Daily Archives

August 10, 2021

ଆଶାୟୀ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଟଭୂମୀ ସାର୍ବଜନୀନ ନକରିବା ମାମଲା, ୯ ଟି ରାଜନୈତିକ ଦଳ ଉପରେ ଜରିମାନା ଲଗାଇଲେ…

କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ବେଳେ ଅନେକ ରାଜନୈତିକ ଦଳମାନେ ସେମାନଙ୍କ ଆଶାୟୀ ପ୍ରାର୍ଥୀଙ୍କ ଅପରାଧୀକ ପୃଷ୍ଟଭୂମୀ ନେଇ ସୂଚନା ସାର୍ବଜନିକ ନକରିବା ଉପରେ ସୁପ୍ରିମକୋର୍ଟ କଡା କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିଛନ୍ତି । ଏନେଇ କୋର୍ଟ ପକ୍ଷରୁ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ…

କୃଷକ ଆନ୍ଦୋଳନକୁ ପରାହତ କରିବାକୁ ବିଜେପିର ପ୍ରୟାସ, ଲକ୍ଷ୍ନୌରେ କିଷାନ ମହାପଂଚାୟତ କରିବ ବିଜେପି

କନକ ବ୍ୟୁରୋ : ସଂସଦରେ ବିରୋଧୀ ଓ ସଂସଦ ବାହାରେ କୃଷକ । ଏଭଳି ପରିସ୍ଥିତିକୁ ସାମ୍ନା କରିବାକୁ ପଡୁଛି କେନ୍ଦ୍ର ସରକାରଙ୍କୁ । ନା କୃଷକ ନେତାମାନେ ଆନ୍ଦୋଳନରୁ ଉହୁରୁଛନ୍ତି ନା ବିରୋଧୀମାନେ କୃଷି କାନୁନକୁ ନେଇ ସଂସଦର ଉଭୟ ଗୃହରେ ହୋ ହାଲ୍ଲା କରିବାରୁ ନିବୃତ୍ତ ରହୁଛନ୍ତି । ଏସବୁ ଭିତରେ…

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ହାଇକୋର୍ଟଙ୍କ ବିନା ନିର୍ଦ୍ଦେଶରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ…

କନକ ବ୍ୟୁରୋ : ସଂସଦ ଓ ବିଧାନସଭାକୁ ଅପରାଧମୁକ୍ତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ହାଇକୋର୍ଟଙ୍କ ବିନା ନିର୍ଦ୍ଦେଶରେ ସାଂସଦ କିମ୍ବା ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲା ପ୍ରତ୍ୟାହାର ହୋଇପାରିବ ନାହିଁ । ହାଇକୋର୍ଟଙ୍କ ଅନୁମୋଦନ…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟାଳୟ ସ୍ଥାନାନ୍ତର ଦାବିକୁ ଜୋରଦାର କଲା ବିଜେପି । ରାଜଭବନ ସମ୍ମୁଖରେ ଦେଲା ଧାରଣା ।

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ନେଇ ଏକାଠି ହୋଇଛନ୍ତି ପଶ୍ଚିମ ଓଡ଼ିଶାର ବିଜେପି ବିଧାୟକ ଓ ନେତା । ପଶ୍ଚିମ ଓଡ଼ିଶା ପ୍ରତି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଆହ୍ୱାନ ଦେଇଛନ୍ତି । ୨୦୧୬ ପରଠାରୁ କାହିଁକି ଗଠନ ହୋଇନାହିଁ ପରିଷଦ? କେବଳ ଅଧ୍ୟକ୍ଷଙ୍କୁ ନେଇ କେମିତି…

ବିଜେପି ବିରୋଧରେ ବିରୋଧୀଙ୍କ ମେଂଟ: କପିଲ ଶିବଲଙ୍କ ଜନ୍ମଦିନ ପାର୍ଟିରେ ପ୍ରସ୍ତୁତ ହେଲା ନିର୍ବାଚନ ରଣନୀତି

କନକ ବ୍ୟୁରୋ: ବିଜେପି ସରକାରକୁ ଗାଦିରୁ ହଟାଇବାକୁ ଅଂଟା ଭିଡିଛନ୍ତି ବିରୋଧୀ । ଆଗକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଓ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ବିଜେପି ବିରୋଧରେ ରଣନୀତି ପ୍ରସ୍ତୁତ କରିଛି ବିରୋଧୀଙ୍କ ‘ଗ୍ରୁପ -୨୩’ ମେଂଟ । ରଣନୀତିର…

ତିହାର ଜେଲ ଭିତରେ ଗ୍ୟାଙ୍ଗଷ୍ଟର ଅଙ୍କିତ ଗୁଜରଙ୍କୁ ହତ୍ୟା ଘଟଣା, ଜେଲ ପରିଚାଳକ ଓ ଅନ୍ୟଜଣେ କର୍ମଚାରୀଙ୍କ ନାମରେ…

କନକ ବ୍ୟୁରୋ : ତିହାର ଜେଲରେ କୁଖ୍ୟାତ ଅପରାଧୀ ଅଙ୍କିତ ଗୁଜରଙ୍କ ହତ୍ୟାକୁ ନେଇ ୩ ନମ୍ବର ଜେଲର ସୁପରିଟେଣ୍ଡେଣ୍ଟ ନରେନ୍ଦ୍ର କୁମାର ମୀଣା ଓ ଅନ୍ୟଜଣେ କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଅଙ୍କିତଙ୍କ ମାଙ୍କ ଅଭିଯୋଗ ଆଧାରରେ ହରିନଗର ଥାନାରେ ମାମଲା ରୁଜୁ କରାଯାଇଛି । ସୂଚନା…