Daily Archives

August 1, 2021

ମାସ୍କ ତିଆରି ଦେଇଛିି ମହିଳାଙ୍କୁ ରୋଜଗାର । ସ୍ୱୟଂସହାୟିକା ଗୋଷ୍ଠୀର ୧୯୦ଜଣ ମହିଳା ମାସକୁ କରୁଛନ୍ତି ୧୫ ହଜାର…

କନକ ବ୍ୟୁରୋ: କରୋନା କଳାରେ ମାସ୍କ ଦେଉଛି ମହିଳାଙ୍କୁ ରୋଜଗାର । କରୋନା କାଳରେ ସାଧାରଣ ମହିଳା ଯେତେବେଳେ ରୋଜଗାର ହରେଇ ଘରେ ବସିଥିବା ବେଳେ ସ୍ୱୟଂସହାୟିକା ଗୋଷ୍ଟିର ମହିଳାକୁ ରୋଜଗାର ଦେଇଛି ମିଶନ ଶକ୍ତି ଫେଡେରେସନ । ହାତ ବାନ୍ଧି ବସିଥିବା ମହିଳାଙ୍କ ମୁହଁରେ ଫୁଟିଛି ହସ ।…

ଶଳା ଏବଂ ସ୍ତ୍ରୀଙ୍କ ଜରିଆରେ ଦୁର୍ନୀତିର ଜାଲ ବୁଣୁଥିଲେ କି ବିରଞ୍ଚି ସାହୁ । ମାମଲା ରୁଜୁ କରି ତଦନ୍ତ କରୁଛି…

କନକ ବ୍ୟୁରୋ : ଓଏସଏସସି ସଦସ୍ୟଙ୍କ ପିଏସ ବିରଞ୍ଚି ସାହୁଙ୍କ ଦୁର୍ନୀତିର ଖୋଳତାଡ ଭିଜିଲାନ୍ସ ଯେତେ କରୁଛି, ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏବେ ବିରଞ୍ଚିଙ୍କ ପତ୍ନୀ ଓ ଶଳା ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି ଭିଜିଲାନ୍ସ । ଏପରିକି ଆବଶ୍ୟକ ହେଲେ ବିରଂଚିଙ୍କୁ ରିମାଣ୍ଡରେ ଆଣି…

ଏମିତି ବି ଦିନ ଦେଖିଲା ଓଡ଼ିଆ ସାହିତ୍ୟ । ଫକୀରମୋହନଙ୍କ ଆତ୍ମଜୀବନି ପ୍ରକାଶନକୁ ନେଇ ଦେଖାଦେଲା ବିବାଦ, ଦୁଇ…

କନକ ବ୍ୟୁରୋ : ଫକୀରମୋହନ ସେନାପତି । ଭାରତୀୟ ଭାଷା ସାହିତ୍ୟକୁ ତାଙ୍କର ଅତୁଳନୀୟ ଅବଦାନ ରହିଛି । ତାଙ୍କର ଅନବଦ୍ୟ କୃତି ପାଇଁ ସାରା ଓଡ଼ିଶା ଗର୍ବିତ । ବିଡ଼ମ୍ବନାର ବିଷୟ ହେଉଛି ମୃତ୍ୟୁର ୧୦୦ ବର୍ଷ ପରେ ବି ତାଙ୍କର ଆତ୍ମଜୀବନୀ ପ୍ରକାଶକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହି ବିବାଦ ହୋଇଛି…

ବାୟୋଫ୍ଲକ୍ ପଦ୍ଧତିରେ ମାଛ ଚାଷ କରିଛି ଆତ୍ମନିର୍ଭର । କେନ୍ଦ୍ରାପଡା ଗରଦପୁର ବ୍ଲକ ମଦନା ଗ୍ରାମର ଯୁବ ଚାଷୀ ରଞ୍ଜନ…

କନକ ବ୍ୟୁରୋ: ବାୟୋଫ୍ଲକ୍ ପଦ୍ଧତିରେ ମାଛ ଚାଷ କରି ସଫଳତା ପାଇଛନ୍ତି ଜଣେ ଯୁବ ମାଛଚାଷି ମାଗୁର ମାଛ ଚାଷ ଦେଇଛି ରୋଜଗାର ଆଉ ପରିଚୟ । ନିଜ ଜମିରେ ଦୁଇଟି କୁଣ୍ଡ ପ୍ରତିଷ୍ଠା କରି ମାଗୁର ଚାଷ ସହିତ ରୋହି ଭାକୁର ଜାଁଳ ଉତ୍ପାଦନ କରି ରୋଜଗାର କରୁଛନ୍ତି ବାର୍ଷିକ ଲକ୍ଷାଧୀକ ଟଙ୍କା । କରୋନା…

ଟୋକିଓରେ ଇତିହାସ ରଚିଲା ଭାରତ । ୪୧ ବର୍ଷ ପରେ ସେମିଫାଇନାଲରେ ପ୍ରବେଶ କଲା ଭାରତୀୟ ହକି ଟିମ୍ ।

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରୁ ଆଜି ଭାରତ ପାଇଁ ଆସିଛି ଡବଲ ଖୁସି ଖବର । ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ବ୍ରୋଞ୍ଜ ମେଡାଲ ଜିତିଥିବା ବେଳେ ହକି ସେମିଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ୪୧ ବର୍ଷ ପରେ ଅଲିମ୍ପିକ୍ସ ସେମିଫାଇନାଲକୁ ପ୍ରବେଶ କରିଛି ଭାରତୀୟ ହକି ଟିମ୍ । ଏହି…

ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି । ଟୋକିଓରେ ଭାରତକୁ ଦ୍ୱିତୀୟ ମେଡାଲ ଦେଇଛନ୍ତି ପିଭି…

କନକ ବ୍ୟୁରୋ: ଟୋକିଓରେ ଭାରତକୁ ଦ୍ୱିତୀୟ ମେଡାଲର ସଫଳତା ଦେବା ପରେ ସିନ୍ଧୁଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ସିନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି । ସେହିପରି କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଟ୍ୱିଟ କରି…