Daily Archives

September 2, 2021

ପୁଣି ଦେଶରେ ବଢିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୪୭ ହଜାରରୁ ଅଧିକ ସଂକ୍ରମିତ । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୭୦…

କନକ ବ୍ୟୁରୋ: ଦେଶରେ ଜାରି ରହିଛି କରୋନା ସଙ୍କଟ । ପୁଣି ବଢିବାରେ ଲାଗିଲାଣି କରୋନା ସଂକ୍ରମଣ । ଆଉ ଗତ ୨୪ ଘଣ୍ଟାର ସଂକ୍ରମଣ ହାର କେନ୍ଦ୍ର ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଗତ ୨୪ ଘଣ୍ଟାରେ ଦେଶରେ ୪୭ ହଜାର ୯୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯାହା ଗତ ୨ ମାସ ଭିତରେ ସବୁଠାରୁ…

ମୂର୍ତ୍ତିର ଉଚ୍ଚତାକୁ ନେଇ ବଢ଼ିଲା ବିବାଦ । ହଲ, ମଲ ସବୁ ଖୋଲା ରହୁଥିବାବେଳେ ପାର୍ବଣ ଉପରେ କାହିଁକି ରହିବ କଟକଣା ।…

ଗଣେଷ ପୂଜା ପାଇଁ ଆସିଲା ଗାଇଡଲାଇନ ୪ ଫୁଟ ଟପିପାରିବନି ମୂର୍ତ୍ତିର ଉଚ୍ଚତା ଗଣେଶ ପୂଜା ହେବ କିନ୍ତୁ ଲୋକେ ଦର୍ଶନ କରିପାରିବେ ନାହିଁ । ଏକ ବନ୍ଦ କୋଠରୀରେ ପୂଜା କଲା ଭଳି କେବଳ ବିଧି ରକ୍ଷା ହେବ । ରାଜଧାନୀରେ ହୋଟେଲ, ମଲ, ସିନେମା ହଲକୁ କଟକଣା ମୁକ୍ତ କରିବା ପରେ ପାର୍ବଣ…

ଗୁରୁଜୀ ମାନସ ଦାସଙ୍କୁ ବାନ୍ଧିଲା ପୋଲିସ । ପଢନ୍ତୁ, ମାନସ ଦାସଙ୍କ ବିରୋଧରେ ରହିଛି କେଉଁ କେଉଁ ଅଭିଯୋଗ?

କନକ ବ୍ୟୁରୋ: ଭଗବାନ ଭଳି ଲୋକମାନେ ପୂଜା କରୁଥିବା ମାନସ ଦାସ କେତେ ଭୟଙ୍କର ଆଉ ନିଷ୍ଠୁର ଥିଲେ କିଛି ଦିନ ପୂର୍ବରୁ ହୁଏତ କେହି ଜାଣିନଥିଲେ । କିନ୍ତୁ ଯେତେବେଳେ ତାଙ୍କର ଆତଙ୍କରାଜ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ସେନେଇ ମୁହଁ ଖୋଲିଛନ୍ତି ନିର୍ଯାତିତ ଆଉ ଅଭିଯୋଗ କରିଛନ୍ତି ।…

ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ବିଧାନସଭାରେ ବିଜେପିର ହଙ୍ଗାମା । ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଚାଲି ପାରିଲାନି…

କନକ ବ୍ୟୁରୋ: ପ୍ରଶ୍ନକାଳ ଆରମ୍ଭରୁ ହୋ ହାଲ୍ଲା, ନାରାବାଜି। ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କରି ଗୃହ ଭିତରେ ଓ ଗୃହ ବାହାରେ ବ୍ୟାନର ଦେଖାଇ ବିଜେପି ସଦସ୍ୟଙ୍କ ପ୍ରତିବାଦ। ମାମଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ରହିଛି। ଏତଲା…

ଆଫଗାନିସ୍ତାନରେ କାଲି ସରକାର ଗଠନ କରିପାରେ ତାଲିବାନ, ନମାଜ ପରେ ହୋଇପାରେ ମନ୍ତ୍ରୀମଣ୍ଡଳ ଘୋଷଣା

କନକ ବ୍ୟୁରୋ : ଆଫଗାନିସ୍ତାନ ଦଖଲର ୨ ସପ୍ତାହ ପରେ ଆସନ୍ତା କାଲି ତାଲିବାନ ସେଠାରେ ସରକାର ଗଠନ କରବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଦିନ ନମାଜ ପରେ ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ କରିବ । କହିରଖୁ କି ଅଗଷ୍ଟ ୧୫ ତାରିଖରେ…