଇଁ ବାଟ ଫିଟିଛି । ପଛୁଆ ବର୍ଗଙ୍କ ପାଇଁ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ରହିବ । ଅର୍ଥାତ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ। ପଛୁଆ ବର୍ଗଙ୍କ ପାଇଁ ୨୭…

କୋର୍ଟରେ ହାଜର ହେଲେ ଏମ.ଭି. ପ୍ରସାଦ । ଓଡିଶାର ବିଭିନ୍ନ ଜିଲ୍ଲାରୁ ଠକିଥିଲେ କୋଟି କୋଟି ଟଙ୍କା

କନକ ବ୍ୟୁରୋ: କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟରେ ଏମ.ଭି. ପ୍ରସାଦ ହାଜର । ପୂର୍ବତନ ବିଧାୟକ ଏମ.ଭି. ପ୍ରସାଦଙ୍କୁ ହାଜର କଲା ଇଓଡବ୍ଲୁ । ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ.ଭି. ପ୍ରସାଦ । ୨୦୧୧ରେ ତାଙ୍କ କମ୍ପାନୀ ନାଁରେ ଠକେଇ ଅଭିଯୋଗ ହୋଇଥିଲା । ଓଡିଶାର ବିଭିନ୍ନ ଜିଲ୍ଲାରୁ ତାଙ୍କ…

ଓଡିଶା ପଞ୍ଚାୟତ ଆଇନ ସଂଶୋଧନ ବିଲ ଆଗତ: ଏସସି/ଏସଟି, ଓବିସିଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ରହିବ

କନକ ବ୍ୟୁରୋ: ଓଡ଼ିଶା ପଞ୍ଚାୟତ ଆଇନ ସଂଶୋଧନ ବିଲ୍‌ ୨୦୨୧ ଆଜି ବିଧାନସଭାରେ ଆଗତ ହୋଇଛି। ଓଡିଶା ଗ୍ରାମ ପଞ୍ଚାୟତ ବିଧେୟକ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦% ଭିତରେ ରହିବ। ଅର୍ଥାତ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ। ପଛୁଆ…

ନାହିଁ ନାହିଁର ଆଦିବାସୀ ଗାଁ କଳାହାଣ୍ଡିର ଭିତରପଣ୍ଡି । ଆଦିବାସୀ ମଣିଷ ଠାରୁ ଅନେକ ଦୂରରେ ମୌଳିକ ସୁବିଧା । 

କନକ ବ୍ୟୁରୋ : ନାହିଁ ନାହିଁର ଆଦିବାସୀଗାଁ କଳାହାଣ୍ଡିର ଭିତରପଣ୍ଡି । ସରଳ, ନିଷ୍କପଟ ଆଦିବାସୀ ମଣିଷ ଠାରୁ ଅନେକ ଦୂରରେ ମୌଳିକ ସୁବିଧା । ନା ଅଛି ପିଇବା ପାଣିର ସୁବିଧା, ନା ଶିକ୍ଷା ଓ ଗମନାଗମନ ଭଳି ମୌଳିକ ସୁବିଧା । କେବଳ ବିଜୁଳିକୁ ଛାଡି ଦେଲେ ଆଉ କୌଣସି ସରକାରୀ ଯୋଜନା ପହଞ୍ଚି…